123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଇସ୍ରାଏଲ-ହିଜବୁଲ୍ଲା ସଂଘର୍ଷ, 10 ଦିନର ସଂଘର୍ଷ ମଧ୍ୟରେ ଇସ୍ରାଏଲ କରିଛି ସବୁଠାରୁ ବଡ଼ ଆକ୍ରମଣ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ଭୟଙ୍କର ହେଉଛି ଇସ୍ରାଏଲ-ହିଜବୁଲ୍ଲା ସଂଘର୍ଷ । 10 ଦିନର ସଂଘର୍ଷ ମଧ୍ୟରେ ଇସ୍ରାଏଲ କରିଛି ସବୁଠାରୁ ବଡ଼ ଆକ୍ରମଣ । ଏୟାର ଷ୍ଟ୍ରାଇକରେ ଉଡିଛି ହିଜବୁଲ୍ଲାର 6 ମହଲା ମୁଖ୍ୟାଳୟ । ଆକ୍ରମଣରେ ହିଜବୁଲ୍ଲା ଟପ୍ କମାଣ୍ଡର ହାସିମ୍‌ ସେଫିଦ୍ଦିନ୍ ସଫା ହୋଇଥିବାବେଳେ ମରଣ ମୁହଁରୁ ବର୍ତ୍ତି ଯାଇଛି ହିଜବୁଲ୍ଲା ମୁଖ୍ୟ ହସନ୍‌ ନସରଲ୍ଲା । ଖୋଜିଖୋଜି ହିଜବୁଲ୍ଲା ଆତଙ୍କୀଙ୍କୁ ନିପାତ କରୁଛି ଇସ୍ରାଏଲ । ଶୁକ୍ରବାର ରାତିରେ ବେରୁତରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 76 ଜଣ ଆହତ ହୋଇଛନ୍ତି । ଲେବାନନ ଉପରେ ଇସ୍ରାଏଲ ସେନାର ସବୁଠାରୁ ବଡ଼ ଆକ୍ରମଣ ପରେ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତୁରନ୍ତ ଇସ୍ରାଏଲ ଫେରିଆସିଛନ୍ତି ।

10 ଦିନ ଧରି ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଲେବାନନରେ 7 ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ରକେଟ ମାଡ଼ରେ ଶୁକ୍ରବାର ହିଜବୁଲ୍ଲାର ଡ୍ରୋନ ୟୁନିଟ କମାଣ୍ଡର ମହମ୍ମଦ ସରୁର ନିହତ ହୋଇଥିଲା । ଇଣ୍ଟରନ୍ୟାସନାଲ ଅର୍ଗାନିଜେସନ ଫର ମାଇଗ୍ରସନ ରପୋର୍ଟ ଅନୁସାରେ ଲେବାନନରୁ ବିସ୍ଥାପିତ ହୋଇଛନ୍ତି ପ୍ରାୟ 2 ଲକ୍ଷ ନାଗରିକ । ହିଜବୁଲ୍ଲାକୁ ସମର୍ଥନ ଦେଉଥିବା ଇରାନ ସମେତ କୌଣସି ଦେଶକୁ ବି ଜବାବ ଦେବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ । ଗାଜାରେ ହମାସ ଓ ଲେବାନନରେ ହିଜବୁଲ୍ଲା ଆତଙ୍କବାଦୀ ସଂଗଠନକୁ ମାଟିରେ ମିଶାଇବ ଇସ୍ରାଏଲ । ଗାଜାରୁ ଯେପର୍ଯ୍ୟନ୍ତ ପଣବନ୍ଦୀ ସୁରକ୍ଷିତ ଭାବେ ଇସ୍ରାଏଲକୁ ନଫେରିଛନ୍ତି ସେଯାଏ ଇସ୍ରାଏଲର ସେନା ଅପରେସନ ଥମିବାର ପ୍ରଶ୍ନ ଉଠୁନାହିଁ ବୋଲି ଜାତସଂଘ ଫୋରମରେ ଚେତାବନୀ ଶୁଣାଇଛନ୍ତି ନେତାନ୍ୟାହୁ ।

ଅଧିକ ପଢ଼ନ୍ତୁ ବିଦେଶ ଖବର:

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 167Word Count: 173See All articles From Author

Add Comment

General Articles

1. Will Indian Universities Survive In The Age Of Ai?
Author: Chaitanya kumari

2. How Seo Helps Jewelry Brands Attract More Customers
Author: neetu

3. How Do You Choose The Best Sap Training Institute In Hyderabad?
Author: Avina Technologies

4. Why The Car You Choose Matters As Much As The Places You Plan To Visit In Odisha
Author: Sai Krupa Travel

5. Udaipur Beyond Weddings: Places To Explore On Your Destination Wedding Trip
Author: Rubystone Hospitality

6. Honda Super-one Ev: Battery, Range, Features And Performance
Author: evinsighthub

7. A Beginner’s Roadmap To Building A Career Through Cybersecurity Jobs
Author: Yash Durgavli

8. Api Cl-4 Engine Oil Explained- The New Heavy-duty Diesel Oil Standard For 2027
Author: bdean

9. Accurate Neurosurgery Coding And Billing Services In Alabama
Author: Brain

10. How Can Deliveroo, Uber Eats Restaurant Data Scraping Transform Food Delivery Market Intelligence?
Author: Food Data Scrape

11. Commercial Door Lock Replacement: Reliable Business Security Solutions
Author: 495 Locksmith - Beltway Home Services

12. How To Choose A Clinical Research Organization In France For Your Clinical Trial
Author: zenovel pharma

13. Ultimate Guide To Outside Plant Engineering: Mastering The Osp Design Program
Author: Passyourcert

14. Amazon Product Data Scraping Insights For Sellers
Author: Actowiz Metrics

15. How Can Pan-india Healthy Restaurant, Café, And Cloud Kitchen Data Scraping Transform Food Intelligence?
Author: Food Data Scrape

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: