123ArticleOnline Logo
Welcome to 123ArticleOnline.com!
ALL >> General >> View Article

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆୟୁର୍ବେଦିକ ଔଷଧ ଗଛ ଏବଂ ସେମାନଙ୍କର ବ୍ୟବହାର

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ଆୟୁର୍ବେଦିକ ଔଷଧରେ ଅନେକ ପ୍ରକାରର ଜଡିବୁଟି ବ୍ୟବହାର କରାଯାଏ । ଏମିତି ଅନେକ ଉଦ୍ଭିଦ ଅଛି ଯାହା ରୋଗ ପାଇଁ ଔଷଧ ଭାବରେ କାମ କରେ । ଏହି ଗଛଗୁଡ଼ିକୁ ଆପଣଙ୍କ ଘରେ ଲଗାଇବାକୁ ନିଶ୍ଚିତ ଦରକାର । ଏହି ଗଛଗୁଡିକ ମଧୁମେହ, ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟ୍ରଲ ଠାରୁ ଆରମ୍ଭ କରି ମୁଣ୍ଡବିନ୍ଧା, ଚର୍ମ ଏବଂ କେଶ ପର୍ଯ୍ୟନ୍ତ ସମସ୍ୟା ଦୂର କରିଥାଏ । ଏହିପରି ୧୦ ଟି ଗଛ ବିଷୟରେ ଜାଣନ୍ତୁ ଯାହା ଆୟୁର୍ବେଦ ଔଷଧରେ ବ୍ୟବହାର ହୋଇଥାଏ । ବିଶେଷ କଥା ହେଉଛି ଏହି ଗଛଗୁଡ଼ିକ ମଧ୍ୟରୁ ଅନେକ ଆପଣଙ୍କ ଘରର ବାଲକୋନୀରେ ସହଜରେ ...
... ମିଳିପାରିବ । ଯାହାକୁ ଆପଣ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ବ୍ୟବହାର କରିପାରିବେ ।

୧୦ଟି ଆୟୁର୍ବେଦ ଗଛ

ଗିଲୋଇ:- ଗିଲୋଇ ଗଛ ଆୟୁର୍ବେଦ ଔଷଧ ଭାବରେ ବିବେଚନା କରାଯାଏ । ଗିଲୋଇ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ରକ୍ତହୀନତା ଦୂର କରିବ ଏବଂ ହଜମକୁ ମଜବୁତ କରିବାରେ ଗିଲୋଇ ସାହାର୍ଯ୍ୟ କରିଥାଏ । ଗିଲୋଇ ଖାଇବା ଦ୍ୱାରା ଚର୍ମ ଆଲର୍ଜି ମଧ୍ୟ କମିଯାଏ ।

ଆଲୋ ଭେରା:- ଆଲୋ ଭେରା କୋଷ୍ଠକାଠିନ୍ୟରେ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ଆଲୋ ଭେରା ରସ ପିଇବା ଦ୍ୱାରା ହଜମ ସମସ୍ୟା ଦୂର ହୋଇଥାଏ । ହେମୋଗ୍ଲୋବିନର ଅଭାବ ଏବଂ ମଧୁମେହ ଦୂର କରିବାରେ ଆଲୋ ଭେରା ଲାଭଦାୟକ ଅଟେ । ଏହା କେଶ ଏବଂ ଚର୍ମର ସୌନ୍ଦର୍ଯ୍ୟ ବଢାଇଥାଏ । ୉

ନିମ୍ଵ:- ଆଜ୍‌ମାକୁ ଭଲ କରିବା ପାଇଁ ନିମ୍ଵ ପତ୍ର ବ୍ୟବହାର ହୁଏ । ସୁଗାର ଏବଂ ମ୍ୟାଲେରିଆ ନିୟନ୍ତ୍ରଣ କରିବାରେ ନିମ୍ଵ ପତ୍ର ଅତ୍ୟନ୍ତ ପ୍ରଭାବଶାଳୀ । ଏହାର ବ୍ୟବହାର ଦ୍ୱାରା ରକ୍ତ ଶୁଦ୍ଧ ହୁଏ ।
ତୁଳସୀ:- ତୁଳସୀ ସମସ୍ଥଙ୍କ ଘରେ ସହଜରେ ମିଳିଥାଏ ତାହା ସହ ମସ୍ତିଷ୍କକୁ ସକ୍ରିୟ କରିଥାଏ । ମୁଣ୍ଡବିନ୍ଧା, କାଶ ଏବଂ ଥଣ୍ଡା ସମୟରେ ତୁଳସୀ ବହୁତ ଲାଭଦାୟକ ଅଟେ । ଏହା ଅଦୃଶ୍ୟତା ଦୂର କରିଥାଏ ।

ଅଶ୍ୱଗନ୍ଧା:- ଅଶ୍ୱଗନ୍ଧା ଆୟୁର୍ବେଦରେ ରୋଗ ପ୍ରତିରୋଧକ ଶକ୍ତି ଏବଂ ହାଡକୁ ମଜବୁତ କରିବା ପାଇଁ ବ୍ୟବହୃତ ହୁଏ । ଅଶ୍ୱଗନ୍ଧା ଚାପ-ଚିନ୍ତାକୁ ଦୂର କରିଥାଏ । ଏହା ମାଂସପେଶୀ ଶକ୍ତି ବୃଦ୍ଧି କରିଥାଏ ।

ବେଲ:- ବେଲ ଗ୍ୟାସ୍ ଏବଂ କୋଷ୍ଠକାଠିନ୍ୟ ପାଇଁ ଭଲ ଭାବରେ କାମ କରେ । ଏହାର ବ୍ୟବହାର କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବାରେ ଏବଂ ରକ୍ତକୁ ଶୁଦ୍ଧ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ବେଲ କର୍କଟ ରୋଗକୁ ରୋକିଥାଏ ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର...

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 130Word Count: 271See All articles From Author

Add Comment

General Articles

1. Will Indian Universities Survive In The Age Of Ai?
Author: Chaitanya kumari

2. How Seo Helps Jewelry Brands Attract More Customers
Author: neetu

3. How Do You Choose The Best Sap Training Institute In Hyderabad?
Author: Avina Technologies

4. Why The Car You Choose Matters As Much As The Places You Plan To Visit In Odisha
Author: Sai Krupa Travel

5. Udaipur Beyond Weddings: Places To Explore On Your Destination Wedding Trip
Author: Rubystone Hospitality

6. Honda Super-one Ev: Battery, Range, Features And Performance
Author: evinsighthub

7. A Beginner’s Roadmap To Building A Career Through Cybersecurity Jobs
Author: Yash Durgavli

8. Api Cl-4 Engine Oil Explained- The New Heavy-duty Diesel Oil Standard For 2027
Author: bdean

9. Accurate Neurosurgery Coding And Billing Services In Alabama
Author: Brain

10. How Can Deliveroo, Uber Eats Restaurant Data Scraping Transform Food Delivery Market Intelligence?
Author: Food Data Scrape

11. Commercial Door Lock Replacement: Reliable Business Security Solutions
Author: 495 Locksmith - Beltway Home Services

12. How To Choose A Clinical Research Organization In France For Your Clinical Trial
Author: zenovel pharma

13. Ultimate Guide To Outside Plant Engineering: Mastering The Osp Design Program
Author: Passyourcert

14. Amazon Product Data Scraping Insights For Sellers
Author: Actowiz Metrics

15. How Can Pan-india Healthy Restaurant, Café, And Cloud Kitchen Data Scraping Transform Food Intelligence?
Author: Food Data Scrape

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: