123ArticleOnline Logo
Welcome to 123ArticleOnline.com!
ALL >> General >> View Article

ପଇସା ରୋଜଗାର କରିବା ମାଙ୍କଡମାନଙ୍କ କାର୍ଯ୍ୟ: ମୁକେଶ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ବଲିଉଡ ସୁ ପରଷ୍ଟାରଙ୍କୁ ଶକ୍ତିମାନଙ୍କ ପ୍ରହାର। କହୁ କହୁ ମାଙ୍କଡ ବୋଲି ସମ୍ୱୋଧନ କଲେ ଶକ୍ତିମାନ ଫ୍ରେମ ମୁକେଶ ଖାନ୍ନା। ପୁଣିଥରେ ଶକ୍ତିମାନ୍ ଓରଫ ମୁକେଶ ଖାନ୍ନା ବଲିଉଡର ବଡ ବଡ ସୁପରଷ୍ଟାରମାନଙ୍କୁ ଘେରିଛନ୍ତି । କଟାକ୍ଷ କରିବାରେ ଏହା ତାଙ୍କର ପ୍ରଥମ ଥର ନୁହେଁ, ବରଂ ଅନେକ ମାମଲାକୁ ନେଇ ସେ ଷ୍ଚାରମାନଙ୍କୁ ଆକ୍ଷେପ କରିଛନ୍ତି । କିନ୍ତୁ ଏବେ ସେ ଏକ ଲମ୍ବା ପୋଷ୍ଟ କରି ସମସ୍ତଙ୍କୁ ଅପମାନିତ କରିଛନ୍ତି । ପଇସା ରୋଜଗାର କରିବା କେବଳ ଷ୍ଟାରମାନଙ୍କର ଲକ୍ଷ୍ୟ- ମୁକେଶ ଖାନ୍ନା କ୍ୟାପ୍ସନରେ ଲେଖିଛନ୍ତି, ...
... କଣ ବିଜ୍ଞାପନ ଗ୍ଲାମରର ଦୁନିଆ କଣ ପଇସାର ଦୁନିଆ ସାଜିଛି । ପେସା ଫେକ୍ ତମାସା ଦେଖ । କଣ ଏହା ଆଧାର ହୋଇଛି ? ଟଙ୍କା ଦିଅ ଏବଂ କିଛିବି ଅର୍ଡର କର । କଣ ମଡେଲ ଏବଂ ଅଭିନେତାମାନଙ୍କର ଲକ୍ଷ୍ୟ କେବଳ ଟଙ୍କା କମାଇବା ବୋଲି କହିଛନ୍ତି ମୁକେଶ ଖାନ୍ନା। ତମାଖୁ, ଗୁଟଖା, ରୁମି ଭଳି ନିଶାଜାତ ଦ୍ରବ୍ୟକୁ ପ୍ରମୋଟ କରିଥାନ୍ତି ଏହି ଷ୍ଟାର । ଏହି ବିଷୟକୁ ନେଇ ସେ ଇନଷ୍ଟାଗ୍ରାମରେ ଏକ ଲମ୍ବାଚଉଡା ପୋଷ୍ଟ କରିଛନ୍ତି ।

ଅଜୟ ଦେବଗନ, ଅକ୍ଷୟ କୁମାରଙ୍କଠୁ ନେଇ ମହେଶ ମଞ୍ଜରେକର ଭଳି ଷ୍ଟାରମାନଙ୍କୁ ସେ ଟାର୍ଗେଟ କରିଛନ୍ତି । ଏଥିରେ ଅଜୟ ଦେବଗନଙ୍କ ପାନ ମସଲା ବିଜ୍ଞାପନ ଫଟୋ ଏବଂ ମହେଶ ମଞ୍ଜରେକର ଫଟୋ ଦେଖାଯାଇଛି । ଏହି ଫଟୋକୁ ନେଇ ସେ ଲେଖିଛନ୍ତି, ବହୁତ ହୋଇଗଲା ଆଦାବ, ବହୁତ ହୋଇଗଲା ଜଙ୍ଗଲିପଣ, କିଏ ଏହାକୁ ବନ୍ଦ କରିବେ କି ? ବିଜ୍ଞାପନ ନିର୍ମାତାମାନେ ମଦାରୀ ହୋଇଗଲେ ଏବଂ କଳାକାରମାନେ ସେମାନଙ୍କର ଡମ୍ବୁରୁ ଆଧାରରେ ମାଙ୍କଡ଼ ନୃତ୍ୟ ପ୍ରଦର୍ଶନ କରୁଛନ୍ତି । ସେ ସାଫ୍ରନ୍, ଗୁଟଖା କିମ୍ବା ମଦ ହେଉ, ଏହି ଲୋକମାନେ ଉତ୍ପାଦର ବିଶ୍ୱସନୀୟତା ଯାଞ୍ଚ ନକରି ଖାଲି କହି ଯାଉଛନ୍ତି କାହିଁକି । କାରଣ ଏଥିପାଇଁ ସେମାନଙ୍କୁ ସେମାନଙ୍କ ଫି ନାମରେ ବିପୁଳ ପରିମାଣର ଅର୍ଥ ଦିଆଯାଉଛି ।

ପାନ ମସଲା ବିଜ୍ଞାପନକୁ ନେଇ ଘେରିଲେ- ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେଲିବ୍ରିଟିମାନେ ସେମାନଙ୍କର ବିବେକ, ସମାଜ ପ୍ରତି ତଥା ଯୁବପିଢିଙ୍କ ପ୍ରତି ସେମାନଙ୍କର ଦାୟିତ୍ୱକୁ ଅବହେଳା କରିଛନ୍ତି କି? କୌଣସି ଜିନିଷ ଖରାପ ହେଲେ ମଧ୍ୟ ସେମାନେ ସମାଜକୁ ଭଲ ବୋଲି କହୁଛନ୍ତି । କାରଣ ଏହା ସେମାନଙ୍କର ଧର୍ମ ହୋଇପାରିଛି । କାରଣ ସେମାନେ ମାଗିଥିବା ଟଙ୍କା ପାଇପାରିବେ । ଆପଣ କେତେ ଟଙ୍କା ରୋଜଗାର କରିବେ? ଷ୍ଟାରମାନଙ୍କୁ ସାଧାରଣ ଲୋକମାନେ ଖୁବ ପସନ୍ଦ କରନ୍ତି। ସେମାନେ ଯାହା କରନ୍ତି ସେସବୁ ଆପଣାଇବାକୁ ମଧ୍ୟ ତାଙ୍କ ଫ୍ୟାନ୍ସମାନେ ଭଲ ପାଆନ୍ତି। ଏଭଳି ପରିସ୍ଥିତିରେ ଯଦି ବଡ ବଡ ତାରକାମାନେ ଗୁଟଖାର ବିଜ୍ଞାପନ କରିବେ ତେବେ ତାଙ୍କଠାରୁ ଲୋକେ କଣ ଶିଖିବେ ବୋଲି କହିଛନ୍ତି ମୁକେଶ ଖାନ୍ନା।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 148Word Count: 294See All articles From Author

Add Comment

General Articles

1. Will Indian Universities Survive In The Age Of Ai?
Author: Chaitanya kumari

2. How Seo Helps Jewelry Brands Attract More Customers
Author: neetu

3. How Do You Choose The Best Sap Training Institute In Hyderabad?
Author: Avina Technologies

4. Why The Car You Choose Matters As Much As The Places You Plan To Visit In Odisha
Author: Sai Krupa Travel

5. Udaipur Beyond Weddings: Places To Explore On Your Destination Wedding Trip
Author: Rubystone Hospitality

6. Honda Super-one Ev: Battery, Range, Features And Performance
Author: evinsighthub

7. A Beginner’s Roadmap To Building A Career Through Cybersecurity Jobs
Author: Yash Durgavli

8. Api Cl-4 Engine Oil Explained- The New Heavy-duty Diesel Oil Standard For 2027
Author: bdean

9. Accurate Neurosurgery Coding And Billing Services In Alabama
Author: Brain

10. How Can Deliveroo, Uber Eats Restaurant Data Scraping Transform Food Delivery Market Intelligence?
Author: Food Data Scrape

11. Commercial Door Lock Replacement: Reliable Business Security Solutions
Author: 495 Locksmith - Beltway Home Services

12. How To Choose A Clinical Research Organization In France For Your Clinical Trial
Author: zenovel pharma

13. Ultimate Guide To Outside Plant Engineering: Mastering The Osp Design Program
Author: Passyourcert

14. Amazon Product Data Scraping Insights For Sellers
Author: Actowiz Metrics

15. How Can Pan-india Healthy Restaurant, Café, And Cloud Kitchen Data Scraping Transform Food Intelligence?
Author: Food Data Scrape

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: