ALL >> General >> View Article
ଡେଟିଙ୍ଗ ଆପରେ ହ୍ରିତିକ-ଉର୍ବଶୀଙ୍କ ଚାର୍ଟ
ଅର୍ଗସ ବ୍ୟୁରୋ: ଡେଟିଙ୍ଗ ଆପ। ଏହା ଶୁଣିବା ମାତ୍ରକେ ଆପଣ ଜାଣିସାରିବେଣି ଯେ ଏଥିରେ କଣ ହୁଏ। ଡେଟିଙ୍ଗ ଆପ ହେଉଛି ଏମିତି ଏକ ଆପ ଯେଉଁଥିରେ ଆପଣ ଜଣେ ଜଣଙ୍କ ସହ କଥା ବାର୍ତ୍ତା ହୋଇଥାନ୍ତି। ଠିକ ଏମିତି ଯୋଡି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି। ଡେଟିଙ୍ଗ ଆପରେ ହ୍ରିତିକ ରୋଷନଙ୍କ ସହ କଥା ହୁଅନ୍ତି ଉର୍ବଶୀ ରୈତେଲା। କରିଲେ ପର୍ସନାଲ ମେସେଜ। ମା ଦେଲେ ବିବାହର ପ୍ରସ୍ତାବ। ଉର୍ବଶୀ ନିଜର ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ରହନ୍ତି। ସେ କହିଲେ ଯେ , ସେ ଡେଟିଙ୍ଗ ଆପ ବ୍ୟବହାର କରନ୍ତି। Hauterrfly ରେ ...
... କଥାବାର୍ତ୍ତା ବେଳେ ଅଭିନେତ୍ରୀ ଖୁଲାସା କରିଛନ୍ତି ଯେ, ଏହା ଡେଟିଙ୍ଗଙ୍କ କରିବା ପାଇଁ ନୁହେଁ ବରଂ ବନ୍ଧୁତା ପାଇଁ ଏଥିରେ ଯୋଡି ହୋଇଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ, ହ୍ରିତିକ ରୋଷନ ଏବଂ ଆଦିତ୍ୟ ରୟ କପୁରଙ୍କ ବ୍ୟତୀତ ଆହୁରି ଅନେକ ସେଲିବ୍ରେଟିଙ୍କୁ ମଧ୍ୟ ସେ ଏହି ଆପ ମାଧ୍ୟମରେ ଜାଣିଛନ୍ତି।
ଯେତେବେଳେ ତାଙ୍କୁ ପଚରାଗଲା ଯେ, ଆପଣ କେବେ ସ୍ୱାଇପ ରାଇଟ କରିନାହାନ୍ତି ? ଅଭିନେତ୍ରୀ କହିଲେ ଯେ, ନା, ଯଦି ମୋ ପାଖରେ ସେମାନଙ୍କ ଫୋନ ନମ୍ୱର ରହିଛି, ତେବେ ମୁଁ କାହିଁକି ସ୍ୱାଇପ ରାଇଟ କରିବି। ଉର୍ବଶୀଙ୍କୁ କୁହାଗଲା ଯେ କଣ କେବେ ଆପଣ ହ୍ରିତିକ ଏବଂ ଆଦିତ୍ୟଙ୍କୁ ଡାଇରେକ୍ଟ ମେସେଜ କରିଛନ୍ତି କି ? ଅଭିନେତ୍ରୀ ଏହାକୁ ମନା କରିଦେଲେ। ଉର୍ବଶୀ ଏହା ମଧ୍ୟ କହିଛନ୍ତି ଯେ, ଆମ ମାନଙ୍କର ସେଡ୍ୟୁଲ କିଛି ଏପରି ଥିଲା, ଯଦି ସେମାନେ ଫ୍ରି ଥିବେ ଏବଂ ମୁଁ ମଧ୍ୟ ଫ୍ରି ଥିବି ତେବେ ଯାଇ ଆମେ କଥାବାର୍ତ୍ତା କରୁ।
ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ଡାଇରେକ୍ଟ ରିକ୍ୟୁଷ୍ଟ ପଠାଇଲେ ବଡ ଆମାଉଣ୍ଟ ଦେବାକୁ ପଡିଥାଏ। ପରେ ଯାଇ ସମାନା ପଟରୁ ହାଲୋ ମେସେଜ ଆସିଥାଏ। କଥାବାର୍ତ୍ତା ଏକ ତରଫା ହୋଇଥାଏ। ଉର୍ବଶୀ କହିଛନ୍ତି ଯେ, ତାଙ୍କ ଉପରେ ବିବାହର ପ୍ରେସର ରହିଛି। ମା ତାଙ୍କୁ ସବୁବେଳେ କହୁଛନ୍ତି ଯେ, ବହୁତ ସକସେସ୍ ହୋଇଗଲୁ , ବର୍ତ୍ତମା ବିବାହର ବୟସ ହୋଇଗଲାଣି । ଅଭିନେତ୍ରୀଙ୍କ କହିବାନୁସାରେ, ସେ ତାଙ୍କ ମାଙ୍କର ଟିନ ବେବି। ମାଙ୍କ ବିବାହ ୧୭ ବର୍ଷରେ ହୋଇଥିଲା। ଗୋଟିଏ ବର୍ଷ ପରେ ଅଭିନେତ୍ରୀଙ୍କ ଜନ୍ମ ହୋଇଥିଲା।ଉର୍ବଶୀ ଅନେକ ବଲିଉଡ ଏବଂ ସାଉଥ ଫିଲ୍ମରେ କାମ କରିଛନ୍ତି। ଏହାସହ ଅନେକ ଆଇଟମ ଗୀତରେ ମଧ୍ୟ ସେ ନଜର ଆସିଛନ୍ତି।
Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.
Add Comment
General Articles
1. Fostering Entrepreneurship: Empowering Youth Through Vocational Skills And The Wisdom Of 64 KalaAuthor: Chaitanya Kumari
2. Transcriptomics Market Outlook 2025–2035: Growth Drivers And Emerging Opportunities
Author: Shreya
3. Happy New Year 2026 Images With Wishes And Quotes
Author: Banjit das
4. Original Perkins Generators In Pakistan At Enpower
Author: thomasjoe
5. Christian Merry Christmas Images Special With Bible Quotes
Author: Banjit Das
6. Ac Vs Sleeper Train Journey Comparison
Author: Banjit Das
7. First Train Journey Story In Hindi
Author: Banjit Das
8. Poc Diagnostics Market Size To Reach Usd 54.36 Billion By 2031 | Key Trends & Forecasts
Author: siddhesh
9. Los 7 Principales Destinos Turísticos Famosos De La India
Author: robinhook
10. Find Your Rhythm At The Leading Dance Studio In Cooper City
Author: dancersgallery
11. Single Lumen Cvc Repair Kit Market Size To Reach Usd 921 Million By 2031 | Key Trends & Forecasts
Author: siddhesh
12. Best Ca & Cma Test Series 2026 In India
Author: robinhook
13. Best Laser Treatment In Jaipur: Modern Technology For Long-lasting Results In 2026
Author: Ravina
14. Importance Of Healthy Boundaries In Personal Relationships
Author: Banjit Das
15. Cohort Analysis For App Growth: A Data-driven Approach To Sustainable Success
Author: microbitmedia






