123ArticleOnline Logo
Welcome to 123ArticleOnline.com!
ALL >> General >> View Article

ପ୍ରବଳରୁ ଅତି ପ୍ରବଳ ବର୍ଷିବ, ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଭୁବନେଶ୍ୱର: ସଦୃଶ ଲଘୁଚାପରେ ପରିଣତ ହେଲା ଗତକାଲି କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ବର୍ତ୍ତମାନ ଏହା ପଶ୍ଚିମ କେନ୍ଦ୍ରୀୟ ଓ ତତ-ସଂଲଗ୍ନ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଉପକୂଳରେ ସକ୍ରିୟ ରହିଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ମୁହାଁ ହୋଇ ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ରହିଛି। ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ। ଫଳରେ ଆଗାମୀ ୩ ଦିନ ଅର୍ଥାତ ୧ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ବିଶେଷକରି ...
... ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଂଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲାକୁ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ପ୍ରବଳ ବର୍ଷା ପାଇଁ ନୂଆପଡା, କଳାହାଣ୍ଡି, ରାୟଗଡା, ଗଂଜାମ ଓ ଗଜପତି ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ବିଭାଗ । ସେହିପରି ବିଜୁଳି ଘଡଘଡିର ସତର୍କତାକୁ ନେଇ ଅନୁଗୁଳ, ଢେଙ୍କାନାଳ ,ବୌଦ୍ଧ , କଳାହାଣ୍ଡି, କେନ୍ଦ୍ରାପଡା, ଭଦ୍ରକ ,ଯାଜପୁର, କଟକ, ଜଗତସିଂପୁର, ପୁରୀ, ଖୋର୍ଦ୍ଧା ଓ ନୟାଗଡରେ ୟେଲୋ ବର୍ଣ୍ଣିଙ୍ଗ ଜାରି କରାଯାଇଛି । ସେହିପରି ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଗଜପତି, ମାଲକାନଗିରି , କୋରାପୁଟ, ରାୟଗଡା ଓ ନବରଙ୍ଗପୁର ରେ ଅରେଞ୍ଜ ବର୍ଣ୍ଣିଙ୍ଗ ସହ ପ୍ରବଳ ବର୍ଷା ପାଇଁ ନୂଆପଡା କଳାହାଣ୍ଡି ବଲାଙ୍ଗୀର କନ୍ଧମାଳ ଗଂଜାମ କୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ସଦୃଶ ଲଘୁଚାପ ଫଳରେ ୧ ତାରିଖ ଯାଏ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି।

ଅଧିକ ପଢନ୍ତୁ ଓଡିଶା ଖବର

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 223Word Count: 213See All articles From Author

Add Comment

General Articles

1. Will Indian Universities Survive In The Age Of Ai?
Author: Chaitanya kumari

2. How Seo Helps Jewelry Brands Attract More Customers
Author: neetu

3. How Do You Choose The Best Sap Training Institute In Hyderabad?
Author: Avina Technologies

4. Why The Car You Choose Matters As Much As The Places You Plan To Visit In Odisha
Author: Sai Krupa Travel

5. Udaipur Beyond Weddings: Places To Explore On Your Destination Wedding Trip
Author: Rubystone Hospitality

6. Honda Super-one Ev: Battery, Range, Features And Performance
Author: evinsighthub

7. A Beginner’s Roadmap To Building A Career Through Cybersecurity Jobs
Author: Yash Durgavli

8. Api Cl-4 Engine Oil Explained- The New Heavy-duty Diesel Oil Standard For 2027
Author: bdean

9. Accurate Neurosurgery Coding And Billing Services In Alabama
Author: Brain

10. How Can Deliveroo, Uber Eats Restaurant Data Scraping Transform Food Delivery Market Intelligence?
Author: Food Data Scrape

11. Commercial Door Lock Replacement: Reliable Business Security Solutions
Author: 495 Locksmith - Beltway Home Services

12. How To Choose A Clinical Research Organization In France For Your Clinical Trial
Author: zenovel pharma

13. Ultimate Guide To Outside Plant Engineering: Mastering The Osp Design Program
Author: Passyourcert

14. Amazon Product Data Scraping Insights For Sellers
Author: Actowiz Metrics

15. How Can Pan-india Healthy Restaurant, Café, And Cloud Kitchen Data Scraping Transform Food Intelligence?
Author: Food Data Scrape

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: