123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଆସିଲାଣି ପାର୍ବଣ ଋତୁ, ଚାରିଆଡେ ଜମିବ ପୂଜାର ମାହୋଲ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

କଟକ: ଆସିଲାଣି ପାର୍ବଣ ଋତୁ। ଚାରିଆଡେ ଜମିବ ପୂଜାର ମାହୋଲ। ଗଣେଶ ପୂଜା ପରେ ପରେ ଦୁର୍ଗାପୂଜା ରେ କମ୍ପିବ ସିଲଭରସିଟି କଟକ। ଏହି ସମୟରେ କିପରି ସହରର ପରିବେଶକୁ ସୁସ୍ଥ ଓ ଅପରାଧ ମୁକ୍ତ ରଖିବ ସେନେଇ କମିଶନରେଟ ପୋଲିସ ଆରମ୍ଭ କରିଛି ଏକ ସ୍ୱତନ୍ତ୍ର ଅଭିଯାନ। ନିଶା ମୁକ୍ତ ଭସାଣି ଡିଜେ ମୁକ୍ତ ରୋଷଣୀ । ଏହି ସଚେତନତା ବାର୍ତ୍ତା କିପରି ସବୁ ଲୋକ ମାନଙ୍କ ପାଖରେ ପହଞ୍ଚି ପାରିବ ସେନେଇ ଏକ ଗୀତ ହୋଇଛି ରେକର୍ଡ। ମ୍ୟୁଜିକ ସାଇଣ୍ଟିଷ୍ଟ ପ୍ରେମାନନ୍ଦ ଙ୍କ କମ୍ପୋଜିସନ , ଏସପି କୃଷ୍ଣ ଚନ୍ଦ୍ର ସେଠିଙ୍କ ଲେଖା ଓ ଲିଡିଂ ଗାୟିକା ଦୀପ୍ତିରେଖାଙ୍କ କଣ୍ଠଦାନ ବଳରେ ଏହି ନିଶା ମୁକ୍ତ ଭସାଣି ଡିଜେ ମୁକ୍ତ ରୋଷଣୀ ଗୀତଟି ଆଜି କଟକ ମଧୁପାଟଣା ସ୍ଥିତ ମିଳନ ଷ୍ଟୁଡିଓ ରେ ରେକର୍ଡ କାରଯାଇଛି ।

ଯାହା ଆଗାମୀ ଦିନରେ ରିଲିଜ ହେବ। ସଙ୍ଗିତ ନିର୍ଦେଶକ ଙ୍କ ମତରେ ପୂଜା ଭସାଣି ସମୟରେ ଟୁଇନ ସିଟି ରେ ଅଧିକ ସ୍ଥାନରେ ଡିଜେ ବାଜିବା ଦ୍ୱାରା ସମାଜ ଉପରେ ପ୍ରଭାବ ପଡୁଛି। ଅତ୍ୟଧିକ ସାଉଣ୍ଡ ଦ୍ୱାରା ଶିଶୁ , ବରିଷ୍ଠ ସମାଜ ଓ ରୋଗାଗ୍ରସ୍ତ ବ୍ୟକ୍ତିମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାବ୍ୟତୀତ ନିଶା କାରବାର ଯୋଗୁଁ ଅପରାଧିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଉଛି। ତେଣୁ ଏହି ଉଭୟ ଦିଗ କୁ ରୋକାଗଲେ ଏକ ସରସ ସୁନ୍ଦର ପୂଜା ର ଆୟୋଜନ ହୋଇ ପାରିବ ବୋଲି କହିଛନ୍ତି ସେ। ପୂର୍ବରୁ ଶାନ୍ତି କମିଟି ପୂଜା କମିଟି ସହ ବୈଠକ ସମୟରେ ଏହି ଦିଗ ଉପରେ ଗୁରୁତ୍ୱ ଆରୋପ କରିଥିଲା କମିଶନରେଟ ପୋଲିସ। ଯାହାକୁ ସ୍ୱାଗତ କରିଥିଲେ ପୂଜା କମିଟି ସଦସ୍ୟ ।

ଅଧିକ ପଢନ୍ତୁ ଓଡିଶା ଖବର

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 184Word Count: 185See All articles From Author

Add Comment

General Articles

1. Will Indian Universities Survive In The Age Of Ai?
Author: Chaitanya kumari

2. How Seo Helps Jewelry Brands Attract More Customers
Author: neetu

3. How Do You Choose The Best Sap Training Institute In Hyderabad?
Author: Avina Technologies

4. Why The Car You Choose Matters As Much As The Places You Plan To Visit In Odisha
Author: Sai Krupa Travel

5. Udaipur Beyond Weddings: Places To Explore On Your Destination Wedding Trip
Author: Rubystone Hospitality

6. Honda Super-one Ev: Battery, Range, Features And Performance
Author: evinsighthub

7. A Beginner’s Roadmap To Building A Career Through Cybersecurity Jobs
Author: Yash Durgavli

8. Api Cl-4 Engine Oil Explained- The New Heavy-duty Diesel Oil Standard For 2027
Author: bdean

9. Accurate Neurosurgery Coding And Billing Services In Alabama
Author: Brain

10. How Can Deliveroo, Uber Eats Restaurant Data Scraping Transform Food Delivery Market Intelligence?
Author: Food Data Scrape

11. Commercial Door Lock Replacement: Reliable Business Security Solutions
Author: 495 Locksmith - Beltway Home Services

12. How To Choose A Clinical Research Organization In France For Your Clinical Trial
Author: zenovel pharma

13. Ultimate Guide To Outside Plant Engineering: Mastering The Osp Design Program
Author: Passyourcert

14. Amazon Product Data Scraping Insights For Sellers
Author: Actowiz Metrics

15. How Can Pan-india Healthy Restaurant, Café, And Cloud Kitchen Data Scraping Transform Food Intelligence?
Author: Food Data Scrape

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: