123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉତ୍ତେଜନା

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉତ୍ତେଜନା। ଏଏନଏମ ସେଣ୍ଟର ସ୍ଥାନାନ୍ତର ଦାବିରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ରିଆମାଳ ବ୍ଲକ ଲୁଲଙ୍ଗ ଗ୍ରାମପଞ୍ଚାୟତ ରେଙ୍ଗାଳପାଲି ଗାଁରେ ନିର୍ମାଣ ହେଉଥିବା ଏ.ଏନ୍‌.ଏମ୍‌. ସେଣ୍ଟର ପଞ୍ଚାୟତ ସଦର ମହକୁମାରେ ନିର୍ମାଣ ପାଇଁ ଦାବି ହୋଇଛି । ଲୁଲଙ୍ଗ ପଞ୍ଚାୟତର ୮ଟି ୱାର୍ଡର ଜନସାଧାରଣ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଥିଲେ । ମାତ୍ର ନିର୍ମାଣ କାମ ଆରମ୍ଭ ହୋଇଥିବାରୁ ଏବେ ସ୍ଥାନାନ୍ତର କରିବା ଆଉ ସମ୍ଭବ ନୁହେଁ ବୋଲି କହିବାରୁ ଉତ୍ତେଜନା ଦେଖା ଦେଇଥିଲା। ଶହ ଶହ ମହିଳା ଓ ପୁରୁଷ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିବା ସହ ଜିଲ୍ଲାପାଳଙ୍କ ଅଫିସ କ୍ୱାଟର ବାହାରେ ଧାରଣାରେ ବସିଥିଲେ ।

ଫଳରେ ପ୍ରାୟ ୩ ଘଣ୍ଟା ଧରି ପୋଲିସକୁ ନାକେଦମ ହେବାକୁ ପଡିଥିଲା । ବିଭିନ୍ନ ନାରାବାଜି ସହ ଉତ୍ତ୍ୟକ୍ତ ଲୋକ ନିଜ ଜିଦ୍‌ରେ ଅଟଳ ରହିଥିଲେ । ପରେ ଉପଜିଲ୍ଲାପାଳ ଏବଂ ଦେବଗଡ ଥାନା ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ଲୋକ ଧାରଣାରୁ ଉଠିଥିଲେ । ଏ.ଏନ୍‌.ଏମ୍‌. ସେଣ୍ଟର ନିର୍ମାଣ କାମ ଏବେ ବନ୍ଦ କରିବା ସହିତ ଆସନ୍ତା ୭ ମଧ୍ୟରେ ନିଷ୍ପତ୍ତି ନିଆ ନ ଗଲେ ପୁଣି ଥରେ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକ ଚେତାବନୀ ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 194Word Count: 143See All articles From Author

Add Comment

General Articles

1. Will Indian Universities Survive In The Age Of Ai?
Author: Chaitanya kumari

2. How Seo Helps Jewelry Brands Attract More Customers
Author: neetu

3. How Do You Choose The Best Sap Training Institute In Hyderabad?
Author: Avina Technologies

4. Why The Car You Choose Matters As Much As The Places You Plan To Visit In Odisha
Author: Sai Krupa Travel

5. Udaipur Beyond Weddings: Places To Explore On Your Destination Wedding Trip
Author: Rubystone Hospitality

6. Honda Super-one Ev: Battery, Range, Features And Performance
Author: evinsighthub

7. A Beginner’s Roadmap To Building A Career Through Cybersecurity Jobs
Author: Yash Durgavli

8. Api Cl-4 Engine Oil Explained- The New Heavy-duty Diesel Oil Standard For 2027
Author: bdean

9. Accurate Neurosurgery Coding And Billing Services In Alabama
Author: Brain

10. How Can Deliveroo, Uber Eats Restaurant Data Scraping Transform Food Delivery Market Intelligence?
Author: Food Data Scrape

11. Commercial Door Lock Replacement: Reliable Business Security Solutions
Author: 495 Locksmith - Beltway Home Services

12. How To Choose A Clinical Research Organization In France For Your Clinical Trial
Author: zenovel pharma

13. Ultimate Guide To Outside Plant Engineering: Mastering The Osp Design Program
Author: Passyourcert

14. Amazon Product Data Scraping Insights For Sellers
Author: Actowiz Metrics

15. How Can Pan-india Healthy Restaurant, Café, And Cloud Kitchen Data Scraping Transform Food Intelligence?
Author: Food Data Scrape

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: