123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଆଜି ଏହି ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ , ଛୁଟି ରହିବ ସ୍କୁଲ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ : ଆଜି କୋରାପୁଟ ଜିଲ୍ଲାରେ ସ୍କୁଲ୍‌ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରହିବ । ପ୍ରବଳ ବର୍ଷା ପାଇଁ ରେଡ୍‌ ୱାର୍ଣ୍ଣିଂ ଥିବାରୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ । ଅଗ୍ନିଶମ ଏବଂ ଓଡ୍ରାଫ୍‌ ଟିମ୍‌କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ବର୍ଷା ବେଳେ ଘରୁ ନ ବାହାରିବାକୁ ମଧ୍ୟ ପରାମର୍ଶ ଦେଲେ ଜିଲ୍ଲାପାଳ । ନିଜ ପକ୍କା ଘର କିମ୍ବା ଆଶ୍ରୟସ୍ଥଳରେ ରହିବାକୁ କହିଲେ ଜିଲ୍ଲାପାଳ । ପୂର୍ବ କେନ୍ଦ୍ରୀୟ ଓ ସଂଲଗ୍ନ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆସନ୍ତା ଦୁଇ ଦିନରେ ଏହା ଅବପାତରେ ପରିଣତ ହେବ। ପ୍ରଭାବରେ ଆସନ୍ତାକାଲି ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବ।

ଅଧିକ ପଢନ୍ତୁ : ଆସନ୍ତାକାଲି ପ୍ରବଳରୁ ଅତିପ୍ରବଳ ବର୍ଷା

ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟ ମଧ୍ୟରେ ନବରଙ୍ଗପୂର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ନୂଆପଡ଼ା, ବରଗଡ଼, ବୌଦ୍ଧ ଓ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 181Word Count: 137See All articles From Author

Add Comment

General Articles

1. What Students Should Look For When Choosing Nid Coaching
Author: khushi

2. Given Style – Redefining Fashion Identity Through Premium Custom Patches
Author: Given Style

3. Streamline Revenue Cycle Management For Alabama Family Practices
Author: Brain

4. Pass Crma Certification Online Training And Get Certificate
Author: Passyourcert

5. Rudra Abhishek Pooja At Home And Maha Mrityunjaya Puja: Cost, Samagri And Benefits
Author: Pandit Narayan Shastri

6. How To Choose The Best Isa Masih Statue Manufacturer In Jaipur
Author: Ruhi

7. Portable Urinal For Men: Everything You Need To Know Before Buying
Author: Elder Store

8. Pickup Covers: A Simple Upgrade For Guitar Projects
Author: mike

9. Kaal Sarp Dosh Puja Trimbakeshwar: Procedure, Upay, Muhurat And Important Rules
Author: Pandit Shivang Guruji

10. Can Sleeve Gastrectomy Reverse Obesity-related Diseases?
Author: Dr. Hrishikesh Salgaonkar

11. Kaal Sarp Dosh Puja In Trimbakeshwar: Date, Vidhi, Muhurat And Cost
Author: Pandit Surya Prakash Guruji

12. Best Orthopedic & Joint Replacement Hospital In India
Author: globalhealthconnect

13. How Much Does A Group Booking Pub In Leicester Cost For A Private Event?
Author: Arzoo Chaudhary

14. Crypto Payment Gateway Development: From Business Requirements To Deployment
Author: Ryan

15. Custom Hoodie Printing Service In Malad | Personalized Wear
Author: Akash

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: