123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଗଗନଯାନରେ ଯିବାକୁ ପ୍ରସ୍ତୁତ ୪ ମହାକାଶଚାରୀ, ଇସ୍ରୋ ଜାରି କଲା ଟ୍ରେନିଂ ଭିଡିଓ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ : ସ୍ଵାଧୀନତା ଦିବସ ଅବସରରେ ଇସ୍ରୋ ଜାରି କରିଛି ଗଗନଯାନକୁ ଯାଉଥିବା ୪ ମହାକାଶଚାରୀଙ୍କ ଭିଡିଓ । ଯେଉଁଥିରେ ଏହି ମହାକାଶଚାରୀଙ୍କୁ ସ୍ପେସ ଭଳି ଅନୁକରଣୀୟ ପରିସ୍ଥିତିରେ ଦିଆଯାଉଛି ଟ୍ରେନିଂ । ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି କି, ସ୍ପେସମଡ୍ୟୁଲ ଭିତରେ ମହାକାଶଚାରୀମାନେ ଯୋଗ କରୁଛନ୍ତି । ସ୍ପେସରେ କେମିତି ବିଭିନ୍ନ ପରିସ୍ଥିତିର ସାମ୍ନା କରିବେ , ଅନ୍ତରୀକ୍ଷ ଯାନରେ କେମିତି ରହିବେ, ସେନେଇ ବିଭିନ୍ନ ପରିସ୍ଥିତର ମୁକାବିଲା କରିବା ଉଦ୍ଦେଶ୍ୟରେ ସେମାନଙ୍କ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ସେପଟେ ...
... ଆଗାମୀ ଅଗଷ୍ଟ ୨୩ ତାରିଖରେ ଜାତୀୟ ଅନ୍ତରୀକ୍ଷ ଦିବସ ପାଳନ କରିବା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ଗତ ବର୍ଷ ସେହି ଦିନରେ ଇସ୍ରୋ ଦ୍ବାରା ଚନ୍ଦ୍ରଯାନ ୩ ସଫଳତାର ଲ୍ୟାଣ୍ଡ କରିଥିଲା । ତେଣୁ ଏହିଦିନକୁ ପୁରା ଦେଶ ସ୍ପେସ ଡେ ଭାବେ ପାଳନ କରିବା ପାଇଁ ସାରା ଦେଶ ପ୍ରସ୍ତୁତ ହେଉଛି । ତେବେ ଫେବୃଆରୀରେ ପ୍ରଧାନମନ୍ତ୍ରୀ ତିରୁଅନନ୍ତପୁରମର ବିକ୍ରମ ସାରାଭାଇ ସ୍ପେସ ସେଣ୍ଟରରେ ଗଗନଯାନ ମିଶନକୁ ଯିବାକୁ ଥିବା ମହାକାଶଚାରୀମାନଙ୍କ ନାମ ଘୋଷଣା କରିଥିଲେ । ଯେଉଁଥିରେ ରହିଛନ୍ତି, ଗ୍ରୁପ କ୍ୟାପଟେନ ପ୍ରଶାନ୍ତ ବାଲକୃଷ୍ଣନ ନାୟର, ଅଜୀତ କୃଷ୍ଣନ , ଗ୍ରୁପ କ୍ୟାପଟେନ ଅଙ୍ଗଦ ପ୍ରତାପ ଏବଂ ୱିଙ୍ଗ କମାଣ୍ଡର ଶୁଭାଂଶୁ ଶୁକ୍ଲା ।

ଯେଉଁ ପରୀପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ କହିଥିଲେ , ୪୦ ବର୍ଷ ପରେ ଅନ୍ତରୀକ୍ଷକୁ ଯାଉଛନ୍ତି ଭାରତୀୟ । ଏଥର ସମୟ ଆମର, କାଉଣ୍ଟଡାଉନ ଆମର, ରକେଟ ବି ଆମର । କେବଳ ୪ ଜଣ ଭାରତୀୟ ଯାଉନାହାନ୍ତି, ସେମାନେ ୧୪୦ କୋଟି ଭାରତୀୟଙ୍କୁ ନିଜ ସାଙ୍ଗରେ ନେଇକି ଯାଉଛନ୍ତି । ଗଗନଯାନର ପ୍ରଥମ ମାନବ ଅନ୍ତରୀକ୍ଷ ଉଡାଣ ୨୦୨୪ର ଶେଷ କିମ୍ବା ୨୦୨୫ ରେ ଲଞ୍ଚ ହେବାର ସୂଚନା ରହିଛି । ଏହା ୩ ଦିନର ମିଶନ ହେବ । ଯଦି ଏହି ମିଶନ ସଫଳ ହୁଏ, ତେବେ ଏହା ଆମେରିକା , ଚୀନ ଏବଂ ରୁଷ ପରେ ଚତୁର୍ଥ ଦେଶ ହେବ ।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 129Word Count: 212See All articles From Author

Add Comment

General Articles

1. What Students Should Look For When Choosing Nid Coaching
Author: khushi

2. Given Style – Redefining Fashion Identity Through Premium Custom Patches
Author: Given Style

3. Streamline Revenue Cycle Management For Alabama Family Practices
Author: Brain

4. Pass Crma Certification Online Training And Get Certificate
Author: Passyourcert

5. Rudra Abhishek Pooja At Home And Maha Mrityunjaya Puja: Cost, Samagri And Benefits
Author: Pandit Narayan Shastri

6. How To Choose The Best Isa Masih Statue Manufacturer In Jaipur
Author: Ruhi

7. Portable Urinal For Men: Everything You Need To Know Before Buying
Author: Elder Store

8. Pickup Covers: A Simple Upgrade For Guitar Projects
Author: mike

9. Kaal Sarp Dosh Puja Trimbakeshwar: Procedure, Upay, Muhurat And Important Rules
Author: Pandit Shivang Guruji

10. Can Sleeve Gastrectomy Reverse Obesity-related Diseases?
Author: Dr. Hrishikesh Salgaonkar

11. Kaal Sarp Dosh Puja In Trimbakeshwar: Date, Vidhi, Muhurat And Cost
Author: Pandit Surya Prakash Guruji

12. Best Orthopedic & Joint Replacement Hospital In India
Author: globalhealthconnect

13. How Much Does A Group Booking Pub In Leicester Cost For A Private Event?
Author: Arzoo Chaudhary

14. Crypto Payment Gateway Development: From Business Requirements To Deployment
Author: Ryan

15. Custom Hoodie Printing Service In Malad | Personalized Wear
Author: Akash

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: