123ArticleOnline Logo
Welcome to 123ArticleOnline.com!
ALL >> General >> View Article

୧୭ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଭୁବନେଶ୍ୱର: ଆସନ୍ତାକାଲିଠୁ ବଢିବ ବର୍ଷା । ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଝାଡ଼ଖଣ୍ଡ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ସାମାନ୍ୟ ବର୍ଷାର ସମ୍ଭାବନା ରହିଛି ।

ସେହି ସବୁ ଜିଲ୍ଲା ଗୁଡ଼ିକ ହେଲା - ବାଲେଶ୍ଵର, ଭଦ୍ରକ, ଯାଜପୁର,କେନ୍ଦ୍ରାପଡ଼ା,କଟକ, ଜଗତସିଂହପୁର, ସୁନ୍ଦରଗଡ଼,ଝାରସୁଗୁଡ଼ା, ବରଗଡ, ସମ୍ବଲପୁର,ଦେଓଗଡ଼,ଅନୁଗୁଳ,ଢେଙ୍କାନାଳ, କେଉଁଝର, ମୟୁରଭଞ୍ଜ । ସେହିପରି ଆସନ୍ତାକାଲିଠୁ ବଢିବ ବର୍ଷା । ବିଶେଷକରି ମୟୁରଭଞ୍ଜ, କେନ୍ଦୁଝର,ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର,ବରଗଡ଼ ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ଅର୍ଥାତ୍ ୭ ରୁ ୧୧ ସେମି ବର୍ଷା ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୧୪ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା,ବରଗଡ଼, ସମ୍ବଲପୁରରେ ପ୍ରବଳ ବର୍ଷା ସମ୍ଭାବନା ନେଇ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ୧୮ ତାରିଖକୁ ବଦଳିବ ପାଗ । କମିବ ବର୍ଷା ।

ଅନ୍ୟପଟେ ଚଳିତ ମୌସୁମୀ ସିଜିନରେ ରାଜ୍ୟରେ ଜୁନ ୧ ରୁ ଏଯାବତ ୬୩୪. ୯ ମିମି ବର୍ଷା ରେକର୍ଡ ହୋଇଛି । ଏବେବି ୯ ପ୍ରତିଶତ ନିଅଁଟିଆ ବର୍ଷା ରହିଛି । ୬୯୮.୪ ମିମି ବର୍ଷା ସ୍ୱାଭାବିକ ରହିବା କଥା । ଗୋଟିଏ ଜିଲ୍ଲା ମାଲକାନଗିରିରେ ସ୍ଵାଭାବିକ ଠାରୁ ଅତ୍ୟଧିକ ବର୍ଷା ହୋଇଥିବାବେଳେ ୪ ଜିଲ୍ଲାରେ ଅଧିକ ବର୍ଷା ଓ ୧୬ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ ହୋଇଥିବା ବେଳେ ବାକି ୧୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା କରାଯାଇଛି ।

ଆହୁରି ପଢନ୍ତୁ ପାଣିପାଗ ଖବର...

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 218Word Count: 176See All articles From Author

Add Comment

General Articles

1. What Students Should Look For When Choosing Nid Coaching
Author: khushi

2. Given Style – Redefining Fashion Identity Through Premium Custom Patches
Author: Given Style

3. Streamline Revenue Cycle Management For Alabama Family Practices
Author: Brain

4. Pass Crma Certification Online Training And Get Certificate
Author: Passyourcert

5. Rudra Abhishek Pooja At Home And Maha Mrityunjaya Puja: Cost, Samagri And Benefits
Author: Pandit Narayan Shastri

6. How To Choose The Best Isa Masih Statue Manufacturer In Jaipur
Author: Ruhi

7. Portable Urinal For Men: Everything You Need To Know Before Buying
Author: Elder Store

8. Pickup Covers: A Simple Upgrade For Guitar Projects
Author: mike

9. Kaal Sarp Dosh Puja Trimbakeshwar: Procedure, Upay, Muhurat And Important Rules
Author: Pandit Shivang Guruji

10. Can Sleeve Gastrectomy Reverse Obesity-related Diseases?
Author: Dr. Hrishikesh Salgaonkar

11. Kaal Sarp Dosh Puja In Trimbakeshwar: Date, Vidhi, Muhurat And Cost
Author: Pandit Surya Prakash Guruji

12. Best Orthopedic & Joint Replacement Hospital In India
Author: globalhealthconnect

13. How Much Does A Group Booking Pub In Leicester Cost For A Private Event?
Author: Arzoo Chaudhary

14. Crypto Payment Gateway Development: From Business Requirements To Deployment
Author: Ryan

15. Custom Hoodie Printing Service In Malad | Personalized Wear
Author: Akash

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: