123ArticleOnline Logo
Welcome to 123ArticleOnline.com!
ALL >> General >> View Article

୨୦୨୮ ଆମେରିକାର ଲସ୍ ଏଞ୍ଜେଲ୍ସରେ ଅଲମ୍ପିକ୍ସ କ୍ରୀଡ଼ା ମହାକୁମ୍ଭ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ:୧୮ ଦିନର ରୋମାଞ୍ଚ ସହ ଶେଷ ହୋଇଛି ବିଶ୍ୱ କ୍ରୀଡ଼ା ମହାକୁମ୍ଭ ପ୍ୟାରିସ୍ ଅଲମ୍ପିକ୍ସ। ୨୦୨୮ରେ ଆମେରିକାର ଲସ୍ ଏଞ୍ଜେଲ୍ସ ଆୟୋଜନ ହେବ ୩୪ତମ ସଂସ୍କରଣ। ଗୋଟିଏ ରୌପ୍ୟ ଏବଂ ୫ଟି ବ୍ରୋଞ୍ଜ ମୋଟ ୬ଟି ପଦକ ସହ ୭୨ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛି ଭାରତ କିନ୍ତୁ ପ୍ୟାରିସ୍ ଅଲମ୍ପିକ୍ସରେ ଜିତିପାରିନି ସ୍ବର୍ଣ୍ଣ ପଦକ। ସୁଟର ମନୁ ଭାକର ଏବଂ ହକି ଷ୍ଟାର୍ ପିଆର୍ ଶ୍ରୀଜେଶ ଉଦଯାପନୀ ଉତ୍ସବରେ ଭାରତର ଜାତୀୟ ପତାକା ଧରିଥିଲେ। ଜାଭେଲିନ ଥ୍ରୋ’ରେ ନୀରଜ ଚୋପ୍ରା ଏକ ମାତ୍ର ରୌପ୍ୟ ପଦକ ହାସଲ କରିଥିବା ବେଳେ, ସୁଟିଂରୁ ...
... ସର୍ବାଧିକ ୩ଟି ଏବଂ ହକି ଓ କୁସ୍ତିରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ମିଳିଛି। ୧୨୪ ବର୍ଷ ଅଲମ୍ପିକ୍ସ ଇତିହାସରେ ଭାରତ ଜିତିଛି ୪୧ ପଦକ।

୨୦୨୦ ମସିହାରେ ଟୋକିଓ ଅଲମ୍ପିକ୍ସରେ ଭାରତ ଭାଗ ନେଇ ଐତିହାସିକ ବିଜୟ ରଚିବା ସହ ମୋଟ ୭ଟି ମେଡାଲ ଜିତିଥିବାବେଳେ,ପ୍ୟାରିସ ଅଲମ୍ପିକ୍ସରେ ଭାରତୀୟ ଆଥଲେଟ ମାତ୍ର ୬ଟି ପଦକ ଜିତିବାକୁ ସକ୍ଷମ ହୋଇଛନ୍ତି,ପୂର୍ବଅପେକ୍ଷା ପଦକ ବଢିନାହିଁ ବରଂ ଛିଡିଛି। ୪୦ ସ୍ୱର୍ଣ୍ଣ ସହ ମୋଟ ୧୨୬ ପଦକ ସହ ଆମେରିକା ତାଲିକା ଶୀର୍ଷରେ ରହିଥିବାବେଳେ ଚୀନ୍ ୯୧ ପଦକ ସହ ଦ୍ବିତୀୟ ସ୍ଥାନରେ ରହିଛି ।


ଅନ୍ୟପଟେ ରେସଲର ଭିନେଶ ଫୋଗଟଙ୍କ ଯୁଗ୍ମ ରୌପ୍ୟ ଆବେଦନ ଉପରେ ୧୩ ତାରିଖ ରାୟ ପ୍ରକାଶ କରିବେ କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସ । ଅଲମ୍ପିକ୍ସରେ ଭାଗନେଇଥିବା ଭାରତୀୟ ଖେଳାଳିଙ୍କ ପ୍ରୟାସ ଓ ପରିଶ୍ରମକୁ ସାଧୁବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତ ଆଥଲେଟ୍ ସେମାନଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ଏବଂ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିଛନ୍ତି । ଆଗାମୀ ଅଭିଯାନ ପାଇଁ ଏହି କ୍ରୀଡ଼ା-ହିରୋମାନଙ୍କୁ ଶୁଭେଚ୍ଛା ଜଣାଉଛି ବୋଲି ସୋଶାଲ ମିଡିଆରେ ଲେଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ୟାରିସକୁ ଗୁଡ୍ ବାଏ ଅପେକ୍ଷା ଲସ୍ ଏଞ୍ଜେଲ୍ସକୁ

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 179Word Count: 199See All articles From Author

Add Comment

General Articles

1. How Tourism Businesses Can Attract More Travelers Through Online Marketing
Author: Bloom Agency

2. How Digital Marketing Helps Tourism Businesses Grow Online
Author: Bloom Agency

3. On & On Diabalife
Author: sandip gurav

4. 3 Bhk Flats In Zirakpur: Is It Right For Your Family?
Author: General

5. Cism Exam Requirements: Eligibility, Experience, And Certification Guide
Author: Cert Grow

6. Pourquoi Choisir Des Voyages Organisés En Odisha Pour Découvrir L’inde Authentique ?
Author: UTTAM

7. Best Ai Floor Plan Generator Tools For Creating Custom House Plans
Author: venkateshvenky432

8. Pen-210 Wireless Vulnerability Assessment Training
Author: Oscptraining Seo

9. Jungle Book Online Vs Lotus365 And Diamond Exchange Comparison Guide 2026
Author: Cricket Exchange Insights

10. Kv School Uniform Price: A Guide For Parents And Bulk Buyers
Author: Nitin Bhandari

11. Spearmint Oil Supplier: What Bulk Buyers Should Check Before Ordering
Author: Nitin Bhandari

12. Top Fencing Material Distributors In Andhra Pradesh For Bulk Requirements
Author: venkateshvenky432

13. Innovative Marketing Ideas To Increase Student Admissions
Author: Bloom Agency

14. Grow Your Education Business With Effective Student Recruitment Strategies
Author: bloom agency

15. Chamber Rental For Ev Supplier Qualification: Meeting Oem Deadlines Without Capex Delay
Author: indeecon

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: