123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଅଶାନ୍ତ ବାଂଲାଦେଶ:ବଢୁଛି ମୃତକଙ୍କ ଲଂଖ୍ୟା

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ଅଶାନ୍ତ ହୋଇପଡିଛି ବାଂଲାଦେଶ । ସରକାରୀ ଚାକିରିରେ ସଂରକ୍ଷଣକୁ ନେଇ ଜଳୁଛି ବାଂଲାଦେଶରେ ନିଆଁ । ବିକ୍ଷୋଭ ବେଳେ ୧୦୫ରୁ ଅଧିକ ମୃତ ହୋଇଥିବାବେଳେ, ହଜାର ହଜାର ପ୍ରଦର୍ଶନକାରୀ ଆହତ ହୋଇଛନ୍ତି। ବାଂଲାଦେଶରେ ସରକାର ବିରୋଧରେ ଛାତ୍ରଙ୍କ ନାରାବାଜି ଦେଖିବାକୁ ମିଳିଛି । ଛାତ୍ରମାନେ ସରକାରୀ ଟିଭି ‘ବିଟିଭି’ ମୁଖ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ। କୋଠା ଭିତରେ ଅନେକ ଲୋକ ଫସି ରହିଥିଲେ। ଶତାଧିକ ବିକ୍ଷୋଭକାରୀ କୋଠା ଭିତରକୁ ପ୍ରବେଶ କରିଥିଲେ। ୬୦ଟି ଗାଡ଼ି ଓ ଅନେକ ସ୍ଥାନରେ ନିଆଁ ଲଗାଇ ଦେଇଥିଲେ।

ବିଟିଭି ସୋସିଆଲ ମିଡିଆ ଲେଖିଛି ଯେ ଏହି ନିଆଁ ବହୁତ ଭୟଙ୍କର ଥିଲା ଏବଂ ଦ୍ରୁତ ଗତିରେ ବ୍ୟାପିଥିଲା । ପରେ ଅଗ୍ନିଶମ ଟିମ୍ ଆସି ନିଆଁ ଲିଭାଇଥିଲା । ସୁରକ୍ଷା ବାହିନୀ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ହିଂସା ପରେ ବାଂଲାଦେଶର କର୍ତ୍ତୃପକ୍ଷ ସମଗ୍ର ଦେଶରେ ମୋବାଇଲ ନେଟୱାର୍କ ଏବଂ ଇଣ୍ଟରନେଟ୍ ସେବା ବନ୍ଦ କରିଦେଇଥିଲେ।
୧୭ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ପ୍ରାୟ ୩.୨ କୋଟି ଯୁବକ ଚାକିରି କିମ୍ବା ଶିକ୍ଷାରୁ ବଞ୍ଚିତ। ସରକାରୀ ଚାକିରିରେ ଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ପାଇଁ ୩୦ ପ୍ରତିଶତ ସଂରକ୍ଷଣ କୋଟାକୁ ହଟାଯାଉ ବୋଲି ଛାତ୍ରଛାତ୍ରୀମାନେ ଦାବି କରୁଛନ୍ତି।

ମେରିଟ୍ ଆଧାରରେ ଚାକିରି ଦିଆଯାଉ ବୋଲି ଦାବି ହୋଇଛି।ସଂରକ୍ଷଣକୁ ବିରୋଧ କରି ବାଂଲାଦେଶରେ ଯେଉଁ ହିଂସା ଓ ଉତେଜନା ପରିସ୍ଥିତି ଦେଖାଦେଇଛି ତାକୁ ବିଭିନ୍ନ ରାଷ୍ଟ୍ର ସମେତ ମିଳିତ ଜାତିସଂଘ ନିନ୍ଦା କରିଛି । ସାରା ଦେଶରେ ବ୍ୟାପିଥିବା ସାଂଘାତିକ ଅଶାନ୍ତି ପରେ ବାଂଲାଦେଶର ଅଧିକାରୀମାନେ ଦେଶବ୍ୟାପୀ କର୍ଫ୍ୟୁ ଲାଗୁ କରିଛନ୍ତି। ପରିସ୍ଥିତି ନିୟନ୍ତ୍ରଣ କରିବାକୁ ସେନା ନିୟୋଜିତ କରିଛନ୍ତି। ହିଂସା ଥମିବା ପର୍ଯ୍ୟନ୍ତ ସର୍ବାଧିକ ସତର୍କତା ଅବଲମ୍ବନ କରିବା ଓ ଜରୁରୀ କାମ ନଥିଲେ ବାହାରକୁ ନ ବାହାରିବାକୁ ସେଠାରେ ଥିବା ଭାରତୀୟମାନଙ୍କ ପାଇଁ ଭାରତ ସରକାରଙ୍କୁ ପକ୍ଷରୁ ପରାମର୍ଶ ଦିଆଯାଇଛି।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 195Word Count: 196See All articles From Author

Add Comment

General Articles

1. India's Workforce Has The Lowest Formal Vocational Training Among Major Economies
Author: Chaitanya kumari

2. Water Damage In Toronto: Steps To Protect Your Property
Author: expertcleantips

3. Restoration Services: From Flooded Basement To Recovery
Author: expertcleantips

4. Get To Know A Hatchback
Author: Gary Martin

5. The Ultimate Guide To Choosing The Perfect Outboard Motor For Every Boating Adventure
Author: marina

6. Why Are Heartbroken Girls Searching For Sad Shayari Online?
Author: Banjit Das

7. Why Most Boys Never Share Their Pain Publicly
Author: Banjit Das

8. Mobile App Development Company California - Why Users Delete Most Apps Within A Week
Author: Akansha

9. Wholesale Sim Card Distribution & E-sim Services | Enk Wireless
Author: Wholesale Dealer

10. Seo Services: Driving Business Growth And Visibility In 2026
Author: Devakey Digital Solutions

11. Crucial Step In Ai And Technology
Author: sevenmentor

12. The Rise Of Anime Dubbing In India: Industry Growth, Challenges & Opportunities
Author: Pratham Singh

13. Why Artificial Intelligence Training Is Gaining Attention Among Kolkata Graduates
Author: Soumya

14. Kaal Sarp Dosh Nivaran At Trimbakeshwar
Author: Trimbakeshwar Pooja

15. Allopathic Billing Services: A Complete Guide For Medical Practices
Author: Brain

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: