ALL >> General >> View Article
୧୧ ରାତି ଶୋଇଲେନି ଆଉ ପରିଣାମ ଯାହା ହେଲା..
ଅର୍ଗସ ବ୍ୟୁରୋ: ସଠିକ୍ ପରିମାଣରେ ଶୋଇବା ସ୍ବାସ୍ଥ୍ୟ ପାଇଁ ବହୁତ୍ ଆବଶ୍ୟକ। କିନ୍ତୁ ଆଜିକାଲିର ବ୍ୟସ୍ତବହୁଳତା ଜୀବନରେ ଲୋକେ ବହୁତ କମ୍ ସମୟ ଶୋଇବାରେ ଦେଉଛନ୍ତି। ଯାହାଦ୍ବାରା ଅନେକ ରୋଗର ଶୀକାର ମଧ୍ୟ ହେଉଛନ୍ତି। ଆଜି ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କର ଉଦାହରଣ ଦେବୁ ଯିଏ ତାଙ୍କ ଜୀବନରେ ଶୋଇବାକୁ ନେଇ ଏମିତି ଭୁଲ କରିଥିଲେ ଯାହାର ପରିଣାମ ସିଏ ଏବେ ଭୋଗୁଛନ୍ତି।
ସେ ହେଉଛନ୍ତି ରେଣ୍ଡି ଗାର୍ଡନର। ଆମେରିକାର ବାସିନ୍ଦା। ବର୍ତ୍ତମାନ ସିଏ ୭୮ ବର୍ଷର ହୋଇଗଲେଣି କିନ୍ତୁ ଆଜି ବି ଠିକ୍ ରେ ଶୋଇପାରୁନାହାଁନ୍ତି। କାରଣ ନିଜ ଜୀବନରେ ଏମିତି ଏକ କାମ କରିଥିଲେ ଯାହା ତାଙ୍କ ପୂର୍ବରୁ କିଏ କରିଥିଲା ଆଉ ନାହିଁ ପରେ କିଏ କରିଛି।
୧୯୬୩ ମସିହାରେ ଯେତେବେଳେ ସିଏ ୧୭ ବର୍ଷର ହୋଇଥିଲେ ସେତେବେଳେ ଏକ ସାଇନସ୍ ପ୍ରୋଜେକ୍ଟରେ ଭାଗ ନେଇ ୨୬୪ ଘଣ୍ଟା ଅର୍ଥାତ୍ ୧୧ ଦିନ ପର୍ଯ୍ୟନ୍ତ ଅନିଦ୍ରା ଥିଲେ। ଯାହାର ପରିଣାମ ବହୁତ୍ ଭୟଙ୍କର ହୋଇଗଲା। ତାଙ୍କ ଅବସ୍ଥା ଏତେ ଖରାପ ହୋଇଗଲା ଯେ ସିଏ ଧୀରେ ଧୀରେ ସବୁ ଭୁଲିବାକୁ ଲାଗିଲେ। ସେହି ସମୟରେ ତାଙ୍କ ବ୍ରେନକୁ ଏକ ମେସିନ ଦ୍ବାରା ଟ୍ରାକ୍ କରାଯାଇଥିଲା ଯେଉଁଥିରୁ ଜଣାପଡ଼ିଥିଲା ସିଏ ନିଜର ସ୍ମରଣ ଶକ୍ତି ହରାଇବା ସହିତ ଘ୍ରାଣ ଶକ୍ତି ମଧ୍ୟ ହରାଇଲେ। ଏବଂ ଚେତାଶୂନ୍ୟ ଅବସ୍ଥାରେ ରହିଲେ। ଆଜି ବି ସିଏ ଠିକ୍ ରେ ଶୋଇପାରୁନାହାଁନ୍ତି। ଏକ ଭଲ ନିଦ୍ରା ପାଇଁ ସିଏ ପ୍ରତ୍ୟେକ ଦିନ ସଂଘର୍ଷ କରୁଛନ୍ତି। ଏବଂ ସମସ୍ତଙ୍କୁ ରାତିରେ ନିହାତି ଭାବରେ ଶୋଇବାକୁ ପରାମର୍ଶ ଦେଉଛନ୍ତି।
ଅଧିକ ପଢନ୍ତୁ ବିଦେଶ ଖବର
Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.
Add Comment
General Articles
1. How To Choose The Best Pest Control Service In Mahavir NagarAuthor: bdean
2. Grocery Data Compliance Scraping: What's Public And What's Not When Collecting Grocery Information?
Author: food data scrape
3. Natural Stone Driveways: Why They Are Becoming The Preferred Choice
Author: WorldWide Stone
4. Tinder Clone Script: Everything Entrepreneurs Need
Author: Migrateshop
5. Car Denting Painting Bhopal – Dent Removal, Scratch Repair And Repainting
Author: Vehicle Solution Bhopal
6. John Labunski Dallas Retirement Planning Strategies For Life
Author: John Labunski
7. How Staff Augmentation And Mobile App Development Help Businesses Build Scalable Digital Solutions
Author: Jessica Williams
8. Gmp Plant Setup And Upgradation Services Worldwide: A Complete Guide
Author: zenovel pharma
9. Instagram Profile Picture Size: The Complete Guide
Author: Best pva accounts
10. Ai In Children’s Education: Benefits, Challenges, And The Future Of Learning
Author: B.K Birla School
11. Fasteners Manufacturer And Supplier In India: Types, Uses & Buying Guide
Author: Vintex Steel
12. Grow Your Homestay Business Online With Staywithus
Author: saasAro
13. Experience Heritage And Culture With Hr Hotels & Resorts
Author: saasAro
14. How Material Handling Equipment Improves Workplace Safety
Author: Sima
15. Découvrir Le Rajasthan Et Le Taj Mahal Avec Une Agence De Voyage Spécialisée
Author: UTTAM






