123ArticleOnline Logo
Welcome to 123ArticleOnline.com!
ALL >> General >> View Article

ବର୍ଷା ଋତୁରେ ଏହି 7 ଶସ୍ୟରୁ ଦୂରେଇ ରୁହନ୍ତୁ..

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ଯେମିତି ଋତୁ ବଦଳେ, ସେମିତି ଆମ ଶରୀରର ଯତ୍ନର ତରିକା ବି ବଦଳେ । କାରଣ ବର୍ଷକ ୧୨ ମାସ ୬ ଋତୁ ଅନୁସାରେ ଆମେ ନିଜ ନିଜର ଯତ୍ନ ଠିକ୍‌ ସେହିପରି ଢଙ୍ଗରେ ନେବା ଦରକାର । ନଚେତ୍‌ କେତେବେଳେ ଶରୀରରେ କି ସମସ୍ୟା ଦେଖାଦେବ ତାହା କିଏ ବା କହିବ ? ତେବେ ଆସନ୍ତୁ ଜାଣିବା କେଉଁ ଋତୁରେ ଆମେ କେମିତି ନିଜ ଶରୀରର ନେବା ଯତ୍ନ?

ଏବେ ବର୍ଷାଦିନ ଆରମ୍ଭ ହୋଇଯାଇଛି । ବର୍ଷାଦିନେ ଆପଣଙ୍କ ହଜମ ପ୍ରକ୍ରିୟାରେ କିଛି ଅସୁବିଧା ହେଉଛି କି ? କାରଣ ସାଧାରତଃ ବର୍ଷା ଦିନେ ପ୍ରାୟ ସମସ୍ତଙ୍କର ଗ୍ୟାସ, ବଦହଜମି ଆଦି ସମସ୍ୟା ଦେଖାଯାଏ ...
... । ଯାହା ବି ଖାଇଲେ ହଜମ ନହେବା ଭଳି ଲାଗେ । ଫଳରେ ଧୀରେ ଧୀରେ ଭୋକ କମିଯାଏ । ଆଉ ଗ୍ୟାସ୍ ସମସ୍ୟା ଦେଖାଦିଏ । ଯଦି ଏମିତି ହେଉଛି, ତାହାଲେ ଧ୍ୟାନ ରଖନ୍ତୁ...ବଦହଜମି ରୋକିବା ପାଇଁ ଆପଣଙ୍କୁ 7 ଟି ଶସ୍ୟଠୁ ଦୂରେଇ ରହିବାକୁ ପଡିବ ।

ଗହମ, ବାର୍ଲି, ରାଇ, ମିଲେଟ୍, ଓଟସ୍,ମକା,ବାଜରା । ବର୍ଷା ଋତୁରେ ଏହି 7ଟି ଖାଦ୍ୟରୁ ଆପଣଙ୍କୁ ଦୂରେଇ ରହିବାକୁ ପଡିବ ।

ଗହମ- ଗମରେ ରହିଛି ଅଧିକ ଗ୍ଲୁଟେନ । ଯାହା ଖାଇବା ଦ୍ୱାରା ଆପଣଙ୍କୁ କମ୍ପର୍ଟେବୁଲ ଲାଗିବନି ।

ବାର୍ଲି- ବାର୍ଲି ଏକ ଗରିଷ୍ଠ ଖାଦ୍ୟ । ଆଉ ଏହାକୁ ଖବଜ କରିବା ଖୁବ କଷ୍ଟ । ବିଶେଷ କରି ଗୁଳୁଗୁଳି ହେଉଥିବା ସମୟରେ ଏହା ଖାଇଲେ ହଜମ ହୋଇନଥାଏ । ଏହାସହ ପେଟରେ ଗ୍ୟାସ

ହୋଇଥାଏ ।

ଜଅ- ଗହମ ଭଳି ଏହା ମଧ୍ୟ ହାଇ ଗ୍ଲୁଟେନ୍ । ଫଳରେ ଏହାକୁ ଖାଇଲେ ବଦହଜମି ହେବାର ସମ୍ଭାବନା ରହିଛି ।

ମିଲେଟ୍- ମିଲେଟ୍ ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ହାଇ ନ୍ୟୁଟ୍ରିସିଅସ୍ । ହେଲେ ଏହି ବର୍ଷା ଋତୁରେ ମାଣ୍ଡିଆ ହଜମ କରିବା ଟିକେ କଷ୍ଟ ।

ଓଟସ୍ - ଓଟସ୍ ରେ ଅଧିକ ଫାଇବର ରହିଛି । ପେଟରେ ଏହା ଫୁଲିବା ସହ ଗ୍ୟାସ ସୃଷ୍ଟି କରିବାର ସମ୍ଭାବନା ରହିଛି ।

ମକା- ଏଥିରେ ଉଚ୍ଚ ଷ୍ଟାର୍ଚ୍ ରହିଛି । ଯାହା ଗ୍ୟାସ ହେବା ସହ ଏହାକୁ ଖାଇଲେ ବଦହଜମି ହୋଇଥାଏ ।

ବାଜରା- ବାଜରାରେ ରହିଛି ଅଧିକ ଫାଇବର୍ । ଫଳରେ ବର୍ଷା ଋତୁରେ ଏହାକୁ ହଜମ କରିବା ଖୁବ କଷ୍ଟ ।

ସେହିପରି ବର୍ଷା ଋତୁରେ ସ୍ୱାସ୍ଥ୍ୟର ଅଧିକ ଯତ୍ନ ନେବା ଦରକାର । ବିଶୁଦ୍ଧ ପାଣି ପିଅନ୍ତୁ । ଷ୍ଟ୍ରିଟ୍ ଫୁଡ୍ ଖାଆନ୍ତୁ ନାହିଁ । ପୂର୍ବରୁ କଟା ହୋଇ ରଖାଯାଇଥିବା ଫଳ ଖାଆନ୍ତୁ ନାହିଁ । ଚାଲିବା ସମୟରେ ଗୋଳିଆ ପାଣି ଥିଲେ ସେଠାରେ ଚାଲନ୍ତୁ ନାହିଁ । ଭଲ ଭାବରେ ଗାଧୋନ୍ତୁ । ଏହାସହ ନିୟମମିତ ବ୍ୟାୟାମ କରନ୍ତୁ । ହେଲେ ଆପଣ ଗ୍ୟାସ ସମସ୍ୟାକୁ ନିୟନ୍ତ୍ରଣକୁ ଆଣିପାରିବେ ।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 184Word Count: 305See All articles From Author

Add Comment

General Articles

1. How Tourism Businesses Can Attract More Travelers Through Online Marketing
Author: Bloom Agency

2. How Digital Marketing Helps Tourism Businesses Grow Online
Author: Bloom Agency

3. On & On Diabalife
Author: sandip gurav

4. 3 Bhk Flats In Zirakpur: Is It Right For Your Family?
Author: General

5. Cism Exam Requirements: Eligibility, Experience, And Certification Guide
Author: Cert Grow

6. Pourquoi Choisir Des Voyages Organisés En Odisha Pour Découvrir L’inde Authentique ?
Author: UTTAM

7. Best Ai Floor Plan Generator Tools For Creating Custom House Plans
Author: venkateshvenky432

8. Pen-210 Wireless Vulnerability Assessment Training
Author: Oscptraining Seo

9. Jungle Book Online Vs Lotus365 And Diamond Exchange Comparison Guide 2026
Author: Cricket Exchange Insights

10. Kv School Uniform Price: A Guide For Parents And Bulk Buyers
Author: Nitin Bhandari

11. Spearmint Oil Supplier: What Bulk Buyers Should Check Before Ordering
Author: Nitin Bhandari

12. Top Fencing Material Distributors In Andhra Pradesh For Bulk Requirements
Author: venkateshvenky432

13. Innovative Marketing Ideas To Increase Student Admissions
Author: Bloom Agency

14. Grow Your Education Business With Effective Student Recruitment Strategies
Author: bloom agency

15. Chamber Rental For Ev Supplier Qualification: Meeting Oem Deadlines Without Capex Delay
Author: indeecon

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: