123ArticleOnline Logo
Welcome to 123ArticleOnline.com!
ALL >> General >> View Article

ସାମ୍ବାଦିକଙ୍କ ଉପରକୁ କୁକୁର ଲଗାଇ ଆକ୍ରମଣ କଲେ ବିଜେଡି ବିଧାୟକ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ : ବବି ଦାସଙ୍କ ଘର ଭଙ୍ଗାରୁଜାକୁ ନେଇ ରାଗି ଗଲେ ବିଜେଡି ନେତା ରଘୁନନ୍ଦନ ଦାସ । ପ୍ରତିଶୋଧ ନେବା ପାଇଁ ଅର୍ଗସ ମହିଳା ସାମ୍ବାଦିକା ଓ କ୍ୟାମେରାମ୍ୟାନ ଉପରକୁ କୁକୁର ଲଗାଇଲେ । ଭିଡିଓ ଜର୍ଣ୍ଣାଲିଷ୍ଟଙ୍କୁ ମଧ୍ୟ ମାଡ଼ ମାରି ଥିବା ଅଭିଯୋଗ ମଧ୍ୟ ଅଭିଯୋଗ ହୋଇଛି । ତେବେ ସବୁଠୁ ବଡ କଥା ହେଉଛି, ସେ ନିଜେ କୁକୁର ଲଗାଇ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା କଥା ମାନିଛନ୍ତି । ତେବେ ଜଣେ ସାମ୍ବାଦିକା ନିଜର କର୍ତ୍ତବ୍ୟ କରୁଥିବା ବେଳେ ନିଜର ରାଗକୁ ସାମ୍ବାଦିକାଙ୍କ ଉପରେ ସୁଝାଇବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ଚର୍ଚ୍ଚା ହେଉଛି ।

ଅଧିକ ପଢନ୍ତୁ : ସରକାରୀ ଟଙ୍କାରେ ଘର କରିଥିଲେ, ଏବେ ଭାଙ୍ଗିକି ଗୁଣ୍ଡ

ସେପଟେ ସରକାରୀ ବାସଭବନ ଭିତରେ ବବିଦାସଙ୍କ ଆଲିସାନ୍ ବଙ୍ଗଳା ଭଙ୍ଗା ଚାଲିଛି । ତେବେ ବାସଭବନରେ କାହିଁକି ଥିଲା ଅଣ୍ଡର ଗ୍ରାଉଣ୍ଡ ଘର , କାହିଁକି ଏତେ ବଡ ଘର ତିଆରି କରିଥିଲେ ବବିଦାସ, କିଏ ଦେଇଥିଲା ନିର୍ମାଣର ଅନୁମତି ତାକୁ ନେଇ ଏକ ବଡ ପ୍ରଶ୍ନ ଉଠିଛି । ସୂଚନା ମୁତାବକ ସେହି କୋଠାରେ ସୋଫା,ବେଡ୍ , ଅନ୍ୟାନ୍ୟ ଉପକରଣ ଓ ଲାଇଟ୍ ଆଦି ବିଭିନ୍ନ ସାଜସଜ୍ଜା ସାମଗ୍ରୀ ବିଦେଶରୁ ଅଣାଯାଇଥିଲା । ଗାର୍ଡେନରେ ମଧ୍ୟ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ କେବଳ ‘ହ୍ୱାଇଟ ଲିଲି’ରେ ସଜ୍ଜିତ ହୋଇଥିଲା । ଯାହା ଭାଙ୍ଗିଯାଇଛି ।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 179Word Count: 151See All articles From Author

Add Comment

General Articles

1. How Tourism Businesses Can Attract More Travelers Through Online Marketing
Author: Bloom Agency

2. How Digital Marketing Helps Tourism Businesses Grow Online
Author: Bloom Agency

3. On & On Diabalife
Author: sandip gurav

4. 3 Bhk Flats In Zirakpur: Is It Right For Your Family?
Author: General

5. Cism Exam Requirements: Eligibility, Experience, And Certification Guide
Author: Cert Grow

6. Pourquoi Choisir Des Voyages Organisés En Odisha Pour Découvrir L’inde Authentique ?
Author: UTTAM

7. Best Ai Floor Plan Generator Tools For Creating Custom House Plans
Author: venkateshvenky432

8. Pen-210 Wireless Vulnerability Assessment Training
Author: Oscptraining Seo

9. Jungle Book Online Vs Lotus365 And Diamond Exchange Comparison Guide 2026
Author: Cricket Exchange Insights

10. Kv School Uniform Price: A Guide For Parents And Bulk Buyers
Author: Nitin Bhandari

11. Spearmint Oil Supplier: What Bulk Buyers Should Check Before Ordering
Author: Nitin Bhandari

12. Top Fencing Material Distributors In Andhra Pradesh For Bulk Requirements
Author: venkateshvenky432

13. Innovative Marketing Ideas To Increase Student Admissions
Author: Bloom Agency

14. Grow Your Education Business With Effective Student Recruitment Strategies
Author: bloom agency

15. Chamber Rental For Ev Supplier Qualification: Meeting Oem Deadlines Without Capex Delay
Author: indeecon

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: