123ArticleOnline Logo
Welcome to 123ArticleOnline.com!
ALL >> General >> View Article

2024 ନିର୍ବାଚନର ଫଳାଫଳ; କିଏ କେଉଁଠୁ ଜିତିଲେ ?

Profile Picture
By Author: Argus News
Total Articles: 472
Comment this article
Facebook ShareTwitter ShareGoogle+ ShareTwitter Share

ଭୁବନେଶ୍ୱର: 2024 ନିର୍ବାଚନର ଫଳାଫଳ । ବିଜେଡିର ବହୁ ହେଭିୱେଟ୍ ନେତାଙ୍କୁ ହରାଇ ଜିତୁଛି ବିଜେପି । ଭାଙ୍ଗୁଛି ବିଜେଡି ଗଡ । ଦୀର୍ଘ ବର୍ଷ ଧରି ଶାସନରେ ଥିବା ବିଜେଡି ଗଡ ଧରାଶାୟୀ ହୋଇଛି । 5 ଟା ସୁଦ୍ଧା କିଏ କେଉଁ ଆସନରୁ ଜିତିଛି ନଜର ପକାନ୍ତୁ...

ମହାକାଳପଡ଼ା ବିଧାନସଭାରେ ବିଜେପି ବିଜୟୀ
ବିଜେପି ପ୍ରାର୍ଥୀ ଦୁର୍ଗାପ୍ରସନ୍ନ ନାୟକ ବିଜୟୀ
ବିଜେଡିର ଅତନୁ ସବ୍ୟସାଚୀ ନାୟକଙ୍କୁ ହରାଇଲେ ଦୁର୍ଗା
ଭୁବନେଶ୍ୱର-ଏକାମ୍ରରୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ହରାଇ ବିଜେପିର ବାବୁ ସିଂ ବିଜୟୀ ହୋଇଛନ୍ତି
ବୌଦ୍ଧରୁ ...
... ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ହରାଇ ବିଜେପି ପ୍ରାର୍ଥୀ ସରୋଜ ପ୍ରଧାନ ବିଜୟୀ ହୋଇଛନ୍ତି
ଟିଟିଲାଗଡ଼ ଆସନରେ ମନ୍ତ୍ରୀ ଟୁକୁନି ସାହୁଙ୍କୁ ହରାଇ ବିଜେପି ପ୍ରାର୍ଥୀ ନବୀନ ଜୈନ ବିଜୟୀ ହୋଇଛନ୍ତି
କରଞ୍ଜିଆରୁ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କୁ ପରାଜିତ କରି ବିଜେପି ପ୍ରାର୍ଥୀ ପଦ୍ମଚରଣ ହାଇବ୍ରୁ ବିଜୟୀ ହୋଇଛନ୍ତି
ବାଙ୍କୀ- ବିଜେଡି ପ୍ରାର୍ଥୀ ଦେବୀରଂଜନ ତ୍ରିପାଠୀ ବିଜୟୀ, ବିଜେପିର ତୁଷାରକାନ୍ତ ଚକ୍ରବର୍ତ୍ତୀ ହାରିଲେ
ବରଗଡ଼- ବିଜେପିର ଅଶ୍ବିନୀ ଷଡ଼ଙ୍ଗୀ ଜିତିଲେ, ବିଜେଡିର ଦେବେଶ ଆଚାର୍ଯ୍ୟ ହାରିଲେ
ରଣପୁର- ବିଜେପି ପ୍ରାର୍ଥୀ ସୁରମା ପାଢ଼ୀ ବିଜୟୀ, ବିଜେଡିର ସତ୍ୟନାରାୟଣ ପ୍ରଧାନ ହାରିଲେ
ଖଣ୍ଡପଡ଼ା- ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ବାଇଁ ବିଜୟୀ, ବିଜେଡିର ସାବିତ୍ରୀ ପ୍ରଧାନ ହାରିଲେ
ଘସିପୁରା- ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ବିଜୟୀ, ସ୍ବାଧୀନ ପ୍ରାର୍ଥୀ ସୌମ୍ୟ ପଟ୍ଟନାୟକଙ୍କୁ ହରାଇଲେ
ଫୁଲବାଣୀ- ବିଜେପିର ଉମାଚରଣ ମଲ୍ଲିକ ବିଜୟୀ, ବିଜେଡିର ଜୟଶ୍ରୀ କହଁରଙ୍କୁ ହରାଇଲେ ଉମା
ଟିଟିଲାଗଡ଼- ବିଜେପି ପ୍ରାର୍ଥୀ ନବୀନ ଜୈନ ବିଜୟୀ, ବିଜେଡିର ଟୁକୁନି ସାହୁଙ୍କୁ ହରାଇଲେ ନବୀନ
କୁଚିଣ୍ଡା- ବିଜେପି ପ୍ରାର୍ଥୀ ରବି ନାଏକ ବିଜୟୀ, ବିଜେଡିର ରାଜେନ୍ଦ୍ର ଛତ୍ରିଆଙ୍କୁ ହରାଇଲେ
ଚିଲିକା- ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ବିଜୟୀ, ବିଜେଡିର ରଘୁନାଥ ସାହୁଙ୍କୁ ହରାଇଲେ
ଚିତ୍ରକୋଣ୍ଡା- ଚିତ୍ରକୋଣ୍ଡାରେ କଂଗ୍ରେସର ମଙ୍ଗୁ ଖିଲ ବିଜୟୀ, ବିଜେପିର ଡମ୍ବରୁ ଶିଶା ହାରିଲେ
ଧର୍ମଗଡ଼- ବିଜେପିର ସୁଧିର ପାଟ୍ଟଯୋଶୀ ୧୮, ୬୮୫ ଭୋଟରେ ବିଜୟୀ, ବିଜେଡିର ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ହରାଇଲେ ସୁଧିର
ଝାରସୁଗୁଡ଼ା- ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜୟୀ, ବିଜେଡିର ଦୀପାଳି ଦାସ ହାରିଲେ
କଣ୍ଟାମାଳ- ବିଜେପିର କହ୍ନେଇ ଚରଣ ଡାଙ୍ଗ ବିଜୟୀ, ବିଜେଡିର ମହିଧର ରଣା ହାରିଲେ
ଖଡ଼ିଆଳ- ବିଜେଡିର ଅଧିରାଜ ପାଣିଗ୍ରାହୀ ବିଜୟୀ, ବିଜେପିର ହିତେଶ ବଗର୍ତ୍ତୀ ହାରିଲେ
ମାଲକାନଗିରି- ବିଜେପି ପ୍ରାର୍ଥୀ ନରସିଂହ ମାଡ଼କାମୀ ବିଜୟୀ, କଂଗ୍ରେସର ମାଲା ମାଢ଼ୀ ହାରିଲେ
ରାଉରକେଲା- ବିଜେଡି ପ୍ରାର୍ଥୀ ସାରଦା ନାୟକ ବିଜୟୀ, ବିଜେପିର ଦିଲୀପ ରାୟ ହାରିଲେ
ଆନନ୍ଦପୁର- ବିଜେଡି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ବିଜୟୀ, କଂଗ୍ରେସର ଜୟଦେବ ଜେନା ହାରିଲେ
ବରୀ- ବିଜେଡି ପ୍ରାର୍ଥୀ ବିଶ୍ବରଂଜନ ମଲ୍ଲିକଙ୍କ ବିପୁଳ ବିଜୟ, ବିଜେପିର ଉମେଶ ଜେନା ହାରିଲେ
ବିଂଝାରପୁର- ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ବିଜୟୀ, ବିଜେପିର ବବିତା ମଲ୍ଲିକ ହାରିଲେ
ଡାବୁଗାଁ- ବିଜେଡିର ମନୋହର ରନ୍ଧାରୀ ବିଜୟୀ, କଂଗ୍ରେସର ଲିପିକା ମାଝୀ ହାରିଲେ
କେନ୍ଦ୍ରାପଡ଼ା- ବିଜେଡି ପ୍ରାର୍ଥୀ ଗଣେଶ୍ବର ବେହେରା ବିଜୟୀ, ବିଜେପିର ଗୀତାଞ୍ଜଳି ସେଠୀ ହାରିଲେ
ଖୋର୍ଦ୍ଧା- ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ବିଜୟୀ, ବିଜେଡିର ରାଜେନ୍ଦ୍ର ସାହୁ ହାରିଲେ
ରଘୁନାଥପାଲ୍ଲୀ- ବିଜେପି ପ୍ରାର୍ଥୀ ଦୁର୍ଗାଚରଣ ତନ୍ତୀ ବିଜୟୀ, ବିଜେଡିର ଅର୍ଚ୍ଚନା ରେଖା ବେହେରା ହାରିଲେ

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 137Word Count: 311See All articles From Author

Add Comment

General Articles

1. The Return Of National Window Film Day: Highlighting Uv Protection And Skin Cancer Prevention
Author: Home Window Film San Antonio

2. Bapesta: The Iconic Streetwear Sneaker That Defined A Generation
Author: BAPESTA - A BATHING APE BAPE Shoes For Men Women

3. The Role Of Best Proctologists In Chennai In Managing Colon And Rectal Diseases
Author: Dr Sundhar

4. Good Morning Shayari For Gf-bf
Author: Banjit

5. Work Management Systems Vs. Project Management Tools: What’s The Difference?
Author: TrackHr App

6. Python Full Stack Training | Online Training In Hyderabad
Author: Hari

7. Explore The Living Root Bridges & Caves Of Meghalaya From Guwahati
Author: Sumeet Chopra

8. Latest Designer Printed Sarees Online
Author: Cbazaar

9. Buy Latest Crystal Sarees Online
Author: Cbazaar

10. Web Design Company India | Website Redesign | Sathya Technosoft
Author: Sathya Technosoft

11. Web Design Company In Mumbai: Building Digital Success For The Modern Business
Author: neetu jaiswal

12. Digital Marketing Agency In Dubai: Driving Business Growth In The Digital Age
Author: neetu jaiswal

13. Cheapest Smm Panel – A Quick And Easy Way To Boost Social Media
Author: Indianvipsmm

14. The Reliable And Amazing Packaging Supplier
Author: Forever Gleam Chemicals (Aust) Pty Ltd

15. Top 5 Sign Boards To Boost Your Business Visibility In 2025
Author: Ishan Jolly

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: