123ArticleOnline Logo
Welcome to 123ArticleOnline.com!
ALL >> Others >> View Article

ପାଣ୍ଡିଆନଙ୍କୁ ନେଇ ବଡ଼ ପ୍ରତିକ୍ରିୟା ଦେଲେ ନବୀନ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ଦିନେ ନାହିଁ କାଳେ ନାହିଁ, ଗହ୍ନା ପୂର୍ଣ୍ଣିମାରେ ମାଇଁ ମାଇଁ । ଅର୍ଥାତ୍‌, ରାତି ପାହିଲେ ସରିବ ନିର୍ବାଚନ । ଆଉ ଆଜି ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହେଲେ ମୁଖ୍ୟ ଉତ୍ତର ଦେଲେନି । କେବଳ ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି ବୋଲି କହିବା ସହ ଓଡ଼ିଶାବାସୀ ହିଁ ମୋ ଉତ୍ତରାଧିକାରୀ କିଏ ହେବ ସେନେଇ ନିଷ୍ପତ୍ତି ନେବେ (ALFA) ବୋଲି କହିଲେ ।

ଅନେକ ଦିନ ହେଲାଣି ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିଲା କି ନବୀନ ବାବୁଙ୍କର ଉତ୍ତରାଧିକାରୀ କିଏ ? ତାଙ୍କ ...
... ପରେ କିଏ ନେବ ନବୀନଙ୍କ ସ୍ଥାନ ? କିଛି ଏମିତି ପ୍ରଶ୍ନ ସାଧାରଣରେ ଉଙ୍କି ମାରୁଥିଲା । ହେଲେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ସାକ୍ଷାତକାରରେ ନବୀନ ଉତ୍ତରାଧିକାରୀକୁ ନେଇ ପ୍ରଥମଥର ଲାଗି ମୁହଁ ଖୋଲିଲେ । ହେଲେ ସେ କଥା ବି ବାଧ୍ୟବାଧକତାକେ ବୋଲି ଲୋକେ କହୁଛନ୍ତି । ଯଦି ପାଣ୍ଡିଆନ ଉତ୍ତରାଧିକାରୀ ନୁହନ୍ତି ସେକଥା ନବୀନ ବାବୁ କହୁଛନ୍ତି ତାହାଲେ ତାଙ୍କ ସାଙ୍ଗରେ ପ୍ରତି ମୁହୂର୍ତ୍ତରେ କାହିଁକି ରହୁଛନ୍ତି ତାମିଲ ବାବୁ ? ତାଙ୍କ ବିନା କାହିଁକି କିଛି କହୁନାହାନ୍ତି ନବୀନ ?

ପ୍ରଶ୍ନ ଘେରରେ ବିଜେଡି ଓ ନବୀନ । କାରଣ ଗତକିଛି ଦିନ ହେଲାଣି ନବୀନଙ୍କୁ ନେଇ ସାଧାରଣରେ ଅନେକ ପ୍ରଶ୍ନ ଉଙ୍କି ମାରୁଛି । ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ବିଜେଡି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଥିଲା । ଏହି ତାଲିକାରେ ତୁଙ୍ଗ ନେତାଙ୍କ ନାଁ ବି ଥିଲା । କିନ୍ତୁ ଆଶ୍ଚର୍ଯ୍ୟକର କଥା ହେଲା, ପ୍ରଚାର ମଇଦାନରେ କେବଳ ଦେଖିବାକୁ ମିଳିଥିଲା ପାଣ୍ଡିଆନଙ୍କୁ । କ୍ଷମତାର ଶୀର୍ଷରେ ନିଜକୁ ରଖି ଏକା ଏକା ରୋଡ୍‌ ସୋ' କରିଥିଲେ । ପାଖରେ ନା ବିଧାୟକ ଓ ସାଂସଦ ପ୍ରାର୍ଥୀ ଥିଲେ ? ନା ଦଳର ଅନ୍ୟ କୌଣସି ଷ୍ଟାର ପ୍ରଚାରକ ? କେବଳ ଏକାଏକା ନିର୍ବାଚନ ପ୍ରଚାର କରିଥିଲେ ପାଣ୍ଡିଆନ । ଏହାକୁ ନେଇ ଦଳୀୟ ଅସନ୍ତୋଷ ବଝିବା ପରେ କାଁ ଭାଁ ମଇଦାନକୁ ଓହ୍ଲାଇଥିଲେ ନବୀନ । ଆଉ ସାଙ୍ଗରେ ରହୁଥିଲେ ପାଣ୍ଡିଆନ । ପୋଷା ଶୁଆକୁ ଟ୍ରେନିଂ ଦେବା ପରି କାନେ କାନେ ନବୀନଙ୍କୁ ଯାହା କହୁଥିଲେ, ସିଏ ସେଇୟା ହିଁ କରୁଥିଲେ । ହେଲେ ଏବେ ନବୀନ ବାବୁ ସାକ୍ଷାତକାର ଦେବା ପରେ ଯେଉଁ ପରି ଢଙ୍ଗରେ ପ୍ରସଙ୍ଗ ଏଡାଇ ଦେଲେ ତାହାକୁ ନେଇ ଚର୍ଚ୍ଚା ଜୋର ।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 301Word Count: 263See All articles From Author

Add Comment

Others Articles

1. Why Roadrunner Not Receiving Emails? Try These Troubleshooting Methods
Author: oliviadey

2. Does Roadrunner Email Still Work And How Can You Access It?
Author: oliviadey

3. Waterproofing Services In Thane: What Property Owners Should Know
Author: Weather Safeguard Waterproofing Services

4. Beyond Shea: How To Find The Perfect Plant-based Butter Manufacturer For Your Next Bestseller
Author: Manorama Industries

5. Mineral Wool Sandwich Panels – Fire & Thermal Insulation
Author: Bnal Prefabs

6. Cara Memilih Perhiasan Mutiara Asli Yang Elegan Dan Berkualitas
Author: arsignaturestore

7. Why Carpet Cleaning Services Improve Carpet Texture And Visual Appeal
Author: Why Carpet Cleaning Services Improve Carpet Textur

8. Display Rack Manufacturers In India: A Practical Guide For Retail Stores
Author: Bharat Display Solutions

9. Statutory Compliance Services In Kochi: Simplifying Workforce Compliance For Businesses
Author: Kalyani globosoft

10. 3bhk Interior Design Hyderabad | Oliveoak Interiors
Author: OliveOak Interiors

11. Complete Glass Work Solutions In Hyderabad
Author: Premium Steel & Glass Railing

12. What Makes Ethereum Tokens Useful For Web3 Projects?
Author: Roshan Raj Bhagat

13. Go For The Best Natural Gas Power Generator
Author: Shandong Zhongneng Zhihua Energy Equipment Technol

14. The Ultimate And Best Animal Rescue Sanctuary Usa
Author: Happy Tails Animal Sanctuary

15. Professional Residential Interior Design Services In Hyderabad
Author: Maheswari11

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: