123ArticleOnline Logo
Welcome to 123ArticleOnline.com!
ALL >> Others >> View Article

ଚର୍ଚ୍ଚାରେ ନବୀନଙ୍କ ଭିଡିଓ , ତଥାପି କେଉଁ ଅସମ୍ମାନର ଜବାବ ଦେବେ ନବୀନ ?..

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ : ଏ ଭିଡିଓକୁ ନେଇ ଏବେ ସାରା ଦେଶରେ ଆଲୋଡନ। ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି 25 ବର୍ଷର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏଭଳି ଅତ୍ୟାଚାର। ସେଥିପାଇଁ ତ ଆସମ ମୁଖ୍ୟମନ୍ତ୍ରୀଙ୍କୁ ଖୁବ୍ ଆଘାତ ଦେଇଥିଲା ଏ ଦୃଶ୍ୟ। ଆଉ ସେଥିପାଇଁ ସେ କହିଥିଲେ ସାରା ଦେଶରେ କୌଣସି ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଏଭଳି ଆଚରଣ ପ୍ରଦର୍ଶନ ଲାଗି କେହି କରିବେନି ଦୁଃସାହସ। ଏହି ଭିଡିଓକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ। କେନ୍ଦ୍ରାପଡ଼ା ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ...
... ଏଭଳି ଏକ ଭିଡିଓକୁ ନେଇ ବିବାଦ ତିଆରି ହେଲା ଯାହା ପ୍ରତ୍ୟେକ ସ୍ବାଭିମାନୀ ଓଡ଼ିଶାଙ୍କୁ ବିଚଳିତ କରି ଦେଇଥିଲା। ଆଉ ବିରୋଧୀ ଯଦି ଏହାକୁ ନେଇ ପ୍ରଶ୍ନ କଲେ ତାହା କଣ କୁହାଯିବ ବିରୋଧୀ କରୁଛନ୍ତି ନବୀନଙ୍କୁ ଅସମ୍ମାନ ?

ତାହାଲେ ପ୍ରକୃତରେ ନବୀନଙ୍କୁ ଅସମ୍ମାନ କରୁଛି କିଏ ? କିଏ 25 ବର୍ଷର ମୁଖ୍ୟମନ୍ତ୍ରୀଙ୍କ ହାତକୁ ଟାଣିନେଇ ଚାପିଦେଉଛି ? କିଏ ନବୀନଙ୍କୁ ଗୋଡ଼ ମାରିବାକୁ ନେଇ ଦେଖାଦେଇଛି ବିବାଦ ? କେଉଁ ଅଧିକାରରେ ଏହି ବ୍ୟକ୍ତି ଜଣକ ନବୀନଙ୍କ ପ୍ରତି କରିଚାଲିଛନ୍ତି ଏପରି ବ୍ୟବହାର ? ନା ସିଏ ରାଜ୍ୟ ସରକାରରେ କୌଣସି ଗୁରୁତ୍ବପୂର୍ଣ୍ଣ ଭୂମିକାର, ନା ସିଏ ବିଜେଡିରେ କୌଣସି ପଦାଧୀକାରୀ ଦାୟିତ୍ବରେ ନା ସିଏ ନବୀନଙ୍କ ପରିବାର ସଦସ୍ୟ କିମ୍ବା ସମ୍ପର୍କୀୟ ? ତାହାଲେ ଏବେ ଆପଣ ବିଚାର କରନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଏହି ଅପିଲ ପ୍ରକୃତରେ କେଉଁ ଅସମ୍ମାନକାରୀଙ୍କ ବିରୋଧରେ ?

ଅଧିକ ପଢନ୍ତୁ : ପାଣ୍ଡିଆନଙ୍କୁ ନେଇ ବଡ଼ ପ୍ରତିକ୍ରିୟା ଦେଲେ ନବୀନ

ବିରୋଧୀଙ୍କର ସବୁ ଆରୋପ, ଅଭିଯୋଗକୁ ଅଣଦେଖା କରି ଯାହାଙ୍କୁ 25 ବର୍ଷ ଧରି ଓଡ଼ିଶାବାସୀ ନିଜ ଶାସନ ଡୋରୀ ଧରାଇଆସିଛନ୍ତି ତାଙ୍କ ପ୍ରତି ଏପରି ଅସମ୍ମାନ ଓ ଛଳନାକୁ ବରଦାସ୍ତ କରିବେ ତ ସ୍ବାଭିମାନୀ ଓଡ଼ିଆ। ନା ବିରୋଧୀଙ୍କ ଅଭିଯୋଗ ଅନୁଯାୟୀ ନବୀନଙ୍କୁ ଢାଲ କରି ଯିଏ ଓଡ଼ିଶାର କ୍ଷମତା ହଡ଼ପ ଲାଗି ରଚିଛି ଷଡ଼ଯନ୍ତ୍ର ତାକୁ ଦେବେ ଭୋଟରେ ଜବାବ ? ବ୍ୟୁରୋ ରିପୋର୍ଟ, ଅର୍ଗସ ନ୍ୟୁଜ୍

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 242Word Count: 215See All articles From Author

Add Comment

Others Articles

1. Why Roadrunner Not Receiving Emails? Try These Troubleshooting Methods
Author: oliviadey

2. Does Roadrunner Email Still Work And How Can You Access It?
Author: oliviadey

3. Waterproofing Services In Thane: What Property Owners Should Know
Author: Weather Safeguard Waterproofing Services

4. Beyond Shea: How To Find The Perfect Plant-based Butter Manufacturer For Your Next Bestseller
Author: Manorama Industries

5. Mineral Wool Sandwich Panels – Fire & Thermal Insulation
Author: Bnal Prefabs

6. Cara Memilih Perhiasan Mutiara Asli Yang Elegan Dan Berkualitas
Author: arsignaturestore

7. Why Carpet Cleaning Services Improve Carpet Texture And Visual Appeal
Author: Why Carpet Cleaning Services Improve Carpet Textur

8. Display Rack Manufacturers In India: A Practical Guide For Retail Stores
Author: Bharat Display Solutions

9. Statutory Compliance Services In Kochi: Simplifying Workforce Compliance For Businesses
Author: Kalyani globosoft

10. 3bhk Interior Design Hyderabad | Oliveoak Interiors
Author: OliveOak Interiors

11. Complete Glass Work Solutions In Hyderabad
Author: Premium Steel & Glass Railing

12. What Makes Ethereum Tokens Useful For Web3 Projects?
Author: Roshan Raj Bhagat

13. Go For The Best Natural Gas Power Generator
Author: Shandong Zhongneng Zhihua Energy Equipment Technol

14. The Ultimate And Best Animal Rescue Sanctuary Usa
Author: Happy Tails Animal Sanctuary

15. Professional Residential Interior Design Services In Hyderabad
Author: Maheswari11

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: