123ArticleOnline Logo
Welcome to 123ArticleOnline.com!
ALL >> Others >> View Article

ଚତୁର୍ଥ ପର୍ଯ୍ୟାୟରେ 99.61 ଲକ୍ଷ ଭୋଟର କରିବେ ମତଦାନ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ଚତୁର୍ଥ ପର୍ଯାୟରେ ସବୁଠାରୁ ଅଧିକ ଭୋଟର ରହିଛନ୍ତି । 99.61 ଲକ୍ଷ ଭୋଟର ମତଦାନ କରିବେ । ପୁରୁଷ ଭୋଟର 50.88 ଲକ୍ଷ , ମହିଳା ଭୋଟର 48.72 ଲକ୍ଷ ଏବଂ ତୃତୀୟ ଲିଙ୍ଗି ଭୋଟର 6087 ଜଣ ରହିଛନ୍ତି । 6 ଟି ସଂସଦୀୟ କ୍ଷେତ୍ରରେ ହେବ ନିର୍ବାଚନ । 6 ଟି ସଂସଦୀୟ କ୍ଷେତ୍ରର 42 ଟି ବିଧାନସଭା କ୍ଷେତ୍ରରେ ନିର୍ବାଚନ ହେବ । ଏନେଇ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ।

ସେହିପରି 10 ହଜାର 882 ଟି ମତଦାନ କେନ୍ଦ୍ରରେ ମତଦାନ କରିବେ ଭୋଟର । 14 ସହ ବୁଥ୍ ମହିଳାଙ୍କ ଦ୍ୱାରା ପରିଚାଳିତ ...
... ହେବ । 20% ଆଦର୍ଶ ବୁଥ୍ । 70 ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହେବେ । ଚତୁର୍ଥ ପର୍ଯାୟ ନିର୍ବାଚନ ପାଇଁ 460 ଜଣ ପ୍ରାର୍ଥୀ ଅଛନ୍ତି । 394 ବିଧାନସଭା ପ୍ରାର୍ଥୀ, 66 ଲୋକସଭା ପ୍ରାର୍ଥୀ । CAPF 125 କମ୍ପାନୀ ମୁତୟନ ହେବେ । 20 ଯାଜପୁର, 22 ବାଲେଶ୍ୱର, କେନ୍ଦ୍ରାପଡ଼ା 18, ଭଦ୍ରକ 16, 12 ଜଗତସିଂହପୁର , 18 ମୟୁରଭଞ୍ଜ, 12 କଟକ, 7 ପୁରୀ ।

PWD ଭୋଟରଙ୍କ ପାଇଁ ନିଃଶୁଳ୍କ ପରିବହନ ବ୍ୟବସ୍ଥା ହୋଇଛି । ପୋଲିଂ ବୁଥକୁ ମୋବାଇଲ ମନା । ଏଜେଣ୍ଟ ଓ ଭୋଟର ବୁଥ କୁ ମୋବାଇଲ ନେଇ ପାରିବେ ନାହିଁ । 2019ରେ ଏହି 6 ଟି ସଂସଦୀୟ କ୍ଷେତ୍ରରେ 74% ମତଦାନ ହାର ରହିଥିଲା । ବୋଲଗଡ଼ର ବୁଥ୍ ଭିତର ସିସିଟିଭି ଭିଡିଓ ଭାଇରାଲ ଘଟଣାରେ ତଦନ୍ତ କରି ରିପୋର୍ଟ ଦେବେ ଖୋର୍ଦ୍ଧା ଜିଲ୍ଲାପାଳ ।

2014 ରେ 20 କୋଟି, 2019 ରେ 44.07 କୋଟି, 2024ରେ ଆଜି ପର୍ଯ୍ୟନ୍ତ 275 କୋଟି ଜବତ ହୋଇଛି । 2014 ରେ 1.89 କୋଟି, 2019 ରେ 1.87 କୋଟି, 2024 ବର୍ତ୍ତମାନ ସୁଦ୍ଧା 20.08 କୋଟି ଟଙ୍କା ଜବତ ହୋଇଛି । ମତଦାନ ହାର 2019 ତୁଳନାରେ ଅଧିକ ରହିଛି । ଭୁବେନେଶ୍ୱର ମତଦାନ ହାର 50 % ରୁ ଅଧିକ ରହିଛି ।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 275Word Count: 233See All articles From Author

Add Comment

Others Articles

1. Why Roadrunner Not Receiving Emails? Try These Troubleshooting Methods
Author: oliviadey

2. Does Roadrunner Email Still Work And How Can You Access It?
Author: oliviadey

3. Waterproofing Services In Thane: What Property Owners Should Know
Author: Weather Safeguard Waterproofing Services

4. Beyond Shea: How To Find The Perfect Plant-based Butter Manufacturer For Your Next Bestseller
Author: Manorama Industries

5. Mineral Wool Sandwich Panels – Fire & Thermal Insulation
Author: Bnal Prefabs

6. Cara Memilih Perhiasan Mutiara Asli Yang Elegan Dan Berkualitas
Author: arsignaturestore

7. Why Carpet Cleaning Services Improve Carpet Texture And Visual Appeal
Author: Why Carpet Cleaning Services Improve Carpet Textur

8. Display Rack Manufacturers In India: A Practical Guide For Retail Stores
Author: Bharat Display Solutions

9. Statutory Compliance Services In Kochi: Simplifying Workforce Compliance For Businesses
Author: Kalyani globosoft

10. 3bhk Interior Design Hyderabad | Oliveoak Interiors
Author: OliveOak Interiors

11. Complete Glass Work Solutions In Hyderabad
Author: Premium Steel & Glass Railing

12. What Makes Ethereum Tokens Useful For Web3 Projects?
Author: Roshan Raj Bhagat

13. Go For The Best Natural Gas Power Generator
Author: Shandong Zhongneng Zhihua Energy Equipment Technol

14. The Ultimate And Best Animal Rescue Sanctuary Usa
Author: Happy Tails Animal Sanctuary

15. Professional Residential Interior Design Services In Hyderabad
Author: Maheswari11

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: