123ArticleOnline Logo
Welcome to 123ArticleOnline.com!
ALL >> Others >> View Article

ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାର

Profile Picture
By Author: Smruti Parija
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ମୋ ଉତ୍ତରାଧିକାରୀ ଲୋକ ସ୍ଥିର କରିବେ । ପାଣ୍ଡିଆନ ମହାବିବାଦ ପରେ ନବୀନଙ୍କ ସଫେଇ କରିପାରୁନି ଓଡିଆଙ୍କୁ କନଭେନ୍ସ । ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହଁନ୍ତି । ବାଧ୍ୟବାଧକତାରେ କହିଲେ କି ନବୀନ ?

ପୁରା ପ୍ରଚାର ପାଣ୍ଡିଆନଙ୍କ କବଜାରେ । ନବୀନ ନମ୍ବର -1 ଆଉ, ପାଣ୍ଡିଆନ ନମ୍ବର -2 । 2 ପରେ 40 ପର୍ଯ୍ୟନ୍ତ କେହି ନାହାନ୍ତି ମଇଦାନରେ । ପାଣ୍ଡିଆନ ଯୁଆଡେ ବିଜେଡି ଭୋଟ କଟିଲା ସିଆଡେ । ବିଜେଡିରେ ଏବେ ଜରୁରୀକାଳୀନ ସ୍ଥିତି, ଅସମ୍ଭାଳ ସ୍ଥିତିକୁ ସମ୍ଭାଳି ପାରିବ କି ନବୀନଙ୍କ ବାଧ୍ୟବାଧକତାର ବୟାନ । ନବୀନଙ୍କ ପରେ ପାଣ୍ଡିଆନ ନବୀନଙ୍କ ଉତ୍ତରାଧିକାରୀ ବୋଲି ବୁଲେଇ ବଙ୍କେଇ କହି ସାରିଛନ୍ତି ପାଣ୍ଡିଆନ । ଜନବିରୋଧ ପରେ ପାଣ୍ଡିଆନ ଉତ୍ତରାଧିକାରୀ ନୁହନ୍ତି, ବାଧ୍ୟବାଧକତାରେ କହିଲେ କି ନବୀନ ?

ସେପଟେ ଜାତୀୟ ଗଣମାଧ୍ୟମ ANI କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକ୍ଷାତକାରରେ ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହେଁ ବୋଲି କହିବା ପରେ ପ୍ରତିକ୍ରିୟା ରଖି ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ନିଜ ଦଳ ଲୋକଙ୍କ ମାଡ଼ରୁ ବଞ୍ଚିବାକୁ ଗୁମାସ୍ତାଙ୍କ ପ୍ରାୟୋଜିତ ପ୍ରେସମିଟ କରାଇଛନ୍ତି । ଗୁମାସ୍ତା ଯିଏ ରିମୋଟ ଧରି ସରକାର ଚଳାଉଛନ୍ତି ଏବଂ ଯାହାକୁ ନବୀନ ବାବୁ ନିର୍ଦ୍ଦେଶ ଦେଇଥିଲେ ସାରା ଓଡ଼ିଶା ବୁଲିବା ପାଇଁ ଲୋକଙ୍କ ସୁଖ ଦୁଃଖ ବୁଝିବା ପାଇଁ ଆଜି ପୁଣି ସେ କହୁଛନ୍ତି ତାଙ୍କ ଉତ୍ତରାଧିକାରୀ ଓଡିଶା ବାସୀ ବାଛିବେ ।

ପ୍ରକୃତରେ ସେମାନେ ଜାଣି ସାରିଲେଣି ଓଡ଼ିଶାର ଲୋକ ମନ ବଳେଇ ସାରିଲେଣି ଓଡିଶାର ବିକଳ୍ପ ଭାବେ ବିଜେପିକୁ ବାଛୁଛନ୍ତି । ଏବଂ ବିଜେଡିର ନିଜ ଦଳରେ ଥିବା ଆଭ୍ୟନ୍ତରୀଣ କନ୍ଦଳ ଅଛି 4 ତାରିଖରେ ଗୁମାସ୍ତାଙ୍କ ଉପରେ ବିଜେଡି କର୍ମୀ ଯେଉଁ ଭଳି ଆକ୍ରମଣ କରିବେ ସେଥିରୁ ବଞ୍ଚିବା ପାଇଁ ପ୍ରାୟୋଜିତ ସାମ୍ବାଦିକ ସମ୍ବିଳନୀ କରିଛନ୍ତି।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 208Word Count: 196See All articles From Author

Add Comment

Others Articles

1. Kaal Sarp Dosh Puja Guide 2026: Procedure, Remedies, Dates, And Important Rules
Author: Pandit Shivang Guruji

2. Air Duct Cleaning Near Me: When It's Worth It And How To Choose Right
Author: Grisel Herrick

3. Asbestos Removal In Los Angeles: What Property Owners Need To Know
Author: Grisel Herrick

4. Mold Remediation Near Me: A Homeowner's Guide
Author: Grisel Herrick

5. Understanding The Benefits Of Expert Spray Foam Insulation Removal!
Author: Spray Foam Removal

6. The Most Popular And Best Cosmetic Safety Report Platform
Author: Toxtool

7. The Future Of Aml Compliance And Kyc Automation For Financial Institutions | Impacto Digifin
Author: Impacto

8. Ai-powered Intelligent Document Processing Software | Impacto Digifin
Author: Impacto

9. Field Banking Software For Financial Institutions | Impacto Digifin
Author: Impacto

10. Why Finding The Right Water Treatment Chemical Partner Actually Matters
Author: Panacea Chem Specialities LLP

11. How A Startup Mentorship Programme Can Accelerate Business Growth
Author: Byst Youth

12. Navigating Modern Skin Health And Personal Wellness Rituals
Author: The Verve Lounge

13. Modular Kitchen Manufacturers In Delhi
Author: designindiankitchen

14. Trade Global Markets Easily With The Winprofx Mt5 Platform
Author: Winprofx

15. Managed Co-working Offices Hyderabad: A Smart Workspace Solution For Modern Businesses
Author: Mahaveer Worx

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: