123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଖରାଦିନେ ଛୁଆଙ୍କୁ ଦିଅନ୍ତୁ ଦହି କାକୁଡି ଭାତ..

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ଗ୍ରୀଷ୍ମ ଋତୁରେ ପିଲାମାନେ ଅସୁସ୍ଥ ହେବାର ଅଧିକ ଭୟ ଥାଏ । ଖାସ କରି ସ୍କୁଲ ଯାଉଥିବା ପିଲାମାନଙ୍କ କ୍ଷେତ୍ରରେ ଏହି ଭୟ ଅଧିକ ଦେଖାଯାଏ । ଏହି ପରିସ୍ଥିତିରେ ପିଲାମାନଙ୍କୁ ଏମିତି ଖାଇବା ଦେବା ଦରକାର ଯାହା ତାଙ୍କୁ ସୁସ୍ଥ ରଖିବା ସହ ଶରୀରର ତାପମାତ୍ରା ମଧ୍ୟ ନିୟନ୍ତ୍ରଣରେ ରଖିବ ।

ଏମିତି ଏକ ଖାଇବା ଯାହା ଆପଣଙ୍କ ପିଲାଙ୍କୁ ସୁସ୍ଥ ରଖିବ । ଏହା ଖାଇବା ଦ୍ୱାରା ପେଟ ଥଣ୍ଡା ରହିବ । ଏହାକୁ ବନାଇବାକୁ ଖୁବ କମ୍ ସମୟ ଲାଗିବା ସହ ଖାଇବାକୁ ମଧ୍ୟ ସେତିକି ସ୍ୱାଦିଷ୍ଟ ।

ପ୍ରସ୍ତୁତି ପ୍ରଣାଳୀ:-

ଏଥିପାଇଁ ଆପଣ ବଳି ଯାଇଥିବା ବାସି ଭାତ କିମ୍ବା ସଜ ଭାତ ତିଆରି କରି ବନେଇପାରିବେ । ଗୋଟେ ପାତ୍ରରେ ଦହି ନେବେ, ସେଥିରେ ଛୋଟ ଛୋଟ କଟା ହୋଇଥିବା କାକୁଡି, ଗାଜର ପକାଇପାରିବେ । ସେଥିରେ ଆପଣ ବାସି ଭାତକୁ ମିଶାଇ ଦେବେ ।

ଗ୍ୟାସ ଲଗାଇ ଏକ କଡେଇ ବସେଇବେ । ସେଥିରେ ତେଲ ପକାଇବେ । ତେଲ ଗରମ ହେବା ପରେ ଜିରା, ସୋରିଷ, ଭୃଷଙ୍ଗ ପତ୍ର, କଞ୍ଚା ଲଙ୍କା ପକେଇ ତାକୁ ହାଲକା ଭାଜିବେ । ଏହା ପ୍ରସ୍ତୁତ ହେବା ପରେ ଦହି ଭାତରେ ଏହାକୁ ପକାଇ ଦେବେ । ଏହାକୁ ସଜାଇବା ପାଇଁ ଉପରେ ଧନିଆ ପତ୍ର ଓ ଡାଳିମ୍ବ ପକାଇଦେବେ ।

ଏହା ବନାଇବା ଯେତିକି ସହଜ, ଖରାଦିନେ ପେଟ ମଧ୍ୟ ଥଣ୍ଡା ରଖିବ । ଆପଣଙ୍କ ଛୁଆ ସ୍କୁଲ ଯାଉଥିଲେ ଏହାକୁ ଆପଣ ଟିଫିନ୍ ରେ ମଧ୍ୟ ଦେଇପାରିବେ ।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 222Word Count: 174See All articles From Author

Add Comment

General Articles

1. Will Indian Universities Survive In The Age Of Ai?
Author: Chaitanya kumari

2. How Seo Helps Jewelry Brands Attract More Customers
Author: neetu

3. How Do You Choose The Best Sap Training Institute In Hyderabad?
Author: Avina Technologies

4. Why The Car You Choose Matters As Much As The Places You Plan To Visit In Odisha
Author: Sai Krupa Travel

5. Udaipur Beyond Weddings: Places To Explore On Your Destination Wedding Trip
Author: Rubystone Hospitality

6. Honda Super-one Ev: Battery, Range, Features And Performance
Author: evinsighthub

7. A Beginner’s Roadmap To Building A Career Through Cybersecurity Jobs
Author: Yash Durgavli

8. Api Cl-4 Engine Oil Explained- The New Heavy-duty Diesel Oil Standard For 2027
Author: bdean

9. Accurate Neurosurgery Coding And Billing Services In Alabama
Author: Brain

10. How Can Deliveroo, Uber Eats Restaurant Data Scraping Transform Food Delivery Market Intelligence?
Author: Food Data Scrape

11. Commercial Door Lock Replacement: Reliable Business Security Solutions
Author: 495 Locksmith - Beltway Home Services

12. How To Choose A Clinical Research Organization In France For Your Clinical Trial
Author: zenovel pharma

13. Ultimate Guide To Outside Plant Engineering: Mastering The Osp Design Program
Author: Passyourcert

14. Amazon Product Data Scraping Insights For Sellers
Author: Actowiz Metrics

15. How Can Pan-india Healthy Restaurant, Café, And Cloud Kitchen Data Scraping Transform Food Intelligence?
Author: Food Data Scrape

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: