123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଏଇଟି ପିଜା ସବୁଠୁ ଶସ୍ତା, ସନ୍ଧ୍ୟା ହେଲେ ଲାଗୁଛି ଭିଡ..

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ : ପିଜା । ନାଁ ଶୁଣିବା ମାତ୍ରେ ପାଟିରୁ ଲାଳ ବୋହିବା ଆରମ୍ଭ କରେ । ଯୁବପିଢୀଙ୍କର ବେଶ ପସନ୍ଦ ପିଜା । ହେଲେ ଏହି ଖାଇବା ଚିଜଟିର ନାଁ ଯେମିତି ଦାମ ବି ସେମିତି । ଟେଷ୍ଟ ଅନୁଯାୟୀ ବିଭିନ୍ନ ସ୍ଥାନରେ ଏହାର ଦାମ ସେତିକି ସେତିକି ଅଧିକ ହୋଇଥାଏ । ହେଲେ ଆପଣ କେବେ ଶୁଣିଛନ୍ତି କି ପିଜାର ଦାମ ମାତ୍ର ୩୯ ଟଙ୍କା ? ଶୁଣିବା ପରେ ବି ଆପଣ ବିଶ୍ବାସ କରିବେନି, କି ଏତେ କମ ଦାମରେ କଣ ସତରେ ପିଜା ବିକ୍ରି ହୁଏ ? ହେଲେ ଏହି କଥାଟା ସତ ଆଜ୍ଞା । ଏପରି ଏକ ଦୋକାନ ଅଛି ଯେଉଁଠି ପିଜା ଖୁବ କମ ମୂଲ୍ୟରେ ମିଳିଥାଏ । ଯେଉଁଠିକୁ ଅନେକ ...
... ଦୂର ଦୂରାନ୍ତରୁ ଲୋକେ ପିଜା ଖାଇବାକୁ ଆସିଥାନ୍ତି

ଅଧିକ ପଢନ୍ତୁ : ଓଜନ ହ୍ରାସ କରିବ ଏହି ସ୍ଥାନର "ଛୋଲେ ବଟୁରେ"

ତେବେ ଆପଣଙ୍କୁ ଯଦି ଏପରି ସ୍ବାଦିଷ୍ଟ ପିଜା କମ ମୂଲ୍ୟରେ ଖାଇବାର ଅଛି ଆପଣଙ୍କୁ ଛତିଶଗଡ ଯିବାକୁ ପଡିବ । ଛତିଶଗଡର ରାଜଧାନୀରେ ଥିବା ଏକ ଦୋକାନରେ ଖୁବ ସୁଦ୍ଧ ଏବଂ କମ ମୂଲ୍ୟରେ ଏହି ପିଜା ତିଆରି କରାଯାଏ । ଯାହାର ମୂଲ୍ୟ ରହିଛି ମାତ୍ର ୩୯ ଟଙ୍କା । ସନ୍ଧ୍ୟା ହେବାକ୍ଷଣି ଏଠାରେ ପିଜା ଖାଇବା ପାଇଁ ଲୋକଙ୍କର ଭିଡ ଜମିଥାଏ । ଏହି ଦୋକାନର ନାଁ ହେଉଛି 'ଦ ଭୁକଡ' । ଏହି ଦୋକାନର ମାଲିକ ଦୀପକ ଜାଲ କହିଛନ୍ତି , ସେ ମାତ୍ର କିଛି ମାସ ହେବ ଏହି ଦୋକାନ ଖୋଲିଛନ୍ତି । ରାୟପୁରରେ ସବୁଠୁ ଶସ୍ତା ପିଜା ତାଙ୍କ ଦୋକାନରେ ସେ ବିକ୍ରି କରନ୍ତି । ହେଲେ ପିଜାର ସ୍ବାଦରେ କୌଣସି ପରିବର୍ତ୍ତନ ହୁଏନି । ସବୁ ଫ୍ଲେବରର ପିଜା ସେ ତିଆରି କରିଥାନ୍ତି । ଏବଂ ସେ ଏହା ମଧ୍ୟ କହିଛନ୍ତି, ଯେ ଅନେକ ଲୋକ ଅଛନ୍ତି, ଯେଉଁମାନଙ୍କୁ ପିଜା ପସନ୍ଦ, ହେଲେ ପିଜାର ଦାମ ଅଧିକ ଯୋଗୁଁ ସେ ଖାଇନଥାନ୍ତି । ସେକଥାକୁ ଚିନ୍ତା କରି ସେ ମାତ୍ର ୩୯ ଟଙ୍କାରେ ପିଜା ବିକ୍ରି କରୁଛନ୍ତି । ତେବେ ଏହି ଦୋକାନରେ ମଧ୍ୟ ପିଜା ଖାଇବାକୁ ଗ୍ରାହକ ମାନେ ବେଶ ପସନ୍ଦ କରୁଥିବା ମତାମତ ଦେଇଛନ୍ତି ।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 220Word Count: 243See All articles From Author

Add Comment

General Articles

1. Will Indian Universities Survive In The Age Of Ai?
Author: Chaitanya kumari

2. How Seo Helps Jewelry Brands Attract More Customers
Author: neetu

3. How Do You Choose The Best Sap Training Institute In Hyderabad?
Author: Avina Technologies

4. Why The Car You Choose Matters As Much As The Places You Plan To Visit In Odisha
Author: Sai Krupa Travel

5. Udaipur Beyond Weddings: Places To Explore On Your Destination Wedding Trip
Author: Rubystone Hospitality

6. Honda Super-one Ev: Battery, Range, Features And Performance
Author: evinsighthub

7. A Beginner’s Roadmap To Building A Career Through Cybersecurity Jobs
Author: Yash Durgavli

8. Api Cl-4 Engine Oil Explained- The New Heavy-duty Diesel Oil Standard For 2027
Author: bdean

9. Accurate Neurosurgery Coding And Billing Services In Alabama
Author: Brain

10. How Can Deliveroo, Uber Eats Restaurant Data Scraping Transform Food Delivery Market Intelligence?
Author: Food Data Scrape

11. Commercial Door Lock Replacement: Reliable Business Security Solutions
Author: 495 Locksmith - Beltway Home Services

12. How To Choose A Clinical Research Organization In France For Your Clinical Trial
Author: zenovel pharma

13. Ultimate Guide To Outside Plant Engineering: Mastering The Osp Design Program
Author: Passyourcert

14. Amazon Product Data Scraping Insights For Sellers
Author: Actowiz Metrics

15. How Can Pan-india Healthy Restaurant, Café, And Cloud Kitchen Data Scraping Transform Food Intelligence?
Author: Food Data Scrape

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: