123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଆଜି ହେଉଛି ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ମେ 28କୁ ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ ଭାବେ ପାଳନ କରାଯାଉଛି। ଆଜି ସାରା ବିଶ୍ବ ଏହି ଦିବସକୁ ପାଳନ କରୁଛି। ନାରୀ ଜୀବନର ଏକ ବିଶେଷ ଅଂଶ ହେଉଛି ଋତୁସ୍ରାବ । ଯଦି ଜଣେ ମହିଳା ଋତୁସ୍ରାବ ହୋଇ ନ ଥାଏ ତାହାଲେ ସେ ମାଆ ହେବା ସମ୍ଭବ ହୋଇନଥାଏ । ଆଜିକା ସମୟରେ ଋତୁସ୍ରାବକୁ ନେଇ କିଛି ମାତ୍ରାରେ ସାଧାରଣ ଜୀବନରେ ସଚେତନତା ସୃଷ୍ଟି ହୋଇଛି ସତ, କିନ୍ତୁ ଏବେ ବି ସମାଜରେ ଏହାକୁ ନେଇ ଅନେକ ଦ୍ବନ୍ଦ ଓ ଅନ୍ଧବିଶ୍ବାସ । ଏହାର ଉଦ୍ଦେଶ୍ୟ ହେଉଛି ଯେ ଋତୁସ୍ରାବକୁ ନେଇ ଥିବା ସମସ୍ତ ଅନ୍ଧବିଶ୍ବାସକୁ ଦୂର କରିବା ପାଇଁ ...
... ବିଭିନ୍ନ ସଚେତନତା କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା। କାରଣ ଏବେବି ଗାଁ ଗହଳିର ଲୋକ ସଚେତନ ହୋଇ ନାହାନ୍ତି।

ଏହି ଦିବସଟି ପ୍ରଥମେ 2014 ମସିହାରେ ଜର୍ମାନର ଏକ NGO ସଂସ୍ଥା ୱାସ ୟୁନାଇଟେଡ(Wash United) ଦ୍ବାରା ଆରମ୍ଭ କରାଯାଇଥିଲା । ପ୍ରତ୍ୟେକ ମହିଳାଙ୍କ ମାସିକ ଋତୁସ୍ରାବ 28 ଦିନରେ ହେଉଥିବାରୁ ଏହି ଦିବସ ପାଳନ କରିବା ପାଇଁ 28 ତାରିଖକୁ ଧାର୍ଯ୍ୟ କରାଯାଇଥିଲା । ଋତୁସ୍ରାବ ସମୟରେ ସ୍ବଚ୍ଛତା ବଜାୟ ରଖିବା ଲାଗି ମହିଳାମାନଙ୍କ ସଚେତନ କରିବା ଲକ୍ଷ୍ୟରେ ଏହି ଦିବସ ବିଶ୍ବ ସ୍ତରରେ ପାଳନ କରାଯାଇଥିଲା ।

ମାସିକ ଋତୁସ୍ରାବ ଦିବସ କାହିଁକି ପାଳନ କରାଯାଏ:
ଦୁନିଆର ଅନେକ ଦେଶରେ ଆଜି ବି ଲୋକମାନଙ୍କର ଚିନ୍ତାଧାରାରେ ପରିବର୍ତ୍ତନ ହୋଇନାହିଁ । ଯେଉଁଥିପାଇଁ ଆଜି ମଧ୍ୟ ମହିଳାମାନେ ଖୋଲାଖୋଲି ଭାବେ କଥାବାର୍ତ୍ତା କରିବାକୁ ସକ୍ଷମ ନୁହନ୍ତି । ଲୋକଙ୍କ ମାନସିକତାକୁ ପରିବର୍ତ୍ତନ କରିବା ପାଇଁ ପ୍ରତିବର୍ଷ ମାସିକ ଋତୁସ୍ରାବ ଦିବସ ପାଳନ କରାଯାଏ । ଅନେକ ୟୁଟେରସ୍ କ୍ୟାନ୍ସର ପାଇଁ ଅସୁରକ୍ଷିତ ଋତୁସ୍ରାବ ଦାୟୀ । ଶିକ୍ଷାର ଅଭାବ କାରଣରୁ ମହିଳାମାନେ ଏନେଇ ସଚେତନ ନୁହଁନ୍ତି ତେଣୁ ସେମାନଙ୍କ ପାଖରେ ଏହି ବାର୍ତ୍ତା ପହଞ୍ଚାଇବା ପାଇଁ ସମସ୍ତ ଗାଁ ଓ ସହରରେ ଏହି ଦିବସ ପାଳନ କରାଯିବା ଉଚିତ । ମାନସିକ ଚିନ୍ତାଧାରାକୁ ପରିବର୍ତ୍ତନ କରି ସଚେତନ ହେବାର ଆବଶ୍ୟକତା ରହିଛି।

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 202Word Count: 220See All articles From Author

Add Comment

General Articles

1. Improve Revenue With Expert Endovascular Medical Billing Services
Author: Brain

2. Kaal Sarp Dosh Puja In Trimbakeshwar: Step-by-step Ritual Guide
Author: Pandit Surya Prakash Guruji

3. How A Jee Main Online Mock Test Can Improve Your Preparation
Author: Sarthaks eConnect

4. What Is Gallbladder Surgery And When Do You Need It?
Author: Ravina

5. Zardozi, Aari & Threadwork: The Complete 2026 Hand Embroidery Guide For Fashion Brands
Author: Sandeep

6. Aaism Certification: Your Complete Guide To Training, Exam Cost, And Career Benefits In 2026
Author: Passyourcert

7. Transform Your Business With Bloom Agency: Website Development, Digital Marketing & Menu Card Design
Author: bloom agency

8. Why Choosing Independent Wood Burning Stove Installers Near Me Ensures Quality Workmanship And Long-term Peace Of Mind
Author: John Burdis

9. Why Is Dubbing For Animation Harder Than Live-action?
Author: Pratham Singh

10. Air Cooler Body Price: Factors That Influence Cost And How To Choose The Right One
Author: Nitin Bhandari

11. Sat Chandi Path And Navchandi Yagna In Trimbakeshwar: Benefits, Cost And Puja Guide
Author: Pandit Narayan Shastri

12. Live-in Care Vs Domiciliary Care: Which Home Care Option Is Right For Your Loved One?
Author: Jean-Marie

13. Interior Car Cleaning: What Is Car Interior Cleaning And Is Interior Car Detailing Worth It?
Author: Aquatint Detailing

14. Industrial Metal And Steel Scrap Recycling Infrastructure
Author: Shri Sabhari

15. Buy Premium Kitchen Chimneys Online | Auto Clean & Filterless | Kaff
Author: KAFF

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: