123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଅକ୍ଷୟ ତୃତୀୟାରେ ତୁଳସୀ ପତ୍ର ତୋଳୁଛନ୍ତି କି ? ହୋଇପାରେ..

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଓଡିଶାର ମହାନ୍ ପର୍ବ ଅକ୍ଷୟ ତୃତୀୟା । ଏହି ପର୍ବର ରହିଛି ଅନେକ ମହତ୍ତ୍ଵ। ଏହି ଦିନ ଅକ୍ଷି ମୁଠି ଅନୁକୂଳ କରାଯାଇଥାଏ । ଏହି ଅକ୍ଷୟ ତୃତୀୟାରେ କିପରି କରିବେ ମା ମହାଲକ୍ଷ୍ମୀଙ୍କୁ ଶାନ୍ତି ? ଏଥିପାଇଁ ମଧ୍ୟ ବିଭିନ୍ନ ଉପାୟ କରିବାକୁ ହେବ । କିନ୍ତୁ ତୁଳସୀ ଗଛ ସହ ଜଡିତ ଏହି ଭୁଲ କରନ୍ତୁ ନାହିଁ କରିଲେ ମା ମହାଲକ୍ଷ୍ମୀଙ୍କ କୋପ ପଡିବ । ତେବେ ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟା କଣ କଲେ ମା' ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ ।
ଏହି ବର୍ଷ ଅକ୍ଷୟ ତୃତୀୟା ୧୦ ମେ ଶୁକ୍ରବାର ଅର୍ଥାତ ଆସନ୍ତକାଲି ...
... ପଡୁଛି । ହିନ୍ଦୁ ଶାସ୍ତ୍ରନୁସାରେ, ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ପକ୍ଷରେ ଏହି ପବିତ୍ର ଅକ୍ଷୟ ତୃତୀୟାର ପର୍ବ ପାଳନ କରାଯାଏ । ଜ୍ୟୋତିଷ ମାନେ ଏହି ଦିନ ମତ ଦିଅନ୍ତି ଯେ, ଏହି ଅକ୍ଷୟ ତୃତୀୟା ଦିନ ତୁଳସୀ ଗଛ ସହ ଜଡିତ କୌଣସି ଭୁଲ କରିବା ଉଚିତ୍ ନୁହେଁ ।
ଅକ୍ଷୟ ତୃତୀୟା ଦିନ ଭଗବାନ ବିଷ୍ଣୁଙ୍କ ଉପାସନା କରାଯାଉଥିବାରୁ ଏହି ଦିନ ଭୁଲରେ ବି ତୁଳସୀ ଗଛର ପତ୍ରକୁ ତୋଳାଯାଇନଥାଏ । କାରଣ ଶାସ୍ତ୍ର କୁହେ ତୁଳସୀ ଗଛରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି । ସେଥିପାଇଁ ତୁଳସୀ ଗଛକୁ ଯତ୍ନ ସହକାରେ ପୂଜା କରାଯାଏ । ଏହି ଦିନ ଅସନା ବା ମଇଳା ହାତରେ ତୁଳସୀ ଗଛକୁ ଛୁଇଁବା ବି ଭୁଲ ବୋଲି ମନେ କରାଯାଏ । ଏହା ସହ ନ ଗାଧୋଇ ତୁଳସୀ ଗଛରେ ପାଣି ଦେବା ବି ଉଚିତ ନଥାଏ । ଅକ୍ଷୟ ତୃତୀୟା ଦିନ ତୁଳସୀ ଗଛ ପାଖରେ କୌଣସି ଅଳିଆ ଆବର୍ଜନା ରଖାଯାଇନଥାଏ । ଏହା ସହ ଜୋତା ଚପଲ ରଖିବାକୁ ବାରଣ କରାଯାଇଥାଏ ।

ଅଧିକ ପଢନ୍ତୁ ଧର୍ମ ଓ ସଂସ୍କୃତି ଖବର
ହିନ୍ଦୁ ଶାସ୍ତ୍ର କୁହେ କୌଣସି ଶୁଭ କର୍ମରେ କଳା ରଙ୍ଗର ପୋଷାକ ପିନ୍ଧିବା ଠିକ୍ ନୁହେଁ । ଏହି ଅକ୍ଷୟ ତୃତୀୟା ଦିନ ତୁଳସୀ ମା'ଙ୍କୁ ସ୍ଵଚ୍ଛ ଓ ଶୁଦ୍ଧ ରଙ୍ଗର ପୋଷାକ ପିନ୍ଧିବା ଠିକ୍ ହୋଇଥାଏ । ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କ ପ୍ରସାଦରେ ସର୍ବଦା ତୁଳସୀର ପ୍ରୟୋଗ କରାଯାଏ । ଏହି ଦିନ ମଧ୍ୟ ପ୍ରସାଦରେ ତୁଳସୀର ବ୍ୟବହାର କରିବା ଉଚିତ୍ ହେଇଥାଏ ।
ଏହା ସହ ଅକ୍ଷୟ ତୃତୀୟାରେ ମହିଳା ମାନେ ସ୍ଵଚ୍ଛ ମନରେ ତୁଳସୀ ମା'ଙ୍କ ପୂଜା କରିବା ଦ୍ଵାରା ଘରେ ଧନଧାନ୍ୟର ବୃଦ୍ଧି ଘଟିଥାଏ । ଏହି ସବୁ ଉପାୟକରିବା ଦ୍ଵାରା ଅକ୍ଷୟ ତୃତୀୟାରେ ଭଗବାନ ବିଷ୍ଣୁ ଓ ମା' ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ ।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 199Word Count: 283See All articles From Author

Add Comment

General Articles

1. Mana Run Vizag 2026 Brings Vizag Together In A Celebration Of Fitness And Community
Author: Timing Technologies

2. Aldi Brand Growth And Marketing Strategy Analysis
Author: Actowiz Metrics

3. Performance Appraisal Methods: Effective Ways To Evaluate Employee Performance
Author: Rohit Yadav

4. Ai Voice Agent In India: How Heybol Is Changing Business Calls
Author: Heybol

5. Embrace The Absurdity: Your Guide To Conquering Drive Mad
Author: Joseph Barber

6. Dentist In Virar: Understanding Costs Before You Book
Author: pravindentalclinic

7. How Can Ai-ready Website Development Improve Online Visibility?
Author: DNA Digital Group

8. What Information Should You Give A Mold Inspector About Your Symptoms
Author: BayAreaMoldPros

9. India Vs Japan T20i 2026: Historic Cricket Clash Set For September 22
Author: Mike

10. A Quick Guide To Mobile App Backend Development
Author: brainbell10

11. Why Data Science Training Can Be Valuable For Personal And Professional Knowledge
Author: dhwani

12. How To Plan A Tire Rubber Crumb Plant Around The Product You Intend To Sell
Author: YUXI

13. What Is Slaked Lime And Why Is It Widely Used?
Author: shiviminerals

14. Beautiful Ram Site In Sitting Position For Your Home And Temple
Author: Ruhi

15. Time And Attendance Tracking: Improving Employee Time Management
Author: Rohit Yadav

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: