123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଜାଣନ୍ତୁ ଅଧିକ ଖାଇଲେ କେମିତି ଓଜନ କମେ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ଫିଟ୍ ରହିବା ସମସ୍ତଙ୍କୁ ପସନ୍ଦ। କିନ୍ତୁ ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଫିଟ୍ ରହିବା ଅତ୍ୟନ୍ତ କଷ୍ଟକର ହୋଇପଡିଛି। ଅଫିସରେ ଦିନକୁ ୯ରୁ୧୦ ଘଣ୍ଟା ବସିରହିବାକୁ ପଡ଼ୁଛି। ଯାହା ମେଦ ବହୁଳତାର ବଡ଼ କାରଣ। ଓଜନ ବୃଦ୍ଧି ପାଇଁ କିଛି ଲୋକ ଡ଼ିପ୍ରେସନର ଶୀକାର ମଧ୍ୟ ହୁଅନ୍ତି। କିନ୍ତୁ ଏଥିରେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ସରଳ ଉପାୟରୁ ଆପଣ ଓଜନ ହ୍ରାସ କରିପାରିବେ। ଆମେ ଆପଣଙ୍କୁ କିଛି ଟିପ୍ସ ଦେବୁ ଯାହା ଦ୍ବାରା କେବଳ ୧୦ ଦିନରେ ୨ରୁ ୩ କିଲୋ ପର୍ଯ୍ୟନ୍ତ ଓଜନ କମ କରିପାରିବେ।

ଓଜନ କମେଇବା ...
... ହେଉଛି ଏକ ଦୃଢ଼ ମନୋବଳ। ବିଶେଷ କିଛି ନୁହେଁ ଆପଣ ସବୁ ଖାଇ ମଧ୍ୟ ଫିଟ୍ ରହିପାରିବେ। ପ୍ରଥମେ ନିଜକୁ ସେମିତି ହିଁ ଗ୍ରହଣ କରନ୍ତୁ ଯେମିତି ବର୍ତ୍ତମାନ ଅଛନ୍ତି। ଯାହାଦ୍ବାରା ଆପଣଙ୍କ ମାଇଣ୍ଡ ପଜିଟିଭ୍ ରହିବ ଏବଂ ଆପଣ ବିନା ଷ୍ଟ୍ରେସ୍ କି ଟେନସନରେ ଜୀବନଶୈଳୀରେ ଛୋଟ ଛୋଟ ପରିବର୍ତ୍ତନ ଆଣି ଓଜନ ହ୍ରାସ କରିପାରିବେ।କିଛି ଲୋକ ଭାବନ୍ତି କମ୍ ଖାଇଲେ ଓଜନ ହ୍ରାସ ନୁହେଁ। ଏହା ସମ୍ପୂର୍ଣ୍ଣ ଭୁଲ ଧାରଣା। ଯଦି ଆପଣ କମ୍ ଖାଉଛନ୍ତି ଏବଂ ଅଧିକ ସମୟ ପର୍ଯ୍ୟନ୍ତ ପେଟ ଖାଲି ରଖୁଛନ୍ତି ତାହେଲେ ଗ୍ୟାଷ୍ଟ୍ରିକ୍ ହେବାର ସମ୍ଭାବନା ବହୁତ୍। ତେଣୁ ଆପଣ କେବଳ ଘର ଖାଇବା ଖାଆନ୍ତୁ ,କମ୍ ପରିମାଣର ଅଧିକଥର ଖାଆନ୍ତୁ କିନ୍ତୁ ଏକା ସମୟରେ ଅଧିକ ପରିମାଣର ଖାଦ୍ୟ ଖାଆନ୍ତୁନାହିଁ।

ନିୟମିତ ଭାବରେ ସବୁଜ ପନିପରିବା ଖାଇବା ସହିତ ସାଲାଡ଼,ଡ଼୍ରାଏଫ୍ରୁଟସ,ଫଳ ଏବଂ ସୁପ ପିଅନ୍ତୁ। ତେଲ ମସଲା ,ଜଙ୍କ ଫୁଡ଼କୁ ବର୍ଜନ କରନ୍ତୁ। ସନ୍ଧ୍ୟା ୭ଟା ପରେ ଭାତ,ରୁଟି ଏବଂ ଅନ୍ୟାନ୍ୟ ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଖାଇବା ପରେ ବସନ୍ତୁ କି ଶୁଅନ୍ତୁ ନାହିଁ,କିଛି ସମୟ ଚାଲନ୍ତୁ। ଏହା ଖାଦ୍ୟ ହଜମରେ ସାହାଯ୍ୟ କରିବା ସହିତ କ୍ୟାଲୋରୀ ଘଟାଇବାରେ ମଧ୍ୟ ସାହାଯ୍ୟ କରିଥାଏ।
ମିଠା ଏବଂ ଲୁଣ କମ୍ ଖାଆନ୍ତୁ। ମିଠା ଖାଇବା ଦ୍ବାରା ଖୁବ୍ ଶୀଘ୍ର ଓଜନ ବୃଦ୍ଧି ହୋଇଥାଏ। ଏବଂ ଅଧିକ ଲୁଣ ଖାଇବା ଦ୍ବାରା ପେଟ ଫୁଲିଥାଏ। ନିୟମିତ ଭାବରେ ଅତି କମ୍ ରେ ୧୫ ମିନିଟ୍ ବ୍ୟାୟାମ କରନ୍ତୁ। ଜିମ୍ ଯିବା ଜରୁରୀ ନୁହେଁ କିନ୍ତୁ କିଛି ନା କିଛି ଶାରିରୀକ କାର୍ଯ୍ୟକଳାପ କରିବା ନିହାତି ଆବଶ୍ୟକ।

ତେବେ ଏହି ସବୁ ଟିପ୍ସ ଆପଣାଇଲେ ଆପଣ ସୁସ୍ଥ ରହିବା ସହିତ ଓଜନ ବି ହ୍ରାସ କରିପାରିବେ।

ଅଧିକ ପଢ଼ନ୍ତୁ ଜୀବନଶୈଳୀ ଖବର

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 264Word Count: 252See All articles From Author

Add Comment

General Articles

1. Mana Run Vizag 2026 Brings Vizag Together In A Celebration Of Fitness And Community
Author: Timing Technologies

2. Aldi Brand Growth And Marketing Strategy Analysis
Author: Actowiz Metrics

3. Performance Appraisal Methods: Effective Ways To Evaluate Employee Performance
Author: Rohit Yadav

4. Ai Voice Agent In India: How Heybol Is Changing Business Calls
Author: Heybol

5. Embrace The Absurdity: Your Guide To Conquering Drive Mad
Author: Joseph Barber

6. Dentist In Virar: Understanding Costs Before You Book
Author: pravindentalclinic

7. How Can Ai-ready Website Development Improve Online Visibility?
Author: DNA Digital Group

8. What Information Should You Give A Mold Inspector About Your Symptoms
Author: BayAreaMoldPros

9. India Vs Japan T20i 2026: Historic Cricket Clash Set For September 22
Author: Mike

10. A Quick Guide To Mobile App Backend Development
Author: brainbell10

11. Why Data Science Training Can Be Valuable For Personal And Professional Knowledge
Author: dhwani

12. How To Plan A Tire Rubber Crumb Plant Around The Product You Intend To Sell
Author: YUXI

13. What Is Slaked Lime And Why Is It Widely Used?
Author: shiviminerals

14. Beautiful Ram Site In Sitting Position For Your Home And Temple
Author: Ruhi

15. Time And Attendance Tracking: Improving Employee Time Management
Author: Rohit Yadav

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: