123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଗରମରେ : କେମିତି ପିଇବେ ଚା କିମ୍ଵା କଫି

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ଚା ପିଇବାକୁ ଭଲପାଉଥିବା ଲୋକମାନେ ଜାଣିଛନ୍ତିକି ଗ୍ରୀଷ୍ମ ତୁରେ ଏହାକୁ ପିଇବାର ସଠିକ୍ ଉପାୟ କ’ଣ ଏବଂ ଗୋଟିଏ ଦିନରେ କେତେ କପ୍ ପିଇବା ଉଚିତ୍ ।

ଗ୍ରୀଷ୍ମ ତୁରେ ଅଧିକ ଚା ପିଇବା ଦ୍ୱାରା ଶରୀର ପାଇଁ କ୍ଷତି ହୋଇଥାଏ । ଅଧିକ ଚା ପିଇବା ଦ୍ୱାରା ଶରୀରରେ ଡିହାଇଡ୍ରେସନ୍ ହୋଇପାରେ । ଚା ପିଉଥିଵା ଲୋକ ମାନେ ଗରମ କିମ୍ବା ଥଣ୍ଡା ଦେଖନ୍ତି ନାହିଁ ସେମାନେ କେବଳ ଚା କପ୍ ଏବଂ ଏଥିରୁ ଆସୁଥିବା ସ୍ଵାଦକୁ ଦେଖନ୍ତି ।

ଅନେକ ଲେକଙ୍କର ଦିନ ଚା ପିଇବା ସହିତ ଆରମ୍ଭ ହୁଏ । ଗ୍ରୀଷ୍ମ ତୁରେ ଅତ୍ୟଧିକ ଚା ପିଇବା ଦ୍ୱାରା ପେଟ ଗ୍ୟାସ ଏବଂ ପେଟ ଗରମ ହୋଇଥାଏ । ଗ୍ରୀଷ୍ମ ତୁରେ ଅଧିକ ଚା ଏବଂ କଫି ନ ପିଇବାକୁ ମଧ୍ୟ ଡାକ୍ତର କହିଥାନ୍ତି । ଯଦି ଆପଣ ଚା କୁ ଭଲ ପାଆନ୍ତି ତେବେ ସଂପୂର୍ଣ୍ଣ ବନ୍ଦ କରିବା କଷ୍ଟକର ହୋଇପାରେ

ଯେଉଁ ବ୍ୟକ୍ତିମାନେ ଚା କିମ୍ଵା କଫି ସବୁବେଳ ପସନ୍ଦ କରିଥାନ୍ତି ସେମାନେ ଚା ପିଇଵା ପୂର୍ବରୁ ଏକ ଗ୍ଲାସ ପାଣି ପିଅନ୍ତୁ । ଏହା କରିବା ଦ୍ଵାରା ଚା’ର ପ୍ରଭାବ ସାମାନ୍ୟ କମିଯାଇ ପାରେ । ଯଦି ଆପଣ ଏକ କପ୍ ଚା ପିଇଛନ୍ତି ତେବେ ଆପଣଙ୍କୁ ଏଥିପାଇଁ ଏକ ଗ୍ଲାସ୍ ପାଣି ପିଇବାକୁ ପଡିବ । ଯଦି ଆପଣ ଦିନକୁ ୩ କପ୍ ଚା ପିଉଛନ୍ତି, ତେବେ ଆପଣ ୪ ଗ୍ଲାସ ପାଣି ପିଅନ୍ତୁ
ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 276Word Count: 169See All articles From Author

Add Comment

General Articles

1. Mana Run Vizag 2026 Brings Vizag Together In A Celebration Of Fitness And Community
Author: Timing Technologies

2. Aldi Brand Growth And Marketing Strategy Analysis
Author: Actowiz Metrics

3. Performance Appraisal Methods: Effective Ways To Evaluate Employee Performance
Author: Rohit Yadav

4. Ai Voice Agent In India: How Heybol Is Changing Business Calls
Author: Heybol

5. Embrace The Absurdity: Your Guide To Conquering Drive Mad
Author: Joseph Barber

6. Dentist In Virar: Understanding Costs Before You Book
Author: pravindentalclinic

7. How Can Ai-ready Website Development Improve Online Visibility?
Author: DNA Digital Group

8. What Information Should You Give A Mold Inspector About Your Symptoms
Author: BayAreaMoldPros

9. India Vs Japan T20i 2026: Historic Cricket Clash Set For September 22
Author: Mike

10. A Quick Guide To Mobile App Backend Development
Author: brainbell10

11. Why Data Science Training Can Be Valuable For Personal And Professional Knowledge
Author: dhwani

12. How To Plan A Tire Rubber Crumb Plant Around The Product You Intend To Sell
Author: YUXI

13. What Is Slaked Lime And Why Is It Widely Used?
Author: shiviminerals

14. Beautiful Ram Site In Sitting Position For Your Home And Temple
Author: Ruhi

15. Time And Attendance Tracking: Improving Employee Time Management
Author: Rohit Yadav

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: