123ArticleOnline Logo
Welcome to 123ArticleOnline.com!
ALL >> General >> View Article

ବାପାର ଘୋଷଣା ; ଝିିଅ ପାଇଁ ପ୍ରସ୍ତାବ ଖୋଜିଦେଲେ ମିଳିବ ୩ ଲକ୍ଷ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ : ବିବାହ ପ୍ରସ୍ତାବ ଖୋଜିଦେଲେ ମିଳିବ ୩ ଲକ୍ଷ । ଏପରି କିଛି ଘୋଷଣା କରିଛନ୍ତି ଜଣେ ଝିଅର ବାପା । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ବିବାହ, ଜନ୍ମ ଜନ୍ମର ସମ୍ପର୍କ । ଯେଉଁ ସମ୍ପର୍କ ତିଆରି କରିବା ପୂର୍ବରୁ ଲୋକେ ଅନେକ ଭାବନ୍ତି , ଅନେକ ପରଖିନିଅନ୍ତି , ଅନେକ ବାଛ ବିଚାର କରନ୍ତି । କାରଣ ତାଙ୍କ ସହ ସାରା ଜୀବନ କାଟିବାକୁ ପଡେ । ସେଥିପାଇଁ ସମସ୍ତେ ନିଜ ପାଇଁ ନିଜ ପସନ୍ଦର ଜୀବନସାଥୀ ମିଳିବା ଯାଏଁ ଅପେକ୍ଷା କରନ୍ତି । କେବଳ ଯେ ଯିଏ ବିବାହ କରିବ ସେ ନୁହେଁ, ତାଙ୍କ ନେଇ ପୁରା ପରିବାର ମଧ୍ୟ ...
... ସେତିକି ବ୍ୟସ୍ତ ବିବ୍ରତ ଥାଆନ୍ତି । ବିଶେଷ ଭାବେ ବାପା ମାଆ ନିଜ ସନ୍ତାନଙ୍କ ବିବାହ ପାଇଁ ଖୁବ ଚିନ୍ତିତ ଥାଆନ୍ତି । ଠିକ ସେମିତି ଜଣେ ବାପା ଯିଏ ନିଜ ଝିଅର ଜୀବନସାଥୀ ଖୋଜିଦେବା ପାଇଁ ୩ ଲକ୍ଷ ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି ।

ଅଧିକ ପଢନ୍ତୁ : ଅତ୍ୟଧିକ ଫୋନ ବ୍ୟବହାର କରୁଥିଲେ ସାବଧାନ ! ନହେଲେ ଆପଣଙ୍କର ବି ଆସିପାରେ ଅତ୍ୟଧିକ ବିଲ୍

ଏକ୍ସ ହ୍ୟାଣ୍ଡଲରେ ଭାଇରାଲ ହୋଇଥିବା ଏକ ଟ୍ବିଟରେ ଲେଖାଅଛି , ଜଣେ ବାପା ତା ଝିଅର ବିବାହ ପ୍ରସ୍ତାବ ପାଇଁ ୩ ଲକ୍ଷ ଟଙ୍କା ଦେବାକୁ କହିଛନ୍ତି । ଯେଉଁ ପରିବାର ଖୁବ ଭଲ ପରିବାର ହୋଇଥିବ , ପରିବାରରେ ଆୟ ୨୦୦ କୋଟିରୁ ଅଧିକ ହେଉଥିବ ।

ଏଥିରେ ୟୁଜର୍ସ ମାନେ ବିଭିନ୍ନ ପ୍ରକାରର କମେଣ୍ଟ ଦେଇଥିବା ଦେଖିବାକୁ ମିଳିଛି । ଜଣେ ଲେଖିଛନ୍ତି, ଯଦି ସେହି ପରିବାର ଏତିକି ଟଙ୍କା ଆୟ କରୁଥାନ୍ତି, ତେବେ ଏହି ଝିଅ ଏବଂ ଝିଅର ବାପାଙ୍କର କଣ ପ୍ରକୃତରେ ସେତିକି ଟଙ୍କାର ଉତ୍ତରାଧିକାରୀ ହେବାର ଯୋଗ୍ୟତା ଅଛି, ତାହା ଦେଖିବାକୁ ପଡିବ ।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 195Word Count: 204See All articles From Author

Add Comment

General Articles

1. Mana Run Vizag 2026 Brings Vizag Together In A Celebration Of Fitness And Community
Author: Timing Technologies

2. Aldi Brand Growth And Marketing Strategy Analysis
Author: Actowiz Metrics

3. Performance Appraisal Methods: Effective Ways To Evaluate Employee Performance
Author: Rohit Yadav

4. Ai Voice Agent In India: How Heybol Is Changing Business Calls
Author: Heybol

5. Embrace The Absurdity: Your Guide To Conquering Drive Mad
Author: Joseph Barber

6. Dentist In Virar: Understanding Costs Before You Book
Author: pravindentalclinic

7. How Can Ai-ready Website Development Improve Online Visibility?
Author: DNA Digital Group

8. What Information Should You Give A Mold Inspector About Your Symptoms
Author: BayAreaMoldPros

9. India Vs Japan T20i 2026: Historic Cricket Clash Set For September 22
Author: Mike

10. A Quick Guide To Mobile App Backend Development
Author: brainbell10

11. Why Data Science Training Can Be Valuable For Personal And Professional Knowledge
Author: dhwani

12. How To Plan A Tire Rubber Crumb Plant Around The Product You Intend To Sell
Author: YUXI

13. What Is Slaked Lime And Why Is It Widely Used?
Author: shiviminerals

14. Beautiful Ram Site In Sitting Position For Your Home And Temple
Author: Ruhi

15. Time And Attendance Tracking: Improving Employee Time Management
Author: Rohit Yadav

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: