123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଘରେ ଵଳକା ଦହି ରହିଯାଇଥିଲେ ଏହାକୁ ନଷ୍ଟ କରିବା ଉଚିତ୍ ନୁହେଁ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ସମସ୍ତେ ଦହି ଖାଇଵାକୁ ପସନ୍ଦ କରିଥାନ୍ତି । ଘରେ କିଛି ଵଳକା ଦହି ରହିଯାଇଥାଏ ତେବେ ଏହାକୁ ନଷ୍ଟ କରିବା ଉଚିତ୍ ନୁହେଁ, ଏହାକୁ କିଛି ଉପାୟରେ ବ୍ୟବହାର କରନ୍ତୁ, ଖାଇଵା ,ଚର୍ମ ଏବଂ କେଶ ମଧ୍ୟ ସୁସ୍ଥ ରହିବ ।
ଦହି ଖାଇବା ଦ୍ଵାରା ସ୍ୱାସ୍ଥ୍ୟରେ ଅନେକ ପରିଵର୍ତ୍ତନ ହୋଇଥାଏ ।କାରଣ ଏହାର ବ୍ୟବହାର ହାଡକୁ ମଜବୁତ କରିଥାଏ ଶରୀରରେ କ୍ୟାଲସିୟମର ଅଭାବ ରହିନଥାଏ । କିଛି ଲୋକ ପ୍ରତିଦିନ ଦହି ଖାଇବାକୁ ପସନ୍ଦ କରନ୍ତି ।

ସକାଳେ ଏବଂ ରାତିରେ ଦହି ଖାଇବାକୁ ପସନ୍ଦ କରିଥାନ୍ତି । କିଛି ଲୋକ ବଜାରରୁ ଦହି କିଣୁଥିବାବେଳେ ...
... ଅନେକ ଲୋକ ଘରେ ଦହି ପ୍ରସ୍ତୁତ କରିବାକୁ ପସନ୍ଦ କରନ୍ତି । ଅନେକ ସମୟରେ ଅଧିକ ପରିମାଣରେ ଦହି ଗଚ୍ଛିତ ରଖିବା ହେତୁ ଏହା ଅନେକ ଦିନ ଫ୍ରିଜରେ ରହିଥାଏ । ଚିନି ଏବଂ ଲୁଣ ସହିତ ଖାଇବା ମଧ୍ୟ ଆପଣଙ୍କୁ ବିରକ୍ତ ଲାଗେ ତାସହ କିଛି ଦିନ ରହିଲେ ତାହା ଖଟା ହୋଇଯାଏ । ତେଵେ ବ୍ୟସ୍ତ ହୁଅନ୍ତୁ ନାହିଁ ଆପଣ ବିଭିନ୍ନ ଉପାୟରେ ଦହିକୁ ବ୍ୟବହାର କରିପାରିବେ ।

ଅବଶିଷ୍ଟ ଦହି କିପରି ବ୍ୟବହାର କରିବେ
ଯଦି ଆପଣଙ୍କର ଵଳକା ଅଧିକ ଦହି ରହିଛି ତେଵେ ଏହାକୁ କିପରି ବ୍ୟବହାର କରାଯିଵ ତେବେ ଆପଣ ଏଥିରୁ ବଟରମିଲ୍କ, ତରକାରୀ, ଦହି ଆଳୁ ଇତ୍ୟାଦି ତିଆରି କରିପାରିବେ ।

ଆପଣ ଏହି ଦହିକୁ ସ୍ଲୁଇଟିରେ ବ୍ୟବହାର କରିପାରିବେ । ତେବେ କିଛି ଫଳ, ବରଫ କ୍ୟୁବ୍, ମହୁ ଏବଂ କଦଳୀ ମିଶାଇ ଏକ ସ୍ବାଦଯୁକ୍ତ ଖାଇଵା ପ୍ରସ୍ତୁତ କରି ଏହାକୁ ଖାଆନ୍ତୁ ।

ଆପଣ ମରିନାଡ ପାଇଁ ଦହି ମଧ୍ୟ ବ୍ୟବହାର କରିପାରିବେ । ଅନେକ ଅଣ-ଭେଜ୍ ଆଇଟମ୍ ତିଆରି କରିବାକୁ, ସେଗୁଡିକ ଦହିରେ ମାରିନେଟ୍ କରାଯାଏ । ଯଦି ଆପଣ ମାଂସ ଏବଂ ମାଛ ଖାଆନ୍ତି, ତେବେ କୌଣସି ରେସିପି ପ୍ରସ୍ତୁତ କରନ୍ତୁ ଯାହାକି ଦହି ସହିତ ମରିନାଡ ଆବଶ୍ୟକ

ଯଦି ଆପଣ ସାଲାଡ ଖାଇବାକୁ ପସନ୍ଦ କରନ୍ତି ତେବେ ଆପଣ ସାଲାଡରେ ଦହି ମିଶାଇ ମଧ୍ୟ କରିପାରିବେ । ଏଥିପାଇଁ ଆପଣ ଅଲିଭ୍ ତେଲ, କିଛି କଟା ରସୁଣ ଏବଂ ଲେମ୍ବୁ ରସକୁ ଦହିରେ ମିଶାଇ ପାରିବେ ।
ଆପଣ ଅବଶିଷ୍ଟ ଦହିକୁ ସ୍ନାକ୍ସ, ରୁଟିରେ ଖାଇପାରିଵେ ଏଥିପାଇଁ ରସୁଣକୁ ଭାଜନ୍ତୁ କିଛି ମସଲା,ଏବଂ କିଛି ହଳଦୀକୁ ଦହିରେ ମିଶାନ୍ତୁ । ଏହାକୁ ଭଲ ଭାବରେ ମିଶାନ୍ତୁ ଆପଣ ଏହାକୁ ଯେକୌଣସି ସ୍ନାକ୍ସ, ରୁଟିରେ ଇତ୍ୟାଦିରେ ବୁଡ଼ାଇ ଖାଇପାରିବେ ।

ଯେତେବେଳେ ଅବଶିଷ୍ଟ ଦହି ଟିକେ ଖଟା ହୋଇଯାଏ ଆପଣ ଏଥିରୁ ଲସି ତିଆରି କରିପାରିବେ । ଦହିରେ କିଛି ପାଣି, ଚିନି, ଗୋଲାପ ପାଣି ମିଶାଇ ଏହାକୁ ଏକ ମିକ୍ସର୍ରେ ମିକ୍ସ କରି ପିଅନ୍ତୁ । ଏହାକୁ ପିଇବା ଦ୍ୱାରା ହଜମ ପ୍ରକ୍ରିୟା ସୁସ୍ଥ ରହିବ

ଦହିରୁ ଏକ ଫେସ୍ ମାସ୍କ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ମୁହଁରେ ଲଗାନ୍ତୁ । ଚର୍ମରେ ଦହି ଲଗାଇବା ଦ୍ୱାରା ଚର୍ମ ସଫା ହୋଇଥାଏ ପିଗମେଣ୍ଟେସନ୍ ଏବଂ ଦାଗ କମିଯାଏ ତାହା ସହ ଚର୍ମ କୋମଳ ରହିଥାଏ ।

ଆପଣ ଦହିରୁ ଏକ ହେୟାର ମାସ୍କ ତିଆରି କରି ଏହାକୁ ନିଜ କେଶରେ ଲଗାଇ ପାରିବେ । ଏହା କେଶକୁ ସମ୍ପୂର୍ଣ୍ଣ ପୋଷଣ ଯୋଗାଇବ ସହ ଦହି ଏକ ପ୍ରାକୃତିକ କଣ୍ଡିସନର ଭାବରେ କାମ କରେ ।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 244Word Count: 354See All articles From Author

Add Comment

General Articles

1. Mana Run Vizag 2026 Brings Vizag Together In A Celebration Of Fitness And Community
Author: Timing Technologies

2. Aldi Brand Growth And Marketing Strategy Analysis
Author: Actowiz Metrics

3. Performance Appraisal Methods: Effective Ways To Evaluate Employee Performance
Author: Rohit Yadav

4. Ai Voice Agent In India: How Heybol Is Changing Business Calls
Author: Heybol

5. Embrace The Absurdity: Your Guide To Conquering Drive Mad
Author: Joseph Barber

6. Dentist In Virar: Understanding Costs Before You Book
Author: pravindentalclinic

7. How Can Ai-ready Website Development Improve Online Visibility?
Author: DNA Digital Group

8. What Information Should You Give A Mold Inspector About Your Symptoms
Author: BayAreaMoldPros

9. India Vs Japan T20i 2026: Historic Cricket Clash Set For September 22
Author: Mike

10. A Quick Guide To Mobile App Backend Development
Author: brainbell10

11. Why Data Science Training Can Be Valuable For Personal And Professional Knowledge
Author: dhwani

12. How To Plan A Tire Rubber Crumb Plant Around The Product You Intend To Sell
Author: YUXI

13. What Is Slaked Lime And Why Is It Widely Used?
Author: shiviminerals

14. Beautiful Ram Site In Sitting Position For Your Home And Temple
Author: Ruhi

15. Time And Attendance Tracking: Improving Employee Time Management
Author: Rohit Yadav

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: