123ArticleOnline Logo
Welcome to 123ArticleOnline.com!
ALL >> General >> View Article

କାହିଁକି ବଢୁଛି ସୁନାର ଦର ?

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ନୂଆଦିଲ୍ଲୀ: ଦିନକୁ ଦିନ ବଢିଚାଲିଛି ସୁନାର ଦର । ଏପ୍ରିଲ ୧୨ରେ ସୁନାର ମୂଲ୍ୟ ସର୍ଵୋଚ୍ଚ ସ୍ତରରେ ପହଂଚିଥିବା ବେଳେ ଆଜି ବି ମୂଲ୍ୟ ଅପରିବର୍ତ୍ତତ ରହିଛି । MCX ରେ ₹ 73,958 ସ୍ତରକୁ ଛୁଇଁବା ପରେ ଆଜି ଏହାର ମୂଲ୍ୟ ପ୍ରାୟ 70,725 ଏବଂ କାରବାର ଚାଲିଛି । କଣ ପାଇ ବଢୁଛି ଏହି ସୁନାର ଦର ? ଏସବୁକୁ ଦେଖିବାକୁ ଗଲେ ଟିନା ଫ୍ୟାକ୍ଟର ଯୋଗୁଁ ସୁନା ମୂଲ୍ୟରେ ଏପରି ବୃଦ୍ଧି ଘଟିଛି। କଣ ଏହି ଟିନା ? ଯାହାର ପ୍ରଭାବରେ ବଢିବାରେ ଲାଗିଛି ସୁନାର ଦର । ପ୍ରଥମତଃ ଏହି ଟିନାର ପ୍ରଭାବ ଭାରତରେ ପଡିବନି ।

ଏହା ଚୀନରେ ପ୍ରଭାବ ପକାଇଛି । ଯାହା ଫଳରେ ...
... ଚୀନରେ ସୁନା କ୍ରୟ କରିବା ମଧ୍ୟ ବଢିବାର ଲାଗିଛି । ଚୀନ୍ 2023 ରିପୋର୍ଟ ମୁତାବକ ଚାଇନାର ଲୋକମାନେ ସମୁଦାୟ 630 ଟନ୍ ସୁନା କିଣିଥିବାବେଳେ ଭାରତୀୟମାନେ 562.3 ଟନ୍ କିଣିଛନ୍ତି। ଚାଇନର ଲୋକମାନେ ସୁନା କିଣି ସୁରକ୍ଷିତ ବିନିଯୋଗ କରୁଥିବାରୁ ସୁନାର ମୂଲ୍ୟ ଆକାଶଛୁଆଁ ହୋଇଛି ।ସୁନା ଅଳଙ୍କାର ପାଇଁ ବେଜିଂର ଚାହିଦା 10 ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଭାରତରେ ଏହି ଚାହିଦା 6 ପ୍ରତିଶତ ହ୍ରାସ ପାଇଛି। ନିକଟରେ ଚାଇନ ମୁଦ୍ରା ୟୁଆନ ଦୁର୍ଵଳ ହୋଇପଡିଛି ।

ଚାଇନା ଲୋକ ସୁନା ଆଡକୁ ମୁହାଁଇଛନ୍ତି ଯାହା ଫଳରେ ମାର୍କେଟ୍ ବହୁତ ଅସ୍ଥିର ହୋଇପଡ଼ିଛି । ଯଦିଓ ଚୀନ୍ ଅନ୍ୟ ଦେଶ ତୁଳନାରେ ଅଧିକ ସୁନା ଉତ୍ପାଦନ କରେ, ତଥାପି ଅଧିକ ରପ୍ତାନି କରିବାର ଆବଶ୍ୟକତା ରହିଛି | ଗତ ଦୁଇ ବର୍ଷ ମଧ୍ୟରେ 2,800 ଟନ୍ ସୁନା ବିଦେଶରେ କିଣାଯାଇଛି ଏବଂ ଏହା ସମଗ୍ର ବିଶ୍ୱରେ ଥିବା ସୁନା ବ୍ୟାକିଂ ଏକ୍ସଚେଞ୍ଜ ବାଣିଜ୍ୟ ପାଣ୍ଠି ଠାରୁ ଅଧିକ । ଏସଵୁକୁ ଦେଖିଵାକୁ ଗଲେ ସୁନା ମୂଲ୍ୟରେ ସାମାନ୍ୟ ନରମ ହେବା କେବଳ ଅଗଷ୍ଟ ପରେ ଦେଖାଯିବ, କିନ୍ତୁ ତାହା ମଧ୍ୟ ସାମୟିକ ହେବ ।
ଅଧିକ ପଢନ୍ତୁ ଭାରତ ଖବର

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 229Word Count: 216See All articles From Author

Add Comment

General Articles

1. Mbbs In Vietnam Courses, Top Medical Universities, Fees, Scholarships, And Admission Details!
Author: Rajesh

2. How To Choose The Right Immigration Agency In Dubai For Your Future
Author: Reliance Immigration

3. How A Navi Mumbai Law Firm Groups Property, Family And Banking Matters Under One Roof
Author: Adv. Swanand Pandit

4. Best Learn Copado Online | Devops Copado Course
Author: Visualpath

5. How An Experienced Murder Defense Attorney Can Help Navigate Complex Criminal Charges And Build An Effective Legal Defence
Author: Garcia Jones

6. Why Personalized Treatment Planning Matters When Shopping For Beauty Services
Author: Dr.kaga

7. Why Wireless Lavalier Microphones Are Becoming Essential For Professional Presentations
Author: Vipproaudio

8. Ibm Planning Analytics Training
Author: onlineitguru

9. Vashikaran Astrologer In Haveri
Author: Seoprojects295

10. Ayurvedic Treatment Dubai: Explore Traditional Healing Therapies At Prakriti Ayurveda
Author: Prakriti Ayurvedic

11. New Irdai Insurance Broker Regulations 2026: Important Changes Explained
Author: Divya Saxena

12. Seo Training In Gurgaon
Author: Er. R S Bangar

13. What Are The Benefits Of Organic Farming
Author: peter main

14. High Altitude Washed Arabica Uganda: What Makes This Coffee Worth Buying?
Author: Uganda Coffee

15. How Social Media Helps Hotels Attract More Guests
Author: Tempt Agency

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: