123ArticleOnline Logo
Welcome to 123ArticleOnline.com!
ALL >> General >> View Article

ମଧ୍ୟାହ୍ନ ଭୋଜନ ପରେ କାହିଁକି କ୍ଲାନ୍ତ ଅନୁଭବ ହୁଏ ?

Profile Picture
By Author: Argus News
Total Articles: 123
Comment this article
Facebook ShareTwitter ShareGoogle+ ShareTwitter Share

ନୂଆଦିଲ୍ଲୀ: ଅଫିସ୍‌ରେ ଦ୍ୱିପ୍ରହରରେ ସମୟରେ ଦୁର୍ବଳ ଲାଗିବା, ହାଲକା ନିଦ ଆସିବା ଏବଂ ଥକାନ ଅନୁଭବ ହେବା ଏକ ସାଧାରଣ କଥା। ହେଲେ ଏସମସ୍ୟା ଯୋଗୁ ଆପଣଙ୍କ କାମରେ ମଧ୍ୟ ପ୍ରଭାବ ପଡିଥାଏ। ଏଭଳି ସମୟରେ ଆପଣ କଣ କରିବା ଦରକାର ଆସନ୍ତୁ ଜାଣିବା । କାର୍ଲିଫୋର୍ନିଆର ଡେବିସର ନ୍ୟୁଟ୍ରିଶନିଷ୍ଟ ଡା. କ୍ରିଷ୍ଟୋଫର ରୋଡସ୍‌ ଏକ ଇଣ୍ଟରଭ୍ୟୁରେ କହିଛନ୍ତି ଯେତେବେଳେ କୌଣସି ବ୍ୟକ୍ତିଙ୍କୁ ମଧ୍ୟାହ୍ନରେ ଥକାନ ଅନୁଭବ ହେଉଛି ସେତେବେଳେ ବ୍ୟକ୍ତି ଅଧିକ ପାଣି ପିଇବାରେ ଲାଗିଥାନ୍ତି। କାରଣ ଦୁର୍ବଳ ଅନୁଭବ ନେହେବା ଲାଗି ଏପରି କରିଥାନ୍ତି। ...
... କିନ୍ତୁ ଏପରି କରିବା ଦ୍ୱାରା ଶରୀରରେ କୈଫିନ୍‌ ର ମାତ୍ରା ବଢିଯାଇଥାଏ। ଯେଉଁଥିପାଇଁ ରାତିରେ ଆପରଙ୍କୁ ନିଦ ଆସିନଥାଏ। ଡ. କିଷ୍ଟ୍ରୋଫର କିଛି ମାଧ୍ୟମ କହିଛନ୍ତି ଯାହା ଦ୍ୱିପ୍ରହର ସମୟରେ ଦୁର୍ବଳ ଅନୁଭବରୁ ରକ୍ଷା କରିବ।
୧- ପେଟପୁରା ଖାଆନ୍ତୁ ନାହିଁ
ରୋଡ୍‌ସ କହିଛନ୍ତି ଯେତେବେଳେ ସମୟ ମିଳୁଛି କିଛି ନା କିଛି ଖାଇବା ଦ୍ୱାରା ନିଦ ଆସିଥାଏ। ଏବଂ ବ୍ଲଡ ସୁଗର ଅନାବଶ୍ୟକ ଭାବେ ବଢିଯାଇପାରେ। ଛୋଟ ସ୍ନାକ୍ସ ସବୁବେଳେ ଭୋକ ମେଣ୍ଟାଇନଥାଏ। ବହୁତମାତ୍ରାରେ ଏପରି ସ୍ନାକ୍ସ ଅଛି ଯେଉଁଥିରେ କିଛି ଏପରି ଉପାଦାନଗୁଡିକ ଥାଲ ଯାହା ଆପଣଙ୍କୁ ଅଧିକ ଖାଇବା ପାଇଁ ବାଧ୍ୟ କରିଥାଏ। ସେଥିପାଇଁ ଏପରି ଛୋଟ ଛୋଟ ମିଲ୍ସ ଖାଇବାକୁ ଆଭୋଏଡ୍‌ କରନ୍ତୁ।
୨- ଅଧିକ ଚିନି ଥିବା ଖାଦ୍ୟରୁ ଦୁରେଇ ରୁହନ୍ତୁ
ରୋଡ୍‌ସଙ୍କ ଅନୁସାରେ ଆପଣଙ୍କୁ ପୁରା ଦିନ ଆପଣଙ୍କ ଗ୍ଲୁକୋଜକୁ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରିବା ଦରକାର। ଗ୍ଲକୋଜ ଯାହା ଚିନିର ଏକ ସରଳ ରୂପ। କାରଣ ଆପଣ ଯାହା ମିଠା ଖାଉଛନ୍ତି ତାହା ଆମ ଶରୀରରେ ଗ୍ଲୁକୋଜ ଭାବେ ଷ୍ଟୋର ହୋଇଥାଏ। ଏବଂ ଏହା ଶକ୍ତି ପ୍ରଦାନ କରିଥାଏ। ଯଦି ଆପଣଙ୍କ ଗ୍ଲୁକୋଜ ଲେବଲ ହାଇ ରହିବ ତେବେ ଆପଣ ଥକାନ ଅନୁଭବ କରିବେ। ଏଥିପାଇଁ ଏକ୍ସପୋର୍ଟ କୁହନ୍ତି ବ୍ଲଡ ସୁଗାର ଅଧିକ ହେବା ଦରକାର ନାହିଁ କି କମ ହେବା ଦରକାର ନାହିଁ। ବାଲାନ୍ସ ରହିବା ଦରକାର।
୩-କଫି ପିଇବା ବନ୍ଦ କରନ୍ତୁ
ରୋଡ୍‌ସ ଙ୍କ ଅନୁସାରେ ନିଦ ଆସିଲେ ଲୋକ ମାନେ କଫି ପିଅନ୍ତି। ଏପରି କରିବାରୁ ବଞ୍ଚନ୍ତୁ। କାରଣ କଫିରେ ଚିନି ମିସେଇକି ପିଇଲେ ଗ୍ଲୁକୋଜ ବଢିପାରେ। ତେଣୁ କଫି ଆପେକ୍ଷା ଗ୍ରୀନ ଟି ପିଇ ପାରିବେ। କାରଣ ଏଥିରେ କୈଫିନ ଥାଏ କିନ୍ତୁ ଆଣ୍ଟି-ଅକ୍ସିଡେଣ୍ଟ ଏବଂ ଏଲ-ଥେନାଇନ୍‌ ପରି ଅନ୍ୟ କମ୍ପାଉଣ୍ଡ ମଧ୍ୟ ରହିଥାଏ। ଏଲ-ଥେନାଇନ୍‌ ଏକ ଏମୋନିଆ ଏସିଡ ଯାହା ଷ୍ଟ୍ରେସ, ଇମ୍ସୋମ୍ନିୟା ଏବଂ ଏବଂ ଏଙ୍ଗଜାଇଟ୍‌ କୁ କମ କରିବାରେ ସାହାଯ୍ୟ କରିଥାଏ। ।

ଅଧିକ ପଢନ୍ତୁ ଭାରତ ଖବର

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 5Word Count: 329See All articles From Author

Add Comment

General Articles

1. Radiant Strands: Elevating Hair Care And Laser Solutions At Helios Advanced Skin, Hair, And Laser Clinic
Author: HubraSEO

2. Dallas It Company: Your Gateway To Exceptional Digital Solutions
Author: bonsai

3. From Fan To Fortune: Can You Make Money Betting On Cricket?
Author: The Bigg Daddy

4. Secure Your Devices: A Step-by-step Guide To Installing Bitdefender Antivirus Software For Mac And Pc
Author: IHAsoft.co

5. Navigating Expertise: Unveiling The Diabetes Doctor Specialists At World Diabetes Centre
Author: jahnvisharma

6. Best Mobile App Development Services Company In Usa
Author: Jyothsnarajan Dasi

7. Elevate Your Fantasy Cricket Experience With Silver Exchange Id
Author: silverexchange

8. From Conflict To Resolution: arbitration Lawyers - Dubai's Dispute Deactilators
Author: Al Adl Legal

9. Progressive Projections: Organs-on-chips Market On A Steady Climb
Author: Snehal S

10. What Are The Side Effects Of Foot Reflexology?
Author: Keerthi

11. Innovative Solutions & Ibm: Ibm Software On Aws Marketplace
Author: Ben Gross

12. Dyna.ai Global Launch: Dyna Athena & Avatar For Finance
Author: Ben Gross

13. Road Trip Essentials: Packing Tips For Your Rental Car Adventure
Author: Black car service Dallas

14. Tips For Optimizing Your Salesforce Commerce Cloud For Mobile Users
Author: Manras

15. Navigating The Challenge Of A Missed Flight With Allegiant Air
Author: LOOKFLYFARES

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: