123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଆଜି ଆକାଶରେ ଚନ୍ଦ୍ରର ଅଲୌକିକ ଦୃଶ୍ୟ

Profile Picture
By Author: Argus News
Total Articles: 472
Comment this article
Facebook ShareTwitter ShareGoogle+ ShareTwitter Share

ନୂଆଦିଲ୍ଲୀ: ଆଜି ଆକାଶରେ ନଜର ଆସିବ ପିଙ୍କମୁନ। ଚୈତ୍ର ମାସରେ ପିଙ୍କମୁନ ଦୃଶ୍ୟ ମାନ ହୋଇଥାଏ। ଆଜି ଚୈତ୍ର ପୂର୍ଣ୍ଣିମା ମଧ୍ୟ। ତେବେ ଆଜି ଆକାଶରେ ରାତି ୧୨ଟା ୩୦ରୁ ରାତି ୧ଟା ପର୍ଯ୍ୟନ୍ତ ଜହ୍ନ ଗୋଲାପି ରଙ୍ଗ ଦେଖିବାକୁ ମିଳିବ। ଯାହାକୁ ଦେଖିଲେ ଆପଣଙ୍କ ସମସ୍ତ ଇଛା ପୁରଣ ହୋଇଯିବ ବୋଲି ମତ ପ୍ରକାଶ ପାଇଛି । ନିସନ୍ତାନ ଦମ୍ପତି ଏବଂ ପ୍ରେମି ଯୁଗଳ ଯଦି ଜହ୍ନର ଏହି ଗୋଲାପି ରଙ୍ଗକୁ ଦେଖନ୍ତି ତେବେ ସେମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ। ଚନ୍ଦ୍ରଙ୍କୁ ଦର୍ଶନ କଲାବେଳେ ଶ୍ୱେତ ବସ୍ତ୍ର ପରିଧାନ କରି ଦର୍ଶନ କରନ୍ତୁ। ...
... ତେବେ ଆସନ୍ତୁ ଜାଣିବା ଏହି ଗୋଲାପି ଚାନ୍ଦ ବିଷୟରେ। ହିନ୍ତୁ କ୍ୟାଲେଣ୍ଡର ଅନୁସାରେ ବର୍ଷର ପ୍ରଥମ ମାସ ଚୈତ୍ର ମାସ ହୋଇଥାଏ। ଚୈତ୍ର ମାସର ପୂର୍ଣ୍ଣିମା ଦିନରେ ପିଙ୍ଗମୁନ ନଜର ଆସିଥାଏ। ଚଳିତ ବର୍ଷ ଚୈତ୍ର ପୂର୍ଣ୍ଣିମା ୨୩ ତାରିଖ ଅର୍ଥାତ ଆଜି। ପ୍ରକୃତରେ ପିଙ୍କମୁନ ସମ୍ପୂର୍ଣ୍ଣ ଭାବେ ଗୋଲାପି ଦୃଶ୍ୟମାନ ହେବ ନାହିଁ। ବରଂ ସାଧାରଣତଃ ଚାନ୍ଦ ପରି ସିଲଭର ଏବଂ ଗୋଲ୍ଡ ରଙ୍ଗର ନଜର ଆସିବ । ଏହି ପିଙ୍କମୁନର ନାମ ପୂର୍ବ ଆମେରିକାରେ ମିଳିଥିବା ଏକ ହର୍ବମାସ ପିଙ୍କ ନାମ ଅନୁଯାୟୀ ରଖାଯାଇଛି। ଚୈତ୍ର ପୂର୍ଣିମା ୨୩ ଅପ୍ରେଲ ମଙ୍ଗଳବାର ର ଅପରାହ୍ନ ୩ ଟା ୨୫ରୁ ଆରମ୍ଭ ହୋଇ ଆସନ୍ତାକାଲି ଅର୍ଥାତ ୨୪ ଅପ୍ରେଲ ବୁଧବାର ସକାଳ ୫ଟା ୧୮ ମିନିଟ୍‌ ରେ ଶେଷ ହେବ ।

ଚାନ୍ଦର ଭିନ୍ନ ଭିନ୍ନ ରଙ୍ଗ

ପିଙ୍କ ମୁନ ବ୍ୟତିତ ପୂର୍ଣ୍ଣିମା ଦିନ ଚାନ୍ଦ ଭିନ୍ନ ଭିନ୍ନ ରଙ୍ଗରେ ନଜର ଆସିଥାଏ। ଅନେକ ଥର ପ୍ରଦ୍ୟୁଷଣ ଯୋଗୁଁ ଚାନ୍ଦର ରଙ୍ଗ ନାରଙ୍ଗୀ ଏବଂ ହଳଦୀ ଦେଖାଯାଇଥାଏ। ଚାନ୍ଦର ସବୁଠାରୁ ସଫା ରଙ୍ଗ ଚମ୍‌କିଲା ହୋଇଥାଏ। ଏହା ସଫା ବା ପରିସ୍କାର ଆକାଶରେ ଦୃଶ୍ୟ ମାନ ହୋଇଥାଏ।
ପିଙ୍କ ମନର କିଛି ଅନ୍ୟ ନାମ

ବସନ୍ତ ଋତୁରେ ସୁପର ମୁନ କୁ ପିଙ୍କ ମୁନ ବ୍ୟତିତ ସ୍ପ୍ରାଉଟିଙ୍ଗ ଗ୍ରାସ ମୁନ , ଏଗ ମୁନ, ଫିସ୍‌ ମୁନ, ଫେଷ୍ଟିଭାଲ ମୁନ୍‌ ପ୍ରଭୃତି ନାମରେ ପରିଚିତ।

ପ୍ରଥମ ଥର କେବେ ଦେଖାଯାଇଥିଲା ସୁପରମୁନ୍‌
ଆମେରିକା ଅନ୍ତରିକ୍ଷ ଏଜେନ୍ସି ଅନୁସାରେ ପ୍ରଥମେ ସୁପରମୁନ ୧୯୭୯ ରେ ଦେଖାଯାଇଥିଲା। ସେତେବେଳେ ଏଷ୍ଟ୍ରୋନମର୍ସ ଏହାକୁ ପେରିଜୀନ ଫୁଲ କହିଥିଲେ। ପରେ ଏହାକୁ ପରିବର୍ତ୍ତନ କରି ସୁପରମୁନ କୁହାଗଲା । ବୈଜ୍ଞାନିକମାନେ କହିଛନ୍ତି ସୁପରମୁନ ତାର ସାମାନ୍ୟ ଆକାର ଠାରୁ ୧୪ ଗଣା ଅଧିକ ବଡ ହୋଇଥାଏ।

ଅଧିକ ପଢନ୍ତୁ ଭାରତ ଖବର

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 171Word Count: 313See All articles From Author

Add Comment

General Articles

1. Khawab Shayari In Hindi: How To Create And Share Your Dream Poetry
Author: BANJIT DAS

2. Wafa Shayari: A Complete Guide To True Love & Loyalty
Author: BANJIT DAS

3. Mohabbat Shayari Writing Techniques – Complete Guide
Author: BANJIT DAS

4. Gham Bhari Poetry For Boys & Girls – Gender Based Guide
Author: BANJIT DAS

5. Kaise Likhe Heart Touching Ishq Shayari? – Step-by-step गाइड
Author: BANJIT DAS

6. Trimbakeshwar Rahu Ketu Pooja And Navgrah Shanti Puja Guide By Pandit Ram Narayan Guruji
Author: Pandit Ram Narayan Guruji

7. 4-hydroxybenzaldehyde
Author: ketonepharma

8. Unlock Your Career Potential With Isaca Cism Certification Study Guide And Exam Preparation
Author: Marks4sure

9. Professional Web Development Singapore @ 499sgd Unlimited Pages
Author: James

10. Why Patients Prefer The Best Orthopedic Hospital In Jaipur
Author: uttam

11. Transform Your Space With The Tirupati Balaji Wall Hanging
Author: Zaya

12. Onjob.io – Advanced Hiring Automation & Talent Acquisition Platform
Author: ON JOB

13. Why Investing In Quality Sanitaryware Improves Bathroom Cleanliness & Health
Author: Yoggendar Shinde

14. Top Nexperia Components In High-demand Industries
Author: Robert

15. Cad Models, Simulations, And Digital Twins – The Evolution And Value Addition
Author: Satya K Vivek

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: