123ArticleOnline Logo
Welcome to 123ArticleOnline.com!
ALL >> General >> View Article

ମହିଳାମାନଙ୍କଠାରେ କାହିଁକି ବଢ଼ୁଛି ଥାଇରଏଡ୍ ସମସ୍ୟା

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ: ହାଇପରଥାଇରଏଡିଜିମ୍ ବା ‘ହାଇପୋଥାଇରଏଡିଜିମ୍’ ଯାହାକୁ ସରଳ ଭାଷାରେ ଥାଇରଏଡ୍ ରୋଗ କୁହାଯାଏ । ଏହା ପଛରେ ଏକ ହରମୋନ୍ ଅଛି, ଯାହା ଆମ ଗଳାରେ ଥିବା ଏକ ଗ୍ରନ୍ଥି ଦ୍ୱାରା ଉତ୍ପନ୍ନ ହୁଏ ।

ପ୍ରଜାପତି ଆକୃତିର ଏହି ଗ୍ରନ୍ଥି ଥାଇରଏଡ୍ ଗ୍ରନ୍ଥି ଭାବରେ ଜଣାଶୁଣା । ଯେତେବେଳେ ଏହି ଗ୍ରନ୍ଥିରୁ ଅଧିକ କିମ୍ବା କମ୍ ପରିମାଣରେ ହରମୋନ୍ ଉତ୍ପନ୍ନ ହୁଏ, ଏହା ଶରୀରରେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ଅଧିକ ଓଜନ ବଢ଼ାଇବା କିମ୍ବା ଓଜନ ହ୍ରାସ କରିବା ପରି ହୋଇଥାଏ । ଏହି ଅବସ୍ଥାକୁ ଥାଇରଏଡ୍ କୁହାଯାଏ । ଥାଇରଏଡ୍ ରୋଗ ...
... ପ୍ରାୟତଃ ମହିଳାମାନଙ୍କଠାରେ ଦେଖାଯାଏ ।

ଥାଇରଏଡ ସମସ୍ୟା ବୃଦ୍ଧି ପଛରେ ଅନେକ ଅଲଗା ଅଲଗା କାରଣ ଥାଇପାରେ। ବିଶେଷଜ୍ଞଙ୍କ ଅନୁଯାୟୀ ଏହାର ଚିକିତ୍ସା ସହଜ ନୁହେଁ । ଏଥି ସହିତ, ଥାଇରଏଡ ରୋଗ ମହିଳାମାନଙ୍କଠାରେ ଅଧିକ ଦେଖାଯାଏ । ବିଶେଷଜ୍ଞଙ୍କଠାରୁ ଜାଣିବା ଏହା ପଛର କାରଣ ଏବଂ ପ୍ରତିରୋଧ ପାଇଁ କ’ଣ କରିବା ଉଚିତ୍?

ମହିଳାମାନଙ୍କ କ୍ଷେତ୍ରରେ ଏହା ଅଧିକ ଦେଖାଦେଇଥାଏ:

ଗର୍ଭାବସ୍ଥାରେ ମହିଳାଙ୍କ ଶରୀରରେ ଅନେକ ହରମୋନ୍ ପରିବର୍ତ୍ତନ ହୋଇଥାଏ ଏବଂ ଏହା ଥାଇରଏଡ୍ କାର୍ଯ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଗର୍ଭାବସ୍ଥାରେ ଅନେକ ମହିଳାଙ୍କଠାରେ ଥାଇରଏଡ୍ ସମସ୍ୟା ଦେଖାଯାଏ ।

କିଛି ଉତ୍ପାଦ ଏହାର କାରଣ ହୋଇପାରେ:
ସୌନ୍ଦର୍ଯ୍ୟକୁ ସୁନ୍ଦର କରିବା ପାଇଁ ଅନେକ ପ୍ରକାରର ଉତ୍ପାଦ ବ୍ୟବହୃତ ହୁଏ । ସେଥିରେ ଥିବା ରାସାୟନିକ ପଦାର୍ଥ ଆପଣଙ୍କ ଏଣ୍ଡୋକ୍ରାଇନ୍ ସିଷ୍ଟମକୁ ପ୍ରଭାବିତ କରିପାରିବ । ଏହି କାରଣରୁ ଶରୀରରେ ହରମୋନ୍ କାର୍ଯ୍ୟ ଅସନ୍ତୁଳିତ ହୋଇପାରେ । ଏହି କାରଣରୁ ଆପଣଙ୍କ ଶରୀରରେ ଥାଇରଏଡ ହେବାର ଆଶଙ୍କା ବଢ଼ିବାର ଭୟ ରହିଥାଏ ।

ଥାଏରଏଡ ସମସ୍ୟାଠାରୁ କିଭଳି ଦୂରେଇ ରହିବେ:
ଯଦି ଶରୀରରେ ଥାଇରଏଡର ପରିମାଣ ବଢ଼େ, ତେବେ ଚା, କଫି ପରି ଜିନିଷଠାରୁ ଦୂରେଇ ଯିବା ଉଚିତ, କାରଣ ଏଥିରେ କ୍ୟାଫିନ୍ ଥାଏ । ଏହା ବ୍ୟତୀତ ଅଧିକ ଚିନି ଥିବା ଜିନିଷକୁ ମଧ୍ୟ ଏଡାଇବା ଉଚିତ୍ । ଅଧିକ ଚିନି ସେବନ କରିବା ଦ୍ୱାରା ଆପଣଙ୍କ ହରମୋନରେ ପରିବର୍ତ୍ତନ ଆସିପାରେ । ଦୁଗ୍ଧଜାତ ଦ୍ରବ୍ୟ ଯଥା ପନିର, କ୍ଷୀରକୁ ଡାଏଟରୁ ହ୍ରାସ କରନ୍ତୁ । ରେଟ୍ ମିଟ୍ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଏହି ଖାଦ୍ୟଗୁଡ଼ିକ ଆପଣଙ୍କ ଶରୀରରେ ଥାଇରଏଡର ସ୍ତରକୁ ବଢ଼ାଇପାରେ । ଯଦିଓ ଏହି ଖାଦ୍ୟଗୁଡ଼ିକୁ ସଂପୂର୍ଣ୍ଣ ବନ୍ଦ କରିବାର କୌଣସି ଆବଶ୍ୟକତା ନାହିଁ। ବରଂ ଡାକ୍ତରଙ୍କ ପରାମର୍ଶରେ ଡାଏଟରେ ସେମାନଙ୍କର ପରିମାଣକୁ ସୀମିତ କରନ୍ତୁ।

ଅଧିକ ପଢ଼ନ୍ତୁ ଜୀନଶୈଳୀ ଖବର

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 244Word Count: 264See All articles From Author

Add Comment

General Articles

1. Mana Run Vizag 2026 Brings Vizag Together In A Celebration Of Fitness And Community
Author: Timing Technologies

2. Aldi Brand Growth And Marketing Strategy Analysis
Author: Actowiz Metrics

3. Performance Appraisal Methods: Effective Ways To Evaluate Employee Performance
Author: Rohit Yadav

4. Ai Voice Agent In India: How Heybol Is Changing Business Calls
Author: Heybol

5. Embrace The Absurdity: Your Guide To Conquering Drive Mad
Author: Joseph Barber

6. Dentist In Virar: Understanding Costs Before You Book
Author: pravindentalclinic

7. How Can Ai-ready Website Development Improve Online Visibility?
Author: DNA Digital Group

8. What Information Should You Give A Mold Inspector About Your Symptoms
Author: BayAreaMoldPros

9. India Vs Japan T20i 2026: Historic Cricket Clash Set For September 22
Author: Mike

10. A Quick Guide To Mobile App Backend Development
Author: brainbell10

11. Why Data Science Training Can Be Valuable For Personal And Professional Knowledge
Author: dhwani

12. How To Plan A Tire Rubber Crumb Plant Around The Product You Intend To Sell
Author: YUXI

13. What Is Slaked Lime And Why Is It Widely Used?
Author: shiviminerals

14. Beautiful Ram Site In Sitting Position For Your Home And Temple
Author: Ruhi

15. Time And Attendance Tracking: Improving Employee Time Management
Author: Rohit Yadav

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: