123ArticleOnline Logo
Welcome to 123ArticleOnline.com!
ALL >> General >> View Article

"ଜୀଜାଜୀ ଙ୍କ ନଜର ସିଟ ଉପରେ ରହିଛି", ରାହୁଲଙ୍କୁ ଏପରି କହିଲେ ସ୍ମୃତି ଇରାନୀ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ : ଉତ୍ତରପ୍ରଦେଶ ଅମେଠୀର ଲୋକସଭା ସିଟ ପାଇଁ ଏପର୍ଯ୍ୟନ୍ତ କଂଗ୍ରେସ ଦ୍ବାରା ପ୍ରାର୍ଥୀ ଘୋଷଣା କରାଯାଇନାହିଁ । କିନ୍ତୁ ସେଠାରେ ରାହୁଲଗାନ୍ଧୀଙ୍କ ଭିଣୋଇ ରବର୍ଟ ଭଦ୍ରାଙ୍କୁ ପ୍ରାର୍ଥୀ ଭାବେ ଟିକେଟ ଦିଆଯିବା ନେଇ ଚର୍ଚ୍ଚା କରାଯାଉଛି । ଏହାକୁ ନେଇ ସ୍ମୃତି ଇରାନୀଙ୍କ ମନ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

ଅମେଠିର ଏକ ସଭାରେ ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି କହିଛନ୍ତି, "ଜୀଜା ଜି କା ନଜର ସିଟ ପର ହୈ, ସାଲେ ସାହେବ କ୍ୟା କରେଙ୍ଗେ । ଏତେ ଅହଙ୍କାର କଂଗ୍ରେସର କଣ ପାଇଁ । ଯେଉଁ କାମ ସେ ୧୫ ବର୍ଷ ହେବ କରିନାହାନ୍ତି, ତାକୁ ମୁଁ ୫ ବର୍ଷରେ କରିଦେଇଛି ।"

ଅଧିକ ପଢନ୍ତୁ ଭାରତ ଖବର

ପୂର୍ବରୁ କଂଗ୍ରେସର ଗଡ ଥିଲେ ଅମେଠି । ଯେଉଁଠି କେବଳ କଂଗ୍ରେସ ମାନଙ୍କର ଶାସନ ଚାଲିଥିଲା । ରାହୁଲ ଗାନ୍ଧି ମଧ୍ୟ ଏଠାରେ ୧୫ ବର୍ଷ ହେବ ଶାସନ କରୁଥିଲେ । ହେଲେ ୨୦୧୯ ନିର୍ବାଚନରେ ଗଡ ଜିତିଥିଲେ ସ୍ମୃତି ଇରାନୀ । ସ୍ମୃତି ଇରାନୀ ଏହି ସଭାରେ ଆହୁରି ମଧ୍ୟ କହିଥିଲେ, ଗୋଟେ ସମୟ ଥିଲା ଯେତେବେଳେ ନିର୍ବାଚନ ପାଇଁ ନେତାମାନେ ନିଜ ସିଟରେ କେହି ନବସିବା ପାଇଁ ରୁମାଲ ଛାଡି ଯାଉଥିଲେ , ରାହୁଲ ଗାନ୍ଧି ମଧ୍ୟ ଏଠାରେ ରୁମାଲ ଛାଡିବା ପାଇଁ ଆସିପାରନ୍ତି । ଯେଉଁ ନେତାମାନେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠାର ନିମନ୍ତ୍ରଣ ପତ୍ରକୁ ଅସ୍ବୀକାର କରି ଦେଇଥିଲେ , ସେମାନେ ଅନ୍ୟ ମନ୍ଦିରରେ ବୁଲୁଥିବାର ନଜର ଆସୁଛନ୍ତି । ତେଣୁ ସେମାନଙ୍କ ପ୍ରତି ସାବଧାନ ରୁହନ୍ତୁ ଏବଂ ସତର୍କ ରୁହନ୍ତୁ ବୋଲି ଚେତାବନୀ ଦେଇଛନ୍ତି ସ୍ମୃତି ଇରାନୀ ।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 243Word Count: 185See All articles From Author

Add Comment

General Articles

1. Mana Run Vizag 2026 Brings Vizag Together In A Celebration Of Fitness And Community
Author: Timing Technologies

2. Aldi Brand Growth And Marketing Strategy Analysis
Author: Actowiz Metrics

3. Performance Appraisal Methods: Effective Ways To Evaluate Employee Performance
Author: Rohit Yadav

4. Ai Voice Agent In India: How Heybol Is Changing Business Calls
Author: Heybol

5. Embrace The Absurdity: Your Guide To Conquering Drive Mad
Author: Joseph Barber

6. Dentist In Virar: Understanding Costs Before You Book
Author: pravindentalclinic

7. How Can Ai-ready Website Development Improve Online Visibility?
Author: DNA Digital Group

8. What Information Should You Give A Mold Inspector About Your Symptoms
Author: BayAreaMoldPros

9. India Vs Japan T20i 2026: Historic Cricket Clash Set For September 22
Author: Mike

10. A Quick Guide To Mobile App Backend Development
Author: brainbell10

11. Why Data Science Training Can Be Valuable For Personal And Professional Knowledge
Author: dhwani

12. How To Plan A Tire Rubber Crumb Plant Around The Product You Intend To Sell
Author: YUXI

13. What Is Slaked Lime And Why Is It Widely Used?
Author: shiviminerals

14. Beautiful Ram Site In Sitting Position For Your Home And Temple
Author: Ruhi

15. Time And Attendance Tracking: Improving Employee Time Management
Author: Rohit Yadav

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: