123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଚିଲିକା କୂଳ ଏବେ ଖାଁ ଖାଁ ..

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଖୋର୍ଦ୍ଧା: ମରାଳ ମାଳୀନି ନୀଳାମ୍ବୁ ଚିଲିକାର ଶୋଭାବର୍ଦ୍ଧନ କରୁଥିବା ଦେଶୀ-ବିଦେଶୀ ପକ୍ଷୀମାନେ ଏବେ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ କରିଛନ୍ତି । ଚଳିତ ବର୍ଷ ଚିଲିକାକୁ ଆସିଥିବା ଏହି ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ଗତବର୍ଷ ତୁଳନାରେ ବୃଦ୍ଧି ପାଇଥିଲା । ଚଳିତ ବର୍ଷ ଚିଲିକାକୁ ସର୍ବମୋଟ ୧୦ ଲକ୍ଷ ୯୮ ହଜାର ୮୧୩ ପକ୍ଷୀ ଆସିଥିଲେ ।

ଗତବର୍ଷ ଚିଲିକାକୁ ୧୮୪ ପ୍ରଜାତିର ପକ୍ଷୀ ଚିଲିକାକୁ ଆସିଥିବା ବେଳେ ଚଳିତ ବର୍ଷ ୧୮୭ ପ୍ରଜାତିର ପକ୍ଷୀ ଚିଲିକା ଆସିଥିବା ସରକାରୀ ଗଣନାରୁ ଜଣାପଡିଛି । ପ୍ରତିବର୍ଷ ଭଳି ଚିଲିକାକୁ ଏହି ବିଦେଶୀ ପକ୍ଷୀମାନେ ଶୀତ ଋତୁରେ ଅର୍ଥାତ ଅକ୍ଟୋବର ମାସରେ ଆସିଥାନ୍ତି । ଏବଂ ଗ୍ରୀଷ୍ମ ଦିନରେ ଅର୍ଥାତ ମାର୍ଚ୍ଚ-ଏପ୍ରିଲ ମାସରେ ପ୍ରତ୍ୟାବର୍ତ୍ତନ କରିଥାନ୍ତି ବୋଲି ସରକାରୀ ରେକର୍ଡ ରହିଛି ।

ଶୀତ ଋତୁରେ ଏହି ରଙ୍ଗ-ବେରଙ୍ଗ ର ଦେଶୀ-ବିଦେଶୀ ପକ୍ଷୀଙ୍କୁ ଦେଖିବାକୁ ଚିଲିକାକୁ ବିଦେଶୀ ପର୍ଯ୍ୟଟକ ମାନଙ୍କର ସୁଅ ଛୁଟି ଥାଏ । ମାତ୍ର ଏହି ବିଦେଶୀ ପକ୍ଷୀଙ୍କ ପ୍ରତ୍ୟାବର୍ତ୍ତନ ହୋଇ ଯିବାରୁ ଚିଲିକା କୂଳ ଏବେ ଖାଁ ଖାଁ ଦେଖିବାକୁ ମିଳିଛି । ଏପରିକି ପର୍ଯ୍ୟଟକଙ୍କ ରେଡ୍ଡି ହୋଇ ରହିଥିବା ଡଙ୍ଗା ଏବେ ଫାଙ୍କା ପଡିଛି । ଚିଲିକାର ଏହି ନୀଳ ଜଳ ରାଶିରେ ବିଦେଶୀ ପକ୍ଷୀମାନଙ୍କୁ ଦେଖି ପର୍ଯ୍ୟଟକମାନେ ବେଶ ଆନନ୍ଦ ଉଲ୍ଲାସ ଉପଭୋଗ କରିବା ସହ ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖି ମନ୍ତ୍ରମୁଗ୍ଧ ହୋଇଥାନ୍ତି ।

ଏବେବି କେତେକ ବିଦେଶୀ ପକ୍ଷୀ ଚିଲିକାକୁ ସୁରକ୍ଷିତ ମଣୁ ଥିବାରୁ ଏଠାରେ ରହି ଯାଇଛନ୍ତି । ବିଦେଶାଗତ ପକ୍ଷୀମାନେ ଦେଶ ବିଦେଶରୁ ଚିଲିକାକୁ ୪ ମାସ ପାଇଁ ଆସିଥାନ୍ତି । ଗ୍ରୀଷ୍ମ ଋତୁର ପ୍ରକୋପ ଧୀରେ ଧୀରେ ବୃଦ୍ଧି ପାଇବାରୁ ବିଦେଶୀ ପକ୍ଷୀମାନେ ଏବେ ସ୍ୱଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 377Word Count: 192See All articles From Author

Add Comment

General Articles

1. Mana Run Vizag 2026 Brings Vizag Together In A Celebration Of Fitness And Community
Author: Timing Technologies

2. Aldi Brand Growth And Marketing Strategy Analysis
Author: Actowiz Metrics

3. Performance Appraisal Methods: Effective Ways To Evaluate Employee Performance
Author: Rohit Yadav

4. Ai Voice Agent In India: How Heybol Is Changing Business Calls
Author: Heybol

5. Embrace The Absurdity: Your Guide To Conquering Drive Mad
Author: Joseph Barber

6. Dentist In Virar: Understanding Costs Before You Book
Author: pravindentalclinic

7. How Can Ai-ready Website Development Improve Online Visibility?
Author: DNA Digital Group

8. What Information Should You Give A Mold Inspector About Your Symptoms
Author: BayAreaMoldPros

9. India Vs Japan T20i 2026: Historic Cricket Clash Set For September 22
Author: Mike

10. A Quick Guide To Mobile App Backend Development
Author: brainbell10

11. Why Data Science Training Can Be Valuable For Personal And Professional Knowledge
Author: dhwani

12. How To Plan A Tire Rubber Crumb Plant Around The Product You Intend To Sell
Author: YUXI

13. What Is Slaked Lime And Why Is It Widely Used?
Author: shiviminerals

14. Beautiful Ram Site In Sitting Position For Your Home And Temple
Author: Ruhi

15. Time And Attendance Tracking: Improving Employee Time Management
Author: Rohit Yadav

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: