123ArticleOnline Logo
Welcome to 123ArticleOnline.com!
ALL >> General >> View Article

ଇରାନର ଅନେକ ସହର ଉପରେ ଇସ୍ରାଏଲର ମିଶାଇଲ ମାଡ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ : ଇରାନ ଉପରେ ଆକ୍ରମଣ କରିଛି ଇସ୍ରାଏଲ । ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଇଲ ମାଡ କରିଛି । ଇରାନର ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ମଧ୍ୟ ମିସାଇଲ ମାଡ ହୋଇଥିବା ସୂଚନା ମିଳିଛି । ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ, ଇରାନର ଇସାଫହାନ ସହରର ବିମାନବନ୍ଦର ଉପରେ ମିଶାଇଲ ମାଡ ହୋଇଥିଲା । ଏଥିରେ ଆଖପାଖ ଅଂଚଳ ମଧ୍ୟ ଥରିଉଠିଥିଲା ।

ଏହି ଅଞ୍ଚଳରେ ଏକାଧିକ ନ୍ୟୁକ୍ଲିଅର ପ୍ଲାଣ୍ଟ ରହିଛି । ତେଣୁ ଏହି ସହରକୁ ଟାର୍ଗେଟ କରିଛି ଇସ୍ରାଏଲା । କିଛି ଦିନ ତଳେ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା ଇରାନ । ତେଣୁ ଏହାର ଜବାବ ଦେବାକୁ ଇସ୍ରାଏଲ ଆକ୍ରମଣ କରିଥିବା ସୂଚନା ମିଳିଛି । ପ୍ରତିଶୋଧ ନିଆଁରେ ଜଳି ଆସୁଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ୟାହୁ । ଇରାନକୁ କିଭଳି ଶକ୍ତ ଜବାବ ଦିଆଯିବ ଏନେଇ ଆଜି ଇସ୍ରାଏଲ ନେବ ବଡ଼ ନିଷ୍ପତି । ନେତନ୍ୟାହୁଙ୍କ ଅଧ୍ୟକ୍ଷତାରେ ବସିଛି ଉଚ୍ଚସ୍ତରୀୟ ଯୁଦ୍ଧ ଓ ସୁରକ୍ଷା କ୍ୟାବିନେଟ ବୈଠକ ।

ଅଧିକ ପଢନ୍ତୁ ବିଦେଶ ଖବର

ଇସ୍ରାଏଲ ଏକଥା ମଧ୍ୟ ସ୍ପଷ୍ଟ କରିଛି ଯେ ସହଯୋଗୀ ଦେଶମାନଙ୍କର ପରାର୍ମଶ ଯାହାବି ହେଉନା କାହିଁକି ଚୁଡାନ୍ତ ନିଷ୍ପତି ଇସ୍ରାଏଲ ନିଜେ ନେବ । ସେପଟେ ଯୁଦ୍ଧ ଆଶଙ୍କା ଭିତରେ ଆଜି ଇସ୍ରାଏଲ ପହଁଚୁଛନ୍ତି ବ୍ରିଟେନ ଓ ଜର୍ମାନ ବୈଦେଶିକମନ୍ତ୍ରୀ । ଏପ୍ରିଲ ୧୩ ଓ ୧୪ ଦୁଇ ଦିନ ଧରି ଇସ୍ରାଏଲ ଉପରେ ୩୫୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ କରିଥିଲା ଇରାନ ।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 252Word Count: 161See All articles From Author

Add Comment

General Articles

1. Mana Run Vizag 2026 Brings Vizag Together In A Celebration Of Fitness And Community
Author: Timing Technologies

2. Aldi Brand Growth And Marketing Strategy Analysis
Author: Actowiz Metrics

3. Performance Appraisal Methods: Effective Ways To Evaluate Employee Performance
Author: Rohit Yadav

4. Ai Voice Agent In India: How Heybol Is Changing Business Calls
Author: Heybol

5. Embrace The Absurdity: Your Guide To Conquering Drive Mad
Author: Joseph Barber

6. Dentist In Virar: Understanding Costs Before You Book
Author: pravindentalclinic

7. How Can Ai-ready Website Development Improve Online Visibility?
Author: DNA Digital Group

8. What Information Should You Give A Mold Inspector About Your Symptoms
Author: BayAreaMoldPros

9. India Vs Japan T20i 2026: Historic Cricket Clash Set For September 22
Author: Mike

10. A Quick Guide To Mobile App Backend Development
Author: brainbell10

11. Why Data Science Training Can Be Valuable For Personal And Professional Knowledge
Author: dhwani

12. How To Plan A Tire Rubber Crumb Plant Around The Product You Intend To Sell
Author: YUXI

13. What Is Slaked Lime And Why Is It Widely Used?
Author: shiviminerals

14. Beautiful Ram Site In Sitting Position For Your Home And Temple
Author: Ruhi

15. Time And Attendance Tracking: Improving Employee Time Management
Author: Rohit Yadav

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: