123ArticleOnline Logo
Welcome to 123ArticleOnline.com!
ALL >> General >> View Article

ପଞ୍ଜାବ କିଙ୍ଗ୍ସକୁ ୯ ରନ୍‌ରେ ହରାଇଲା ମୁମ୍ବାଇ ଇଣ୍ଡିଆନ୍ସ

Profile Picture
By Author: Argus News
Total Articles: 470
Comment this article
Facebook ShareTwitter ShareGoogle+ ShareTwitter Share

ଅର୍ଗସ ବ୍ୟୁରୋ : ପୁଣି ବିଜୟର ଧାରାକୁ ଫେରିଲା ମୁମ୍ବାଇ ଇଣ୍ଡିଆନ୍ସ । ୯ ରନରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ । ପଞ୍ଜାବ ଏବଂ ମୁମ୍ବାଇ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ମ୍ୟାଚରେ ମୁମ୍ବାଇ ବାଜି ମାରିଛି । ପ୍ରଥମେ ବ୍ୟାଟିଂ କରି ୭ ଓ୍ବିକେଟ ବିନିମୟରେ 192 ରନ କରିଥିଲା ମୁମ୍ବାଇ । ଜବାବରେ ପଞ୍ଜାବ ୧୯.୧ ଓଭରରେ ୧୮୩ ରନ କରି ଅଲଆଉଟ ହୋଇଯାଇଥିଲା । ସେପଟେ ମୁମ୍ବାଇର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଆଇପିଏଲରେ ୨୫୦ ମ୍ୟାଚ୍ ପୂରଣ କରିଛନ୍ତି । ବିରାଟ କୋହଲିଙ୍କ ପରେ ଦ୍ବିତୀୟ ଖେଳାଳି ଭାବେ ସେ ୬୫୦୦ ରନ ପୂରଣ କରିଛନ୍ତି ।

ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ସୂର୍ଯ୍ୟକୁମାର ଯାଦବଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ପରେ ଯଶପ୍ରୀତ୍ ବୁମ୍‌ରା ଓ ଗେରାଲ୍ଡ କୋଏତ୍‌ଜେ ମିଳିତ ଭାବେ ୮ ଓଭରରେ ୫୩ ରନ୍ ବିନିମୟରେ ୬ ୱିକେଟ୍‌ ଦଖଲ କରି ମୁମ୍ବାଇକୁ ନିହାତି ଆବଶ୍ୟକ ବିଜୟ ଦେଇଛନ୍ତି । ପ୍ରୀତି ଜିଣ୍ଟାଙ୍କ ପଞ୍ଜାବ ଦଳ ପାଇଁ ଦୁଇ ଯୁବ ଭାରତୀୟ ଆଶୁତୋଷ ଶର୍ମା (୨୮ ବଲ୍‌ରୁ ୬୧ ରନ୍) ଓ ଶଶାଙ୍କ ସିଂହ (୨୫ ବଲ୍‌ରୁ ୪୧ ରନ୍) ଲଢ଼ିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇନାହିଁ । ବୁମ୍‌ରା ମ୍ୟାଚ୍‌ର ଶ୍ରେଷ୍ଠ‌ ଖେଳାଳି ପୁରସ୍କାର ପାଇଛନ୍ତି ।

ଅଧିକ ପଢନ୍ତୁ ଖେଳ ଖବର

ସଂକ୍ଷିପ୍ତ ସ୍କୋର୍‌: ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୧୯୨/୭ (ସୂର୍ଯ୍ୟକୁମାର ୟାଦବ-୭୮, ରୋହିତ ଶର୍ମା-୩୬, ତିଳକ ବର୍ମା-୩୪*, ହର୍ଷଲ ପଟେଲ୍‌-୩/୩୧, ସାମ କରନ୍‌-୨/୪୧, କାଗ‌ିସୋ ରବାଡ଼ା-୧/୪୨)। ପଞ୍ଜାବ କିଙ୍ଗ୍ସ ୧୯.୧ ଓଭରରେ ୧୮୩ (ଆଶୁତୋଷ ଶର୍ମା-୬୧, ଶଶାଙ୍କ ସିଂହ-୪୧, ହରପ୍ରୀତ ବ୍ରାର-୨୧, ଯଶପ୍ରୀତ ବୁମ୍‌ରା-୩/୨୧, ଗେରାଲ୍ଡ କୋଏତ୍‌ଜେ-୩/୩୨, ଶ୍ରେୟସ‌ ଗୋପାଳ-୧/୨୬, ହାର୍ଦିକ ପାଣ୍ଡ୍ୟା-୧/୩୩, ଆକାଶ ମଧୱାଲ-୧/୪୬ )।

More About the Author

Abinash is a passionate digital marketing specialist. He is digitally savvy and loves to learn new things about the world of digital technology useful information.

Total Views: 228Word Count: 178See All articles From Author

Add Comment

General Articles

1. Mana Run Vizag 2026 Brings Vizag Together In A Celebration Of Fitness And Community
Author: Timing Technologies

2. Aldi Brand Growth And Marketing Strategy Analysis
Author: Actowiz Metrics

3. Performance Appraisal Methods: Effective Ways To Evaluate Employee Performance
Author: Rohit Yadav

4. Ai Voice Agent In India: How Heybol Is Changing Business Calls
Author: Heybol

5. Embrace The Absurdity: Your Guide To Conquering Drive Mad
Author: Joseph Barber

6. Dentist In Virar: Understanding Costs Before You Book
Author: pravindentalclinic

7. How Can Ai-ready Website Development Improve Online Visibility?
Author: DNA Digital Group

8. What Information Should You Give A Mold Inspector About Your Symptoms
Author: BayAreaMoldPros

9. India Vs Japan T20i 2026: Historic Cricket Clash Set For September 22
Author: Mike

10. A Quick Guide To Mobile App Backend Development
Author: brainbell10

11. Why Data Science Training Can Be Valuable For Personal And Professional Knowledge
Author: dhwani

12. How To Plan A Tire Rubber Crumb Plant Around The Product You Intend To Sell
Author: YUXI

13. What Is Slaked Lime And Why Is It Widely Used?
Author: shiviminerals

14. Beautiful Ram Site In Sitting Position For Your Home And Temple
Author: Ruhi

15. Time And Attendance Tracking: Improving Employee Time Management
Author: Rohit Yadav

Login To Account
Login Email:
Password:
Forgot Password?
New User?
Sign Up Newsletter
Email Address: