123ArticleOnline Logo
Welcome to 123ArticleOnline.com!

www.sunraysaunas.com
ALL >> General

Articles on General Topics

Page: << <   [946]  947  948  949  950  951    > >>

ଉପାନ୍ତରେ ପାନୀୟ ଜଳ ପ୍ରକଳ୍ପ ଧୋକା    By: Argus News
ଉପାନ୍ତରେ ପାନୀୟ ଜଳ ପ୍ରକଳ୍ପ ଧୋକା। ବର୍ଷ ବର୍ଷ ଧରି ସରୁନି ପାନୀୟଜଳ ପ୍ରକଳ୍ପ । ପାଣି ପାଇଁ ହଇରାଣ ହେଉଛନ୍ତି ଦୁର୍ଗମବାସୀ। ଏ ହେଉଛି କୋରାପୁଟ ମୁରାନ ଠାରେ ଥିବା ମେଗା ପାନୀୟ ଜଳ ପ୍ରକଳ୍ପ । କୋରାପୁଟ ଜିଲ୍ଲାର ତିନିଟି ବ୍ଲକର ଦେଢ ଲକ୍ଷ ରୁ ଉର୍ଦ୍ଧ ଲୋକଙ୍କ ଜଳ ସଙ୍କଟ ଦୁରକରିବା ପାଇଁ ୨୦୧୮ ମସିହାରେ ଏହି ପ୍ରକଳ୍ପ କାମ ଆରମ୍ଭ ହୋଇଥିଲା। ଏଥି ପାଇଁ ମୁମ୍ବାଇର ଜେଏମସି ପ୍ରଜେକ୍ଟ ଇଣ୍ଡିଆ ଏବଂ କିଡି କମ୍ପାନୀକୁ ନିର୍ମାଣ ଦାଇତ୍ତ୍ବ ମିଳିଥିଲା। ୩୧୬କୋଟି ଟଙ୍କା ବ୍ୟୟ ଅଟକଳରେ ଆରମ୍ଭ ହୋଇଥିବା କାମ ୨୦୨୦ ଅଗଷ୍ଟ ରେ ସରିବା କଥା ମାତ୍ର ଆଜି ଯାଏଁ ସରିନି ନିର୍ମାଣ କାମ।(read entire article)(posted on: 2024-06-19)
View : 116 Times

କାହା ଅପାରଗତାରୁ 9 ବର୍ଷରେ 6ରୁ ଅଧିକ ମୃତ୍ୟୁ ?    By: Argus News
2019ରେ ସବୁ ମୁକୁଳା ଡ୍ରେନ ଉପରେ ସ୍ଲାବ ପକାଇବା ନେଇ ଘୋଷଣା କରିଥିଲା ବିଏମସି । ନବୀନ ସରକାରର ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ବର୍ଷାଦିନ ପୂର୍ବରୁ ଡ୍ରେନ କାମ ସରିବା ସହ ୱାଟରଲଗିଂ ଯେପରି ହେବନି ସେନେଇ ପଦକ୍ଷେପ ନେଆଯିବ କହି ୨୦୧୯ରେ ମାରିଥିଲେ ବାହାସ୍ଫୋଟ । ୨୦୨୧ରେ ନଗର ଉନ୍ନୟନ ସମ୍ପର୍କିତ ବିଧାନସଭା ଷ୍ଟାଣ୍ଡିଂ କମିଟି ଟ୍ବିନ୍ ସିଟିରେ ୱାଟରଲଗିଂ ଓ ଡ୍ରେନେଜ ସମସ୍ୟାର ସମାଧାନ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ ଲାଗି ନିର୍ଦ୍ଦେଶ ଦେଇଥିଲେ। ହେଲେ ସ୍ଥିତି ସୁଧୁରିବ କଣ ଏହା ମଧ୍ୟରେ ଆହୁରି ସାଂଘାତିକ ହୋଇଛି।(read entire article)(posted on: 2024-06-19)
View : 111 Times

ସାର୍ବଜନୀନ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ତଦନ୍ତ କମିଶନ ରିପୋର୍ଟ    By: Argus News
ରତ୍ନଭଣ୍ଡାର ଚାବି ହଜିବା ମାମଲା ଉପରୁ ହଟିବ ପରଦା । ଏ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶାର ବିଜେପି ସରକାର। ସାର୍ବଜନୀନ ହେବ ରତ୍ନଭଣ୍ଡାର ଚାବି ହଜିବା ମାମଲାର ତଦନ୍ତ ପାଇଁ ଗଠିତ ଜଷ୍ଟିସ ରଘୁବୀର ଦାସ କମିସନଙ୍କ ରିପୋର୍ଟ। ଏ ନେଇ ରାଜ୍ୟ ସରକାର ହାଇକୋର୍ଟଙ୍କୁ ଅବଗତ କରିଛନ୍ତି । କହିଛନ୍ତି ଆଗାମୀ ରାଜ୍ୟ କ୍ୟାବିନେଟ୍ ବୈଠକରେ ତଦନ୍ତ କମିଶନ ରିପୋର୍ଟ ଉପସ୍ଥାପନ ହେବ। ହାଇକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି 3 ସପ୍ତାହ ପରେ ହେବ।(read entire article)(posted on: 2024-06-19)
View : 120 Times

ଏହି ବୟସରେ ଏପରି ଷ୍ଟଣ୍ଟ୍‌    By: Argus News
ସୋସିଆଲ ମିଡିଆ ଯୁଗରେ କେବେ ଏବଂ କ'ଣ ଭାଇରାଲ ହେବ ତାହା । ପୂର୍ବାନୁମାନ କରାଯାଇପାରିବ ନାହିଁ ବିଶେଷକରି ଯଦି ଏହା କିଛି ଅଲଗା ଲୋକମାନେ ଏହାକୁ ଦେଖିବାକୁ ପସନ୍ଦ କରନ୍ତି । ଏହିପରି ଗୋଟିଏ ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି ଲୋକମାନେ ଏହା ଦେଖିବା ପରେ ଅନେକ ପ୍ରସଶାଂ କରିଛନ୍ତି । ସାଧାରଣତଃ ଏହିପରି ଦୃଶ୍ୟ କ୍ୱଚିତ୍ ଦେଖାଯାଏ କିନ୍ତୁ ଯେତେବେଳେ ଦେଖାଯାଏ ଏହା ଭାଇରାଲ୍ ହେବାକୁ ଅଧିକ ସମୟ ଲାଗେ ନାହିଁ ।(read entire article)(posted on: 2024-06-19)
View : 112 Times

ବିନା କାରଣରେ କିନ୍ନର କାହାକୁ ଅବିଶାପ ଦିଅନ୍ତି ନାହିଁ    By: Argus News
ସମସ୍ତ ଆଧୁନିକତା ସତ୍ତ୍ଵେ ବି କିନ୍ନର ସମାଜ ଭିତରେ ଅନେକ ରହସ୍ୟ ରହିଛି । କିନ୍ନର କମାନଙ୍କର ଶାରୀରିକ ଗଠନ ସେମାନଙ୍କର ଜୀବନଶୌଳୀ ଏବଂ ରୀତିନୀତି ବିଷୟରେ ଅଧିକାଂଶ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଥାଏ। କିନ୍ନରମାନେ ସାଧାରଣ ପୁରୁଷ ଏବଂ ମହିଳାଙ୍କଠାରୁ ଭିନ୍ନ ଥାନ୍ତି । କୁହାଯାଏକି ଯଦି ସକାଳେ ଜଣେ ନପୁଂସକ ଦେଖନ୍ତି ତେବେ ସେହି ବ୍ୟକ୍ତି ନିଶ୍ଚିତ ଭାବରେ ସେହି ଦିନ କିଛି ସଫଳତା ପାଇବେ । କାହାର ଘରେ ଜଣେ କିନ୍ନରଙ୍କ ଆସିବା ବହୁତ ଭଲ ହୋଇଥାଏ ।(read entire article)(posted on: 2024-06-19)
View : 129 Times

Capturing Moments: Discovering The Best Portrait Photographer In Wellington    By: Ruchika Jain
"Capturing Moments: Discovering the Best Portrait Photographer in Wellington" - Your guide to finding the perfect photographer to preserve your cherished memories in New Zealand's capital city.(read entire article)(posted on: 2024-06-19)
View : 145 Times

Free Seo Consultation    By: Julian Goldie
Get the best free SEO consultation from expert Julian Goldie at Goldie Agency.(read entire article)(posted on: 2024-06-19)
View : 74 Times

What Is Considered A Safety Shoe?    By: puamingyee
What is considered a safety shoe? Safety footwear is designed to protect feet against a wide variety of injuries. Impact, compression, and puncture are the most common types of foot injury. Choose footwear according to the hazard. Refer to Sirim Standard SIRIM MS ISO 20345 “Protective footwear” or other standards that are required in your jurisdiction.(read entire article)(posted on: 2024-06-18)
View : 83 Times

Elevate Your Hospital's Success With Expert Management Consulting: Planning And Designing Strategies For Excellence    By: Hospaccx healthcare
Expert management consulting, exemplified by firms like Hospaccx, crucially enhances hospital success by focusing on strategic planning, operational efficiency, quality improvement, financial management, and innovative hospital design. Consultants optimize processes, integrate technology, and ensure sustainability, leading to improved patient care, efficiency gains, financial stability, and a competitive edge in healthcare delivery.(read entire article)(posted on: 2024-06-18)
View : 96 Times

Introduction To Mongodb Queries    By: Sanaya
Mastering basic MongoDB queries is essential for effectively managing and interacting with your MongoDB database. By understanding how to retrieve, filter, sort, limit, and skip documents, you can efficiently perform data operations and build more complex queries as needed. MongoDB's flexible query language makes it a powerful tool for any data-driven application.(read entire article)(posted on: 2024-06-18)
View : 110 Times


Page: << <   [946]  947  948  949  950  951    > >>

See As RSS




Login To Account
Login Email:
Password:
Forgot Password?
New User?

Sign Up Newsletter
Email Address: