ଦେବଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉତ୍ତେଜନା By: Argus News
ଦେବଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉତ୍ତେଜନା। ଏଏନଏମ ସେଣ୍ଟର ସ୍ଥାନାନ୍ତର ଦାବିରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ରିଆମାଳ ବ୍ଲକ ଲୁଲଙ୍ଗ ଗ୍ରାମପଞ୍ଚାୟତ ରେଙ୍ଗାଳପାଲି ଗାଁରେ ନିର୍ମାଣ ହେଉଥିବା ଏ.ଏନ୍.ଏମ୍. ସେଣ୍ଟର ପଞ୍ଚାୟତ ସଦର ମହକୁମାରେ ନିର୍ମାଣ ପାଇଁ ଦାବି ହୋଇଛି ।(read entire article)(posted on: 2024-08-30)
View : 75 Times
ଆସିଲାଣି ପାର୍ବଣ ଋତୁ, ଚାରିଆଡେ ଜମିବ ପୂଜାର ମାହୋଲ By: Argus News
ଆସିଲାଣି ପାର୍ବଣ ଋତୁ। ଚାରିଆଡେ ଜମିବ ପୂଜାର ମାହୋଲ। ଗଣେଶ ପୂଜା ପରେ ପରେ ଦୁର୍ଗାପୂଜା ରେ କମ୍ପିବ ସିଲଭରସିଟି କଟକ। ଏହି ସମୟରେ କିପରି ସହରର ପରିବେଶକୁ ସୁସ୍ଥ ଓ ଅପରାଧ ମୁକ୍ତ ରଖିବ ସେନେଇ କମିଶନରେଟ ପୋଲିସ ଆରମ୍ଭ କରିଛି ଏକ ସ୍ୱତନ୍ତ୍ର ଅଭିଯାନ। ନିଶା ମୁକ୍ତ ଭସାଣି ଡିଜେ ମୁକ୍ତ ରୋଷଣୀ । ଏହି ସଚେତନତା ବାର୍ତ୍ତା କିପରି ସବୁ ଲୋକ ମାନଙ୍କ ପାଖରେ ପହଞ୍ଚି ପାରିବ ସେନେଇ ଏକ ଗୀତ ହୋଇଛି ରେକର୍ଡ। ମ୍ୟୁଜିକ ସାଇଣ୍ଟିଷ୍ଟ ପ୍ରେମାନନ୍ଦ ଙ୍କ କମ୍ପୋଜିସନ , ଏସପି କୃଷ୍ଣ ଚନ୍ଦ୍ର ସେଠିଙ୍କ ଲେଖା ଓ ଲିଡିଂ ଗାୟିକା ଦୀପ୍ତିରେଖାଙ୍କ କଣ୍ଠଦାନ ବଳରେ ଏହି ନିଶା ମୁକ୍ତ ଭସାଣି ଡିଜେ ମୁକ୍ତ ରୋଷଣୀ ଗୀତଟି ଆଜି କଟକ ମଧୁପାଟଣା ସ୍ଥିତ ମିଳନ ଷ୍ଟୁଡିଓ ରେ ରେକର୍ଡ କାରଯାଇଛି ।(read entire article)(posted on: 2024-08-30)
View : 94 Times
ପ୍ରବଳରୁ ଅତି ପ୍ରବଳ ବର୍ଷିବ, ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବାକୁ ବାରଣ By: Argus News
ସଦୃଶ ଲଘୁଚାପରେ ପରିଣତ ହେଲା ଗତକାଲି କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ। ବର୍ତ୍ତମାନ ଏହା ପଶ୍ଚିମ କେନ୍ଦ୍ରୀୟ ଓ ତତ-ସଂଲଗ୍ନ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଉପକୂଳରେ ସକ୍ରିୟ ରହିଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ମୁହାଁ ହୋଇ ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ରହିଛି। ଆସନ୍ତା ୩୬ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ। ଫଳରେ ଆଗାମୀ ୩ ଦିନ ଅର୍ଥାତ ୧ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ବିଶେଷକରି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଂଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲାକୁ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।(read entire article)(posted on: 2024-08-30)
View : 108 Times
ପରିଚାଳନା କମିଟିର ବୈଠକରେ ନିଷ୍ପତ୍ତି; ନାଟମଣ୍ଡପରେ ଲାଗିବ Ac By: Argus News
ପରିଚାଳନା କମିଟିର ବୈଠକ ଶେଷ । ଦୀର୍ଘ 4 ଘଣ୍ଟାରୁ ଉର୍ଦ୍ଧ୍ବ ଚାଲିଥିଲା ବୈଠକ । ଶ୍ରୀମନ୍ଦିର ବଜେଟ୍ 2024-25 ଆର୍ଥିକ ବର୍ଷର 413 କୋଟି ଟଙ୍କାର ବ୍ୟୟ ଅଟକଳ । 103 କୋଟି ଟଙ୍କାର ବଳକା ବଜେଟ୍ । ରାଜ୍ୟ ସରକାର 500 କୋଟି ଟଙ୍କାର କର୍ପସ ଫଣ୍ଡ୍ । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଆଲୋଚନା ହୋଇଛି ।(read entire article)(posted on: 2024-08-30)
View : 90 Times
ମଙ୍କିପକ୍ସ ଭାଇରସ୍,ଓଡ଼ିଶାରେ ପ୍ରସ୍ତୁତ ହେଲା Instant Testing Kit By: Argus News
ବିଶ୍ବକୁ ନୂଆ ବିପଦ,କରୋନା ପରେ ମଙ୍କିପକ୍ସ ଆତଙ୍କ,ଅନେକ ଦେଶର ଲୋକ ହେଲେଣି ସଂକ୍ରମିତ । କରୋନା ମହାମାରୀ କବଳରୁ ସାରା ବିଶ୍ବ ନିକଟରେ ରକ୍ଷା ପାଇଥିବା ବେଳେ ଏବେ ପୁଣି ଡରାଇଲାଣି ମଙ୍କିପକ୍ସ। ଅଗଷ୍ଟ ୧୪ ତାରିଖରେ ଡବ୍ଲୁଏଚଓ ଏହାକୁ ନେଇ ଗ୍ଲୋବାଲି ଡିକ୍ଲେୟାର କରିସାରିଛି। ତେବେ ଏହାକୁ ଚିହ୍ନିବା ପାଇଁ ଭୁବନେଶ୍ୱର ଇମଜିନେକ୍ସ ପକ୍ଷରୁ ପ୍ରସ୍ତୁତ ହୋଇଛି ଇନଷ୍ଟାନ୍ସ ଟେଷ୍ଟିଙ୍ଗ କିଟ୍ । ଦୀର୍ଘ ଦିନର ପରୀକ୍ଷା ନିରୀକ୍ଷା ପରେ ଏହାକୁ ପ୍ରସ୍ତୁତ କରାଯାଇଛି । ଯାହା ଦ୍ଵାରା ଆକ୍ରାନ୍ତଙ୍କୁ ୧୦ ରୁ ୧୫ ମିନିଟ ମଧ୍ୟରେ ଚିହ୍ନଟ କରିହେବ ,ଆଉ ସେ ବି ମାତ୍ର ୨୦ ରୁ ୩୦ ଟଙ୍କା ଖର୍ଚ୍ଚ କରି । ଆଇସିଏମଆରର ମୋହର ବାଜିଲା ପରେ ,ଖୁବ୍ ଶୀଘ୍ର ଜନ ସ୍ବାସ୍ଥ୍ୟ କାର୍ଯ୍ୟରେ ଏହି କିଟ୍ ବ୍ୟବାହର ହେବ ।(read entire article)(posted on: 2024-08-30)
View : 83 Times
Narcolepsy Market Growth Is Driven By Increased Awareness And Diagnosis By: colin
The narcolepsy market primarily consists of products such as sodium oxybate, modafinil, and pitolisant used in the treatment of narcolepsy(read entire article)(posted on: 2024-08-30)
View : 88 Times
Revolutionize Your Business: Boost Core Operations With Elite Erp Software! By: Reet Yadav
One of the most powerful tools available to businesses today is Enterprise Resource Planning (ERP) software.(read entire article)(posted on: 2024-08-30)
View : 104 Times
ଭାରତ ଖୁସି-ଦୁଃଖରେ ପାକିସ୍ତାନ ! By: Argus News
ଉପରେ ହସୁଛି ଭିତରେ ଗୁମୁରି କାନ୍ଦୁଛି ପାକିସ୍ତାନ। ସାରା ବିଶ୍ବରେ ଖୁସିର ମାହୋଲ ଥିବାବେଳେ ଏମିତି କଣ ହୋଇଗଲା ପାକିସ୍ତାନର । ଖବର ଭିତରକୁ ଗଲେ ଆପଣ ବୁଝିଯିବେ ଆପେ ଆପେ । ୩୫ ବର୍ଷ ବୟସରେସର୍ବ କନିଷ୍ଠ ବ୍ୟକ୍ତି ଭାବେ ଆଇସିସି ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇ ରେକର୍ଡ କରିଛନ୍ତି ଜୟ ଶାହ। ୨୦୨୪ଡିସେମ୍ବର୧ରେ ଗ୍ରେଗ୍ଙ୍କ ସ୍ଥାନରେ ଦାୟିତ୍ବ ଗ୍ରହଣ କରିବେ ଶାହ। ମିଳିଥିବା ସୂଚନା ଅନୁଯାୟୀ ଆଇସିସି ନିୟମ ଅନୁସାରେ ଅଧ୍ୟକ୍ଷ ନିର୍ବାଚନ ଲାଗି ୧୬ଜଣ ସଦସ୍ୟ ଭୋଟ୍ ଦେଇଥାନ୍ତି,ମାତ୍ର ୧୫ ଭୋଟ୍ ଶାହଙ୍କୁ ମିଳିଥିବାବେଳେ ଖଣ୍ଡେ ଭୋଟ୍ ମିଳିନଥିଲା ତାହ ପାକିସ୍ତାନ ଦେଇନଥିବା ଚର୍ଚ୍ଚା ହେଉଛି।(read entire article)(posted on: 2024-08-30)
View : 81 Times
ଥଣ୍ଡା ଏବଂ କାଶରୁ ମୁକ୍ତି ଦେବ ତୁଳସୀ ପାଣି By: Argus News
ଔଷଧୀୟ ଗୁଣରେ ଭରପୂର ତୁଳସୀ ପତ୍ର ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଏକ ସହାୟକ ହୋଇପାରେ । ତୁଳସୀ ପତ୍ରରେ ପ୍ରୋଟିନ୍, ଭିଟାମିନ୍ ସି, କ୍ୟାଲସିୟମ୍, ଜିଙ୍କ୍, ଭିଟାମିନ୍ B6, ଆଇରନ୍, ଭିଟାମିନ୍ ଡି, ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଫାଇବର ଏବଂ ସୋଡିୟମ୍ ପରି ଭଲ ପରିମାଣର ଉପାଦାନ ମିଳିଥାଏ । ଯଦି ଆପଣ ନିୟମିତ ଭାବରେ ତୁଳସୀ ପତ୍ରରୁ ପାଣି ପିଅନ୍ତି ତେବେ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବହୁ ପରିମାଣରେ ଦୃଢ ହୋଇପାରିବ । ତେଣୁ ତୁଳସୀ ପାଣି ପିଇବାର ଏଗୁଡ଼ିକ କିଛି ଲାଭ ...(read entire article)(posted on: 2024-08-30)
View : 83 Times
ପାଟି ଦୁର୍ଗନ୍ଧ ଦୂର କରିବାର ସହଜ ଉପାୟ By: Argus News
ଅନେକ ଥର ଦାନ୍ତ ଘଷିବା ପରେ ମଧ୍ୟ ପାଟି ଦୁର୍ଗନ୍ଧ ହେବାକୁ ଲାଗେ । ଏହାର ଓଜନ ଦାନ୍ତ ଏବଂ ଦାନ୍ତର କ୍ଷୟ କିମ୍ବା ପେଟକୁ ଖରାପ କରିପାରେ । ଖରାପ ନ ଦୂର କରିବା ପାଇଁ କେଉଁ ଘରୋଇ ଉପଚାର ଗ୍ରହଣ କରାଯିବା ଉଚିତ୍ ଜାଣନ୍ତୁ?(read entire article)(posted on: 2024-08-30)
View : 92 Times
© 2006 123ArticleOnline.com. All Rights Reserved. Use of our service is protected by our Privacy Policy and Terms of Service