India Hydrocolloids : Natural Additives Playing Key Roles In Various Industries By: colin
Hydrocolloids are polysaccharides, proteins, or synthetic polymers that are used in food as thickening and gelling agents(read entire article)(posted on: 2024-08-12)
View : 89 Times
ଆଳୁ ସଙ୍କଟ ଦୂର ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସ By: Argus News
ଆଳୁ ମହାନାଟକ ଶେଷ କେବେ। ରାଜ୍ୟରେ ନାହିଁ ଶୀତଳ ଭଣ୍ଡାର,୨୪ ବର୍ଷର ବିଜେଡି ସରକାରର ଅପାରଗତାରୁ ରାଜ୍ୟବାସୀ ଭୋଗୁଛନ୍ତି ଦୁର୍ଦ୍ଦଶା। ମାତ୍ର ସରୁନି ଆଳୁ ପାଇଁ ମହାନାଟକ। କିନ୍ତୁ ଏହାରି ଭିତରେ ଆଳୁ ସଙ୍କଟ ଦୂର ପାଇଁ ଅଣ୍ଟା ଭିଡିଛନ୍ତି ମୋହନ ସରକାର । ଖୁବ୍ ଶୀଘ୍ର ଦୂର ହେବ ଆଳୁ ସଂକଟ । ସମସ୍ୟାର ସମାଧାନ ପାଇଁ ପୁଣି ଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହିତ ଫୋନ୍ ଯୋଗେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାକୁ ଆଳୁ ଯୋଗାଣ ସ୍ଵାଭାବିକ କରିବାକୁ କରିଛନ୍ତି ଅନୁରୋଧ । ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ମମତା ବାନାର୍ଜୀ । ଏପଟେ ଆଳୁ ସଙ୍କଟ ଦୂର କରିବାକୁ ନିଜ ସ୍ତରରେ ଉଦ୍ୟମ ବି ଜାରି ରଖିଛନ୍ତି ରାଜ୍ୟ ସରକାର । ନାଫେଡ୍ ମାଧ୍ୟମରେ ଓଡ଼ିଶାରେ ଆଳୁ ପହଞ୍ଚିବା ପରେ ଧିରେ ଧିରେ ଦର ଖସୁଛି। ପୁଣି ୟୁପିରୁ ରେଳ ଯୋଗେ ଆଳୁ ଆସିବା ପାଇଁ ବ୍ୟବସ୍ଥା କରାଯାଉଛି,ଚିନ୍ତା ନ କରିବାକୁ କହିଛନ୍ତି ଯୋଗାଣ ମନ୍ତ୍ରୀ।(read entire article)(posted on: 2024-08-12)
View : 61 Times
ମହୁର ଶୁଦ୍ଧତା ଯାଞ୍ଚ କରିବାର ଉପାୟ By: Argus News
ପ୍ରତ୍ୟେକ ଘରେ ମହୁ ବ୍ୟବହାର କରାଯାଏ । ପୂଜା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ପର୍ଯ୍ୟନ୍ତ ମହୁ ବ୍ୟବହାର କରାଯାଏ । ଚିନି ପାଇଁ ଏକ ସୁସ୍ଥ ବିକଳ୍ପ ଭାବରେ ମହୁ ମଧ୍ୟ ବ୍ୟବହୃତ ହୁଏ । କିନ୍ତୁ ଚିନି ବଦଳରେ ଆପଣ ବ୍ୟବହାର କରୁଥିବା ମହୁ ଚିନି ଅପେକ୍ଷା ଆପଣଙ୍କ ପାଇଁ ଅଧିକ କ୍ଷତିକାରକ ପ୍ରମାଣିତ ହୋଇପାରେ । ଯଦି ମହୁ ବାସ୍ତବ ତେବେ ଏହା ଆପଣଙ୍କୁ ଅନେକ ଲାଭ ଦେବ । ତେଣୁ ଆଜି ଆମେ ଆପଣଙ୍କୁ ବ୍ୟବହାର କରିବା ପୂର୍ବରୁ ନକଲି ମହୁ ଚିହ୍ନଟ କରିବା ପାଇଁ କିଛି ପଦକ୍ଷେପ କହିବୁ ।(read entire article)(posted on: 2024-08-12)
View : 72 Times
Strategic Ways To Fill The Skills Gap In The Construction Industry By: john levis
In this blog, we will try to find out effective methods and strategies that construction companies can implement to address this complex issue and ensure their continued success.(read entire article)(posted on: 2024-08-12)
View : 99 Times
ପ୍ରେମିକର ଘର ଉପରେ ପେଟ୍ରୋଲ ପକାଇ ନିଆଁ ଲଗାଇଦେଲା ପ୍ରେମିକା By: Argus News
ହେଲମେଟ ପିନ୍ଧି ଅନ୍ୟ ଜଣେ ବାନ୍ଧବି ସହ ଆସି ପ୍ରେମିକର ଘର ଉପରେ ପେଟ୍ରୋଲ ପକାଇ ନିଆଁ ଲଗାଇଦେଲା ପ୍ରେମିକା। ଘଟଣା କଣ ବୁଝିବା ପୂର୍ବରୁ ପ୍ରେମିକର ଘରେ ନିଆଁ ଲଗାଇଦେଇଥିଲା ପ୍ରେମିକା। ସ୍ଥାନୀୟ ଲୋକେ ଏବଂ ପ୍ରେମିକର ପରିବାର ଲୋକେ ଜମା ହୋଇ ନିଆଁ ଲିଭାଇବା ସହ ପ୍ରେମିକା ଏକ ତାଙ୍କ ବାନ୍ଧବୀଙ୍କୁ କାବୁ କରିଥିଲେ। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର ପଂଚାୟତ ରୁକୁଣା ଦେଇପୁର ଗ୍ରାମରେ। ଉଭୟଙ୍କର 4ବର୍ଷର ପ୍ରେମ.. ଏବେ ସେହି ପ୍ରେମକୁ ପ୍ରତାରଣା ଭାବି ସହି ନପାରି ପ୍ରତିଶୋଧ ପାରାୟଣ ହୋଇ ନିଜର ସାଙ୍ଗ ସହିତ ମିଶି ପ୍ରେମିକର ଘରକୁ ନିଆଁ ଲଗାଇ ଦେଇଛି ପ୍ରେମିକା। ଏନେଇ ପ୍ରେମିକର ପରିବାର ପକ୍ଷରୁ ଅଭଯୋଗ ହୋଇଛି ବାସୁଦେବପୁର ଥାନାରେ।(read entire article)(posted on: 2024-08-12)
View : 60 Times
How To Boost Your Brand In London With Effective Social Media Marketing By: Alchemist Studios
Making the most of social media's expanding presence can help your brand stand out in London's fast-paced, fiercely competitive market. Businesses looking to have a profitable online presence are forced to engage in social media marketing or risk being left behind by their competitors.(read entire article)(posted on: 2024-08-12)
View : 123 Times
କ୍ରୋଧ ଯୋଗୁଁ ସ୍ୱାସ୍ଥ୍ୟ ଖରାପ ହୋଇଥାଏ By: Argus News
କୁହାଯାଏ ଚିନ୍ତା ଏକ ବହୁତ ବଡ ବିପଦ ହୋଇଥାଏ । ସେହିଭଳି ମଣିଷ ନିଜେ କ୍ରୋଧର ନିଆଁରେ ଜଳିଯାଏ । କ୍ରୋଧ ବଢିବା ହେତୁ ଶରୀରର ଅନେକ ଅଙ୍ଗ ଖରାପ ପ୍ରଭାବ ହୁଏ । ତେଣୁ କ୍ରୋଧକୁ ନିୟନ୍ତ୍ରଣ କରିବା ଜରୁରୀ ଅଟେ । ତୁମର କ୍ରୋଧକୁ କିପରି ନିୟନ୍ତ୍ରଣ କରିବେ ।(read entire article)(posted on: 2024-08-12)
View : 67 Times
ସ୍ବର୍ଣ୍ଣ ପଦକ ବିଜେତା ନଦିମଙ୍କୁ ବିଶେଷ ଉପହାର By: Argus News
ଅଲିମ୍ପିକ୍ସରେ ପାକିସ୍ତାନର ଜାଭେଲିନ ଥ୍ରୋୟର ଅର୍ଶଦ ନଦୀମ ସ୍ୱର୍ଣ୍ଣ ଜିତିବା ପରେ ତାଙ୍କ ଉପରେ ପୁରସ୍କାର ବର୍ଷା ହେବାରେ ଲାଗିଛି। ସେ ଦୁଇ ଥର ଅଲିମ୍ପିକ୍ସ ରେକର୍ଡ ସହ ପ୍ୟାରିସରେ ପାକିସ୍ତାନ ପାଇଁ ପ୍ରଥମ ଖେଳାଳି ଭାବେ ଦୌଡ଼କୁଦରେ ସ୍ୱର୍ଣ୍ଣ ଜିତିବାର ଗୌରବ ହାସଲ କରିଛନ୍ତି।(read entire article)(posted on: 2024-08-12)
View : 48 Times
Best Power Transformer Manufacturers And Suppliers In Hyderabad By: Jyothsna rajan
Voltek Transformers is the Leading electrical transformer dealers, current transformer distributors and power transformer traders in Telangana and Andhra Pradesh. Providing reliable energy solutions(read entire article)(posted on: 2024-08-12)
View : 111 Times
Premium Marble Suppliers In Rajasthan: Quality And Elegance By: Ankit Jha
Are you looking for the best quality marble for your project? Meet Asian Marbles, one of the best marble suppliers in Rajasthan, which offers a wide variety of premium marble that is perfect for flooring, wall cladding, countertops and more.(read entire article)(posted on: 2024-08-12)
View : 64 Times
© 2006 123ArticleOnline.com. All Rights Reserved. Use of our service is protected by our Privacy Policy and Terms of Service