123ArticleOnline Logo
Welcome to 123ArticleOnline.com!

www.sunraysaunas.com
ALL >> General

Articles on General Topics

Page: << <    606 [607]  608  609  610  611    > >>

ପଇସା ରୋଜଗାର କରିବା ମାଙ୍କଡମାନଙ୍କ କାର୍ଯ୍ୟ: ମୁକେଶ    By: Argus News
ବଲିଉଡ ସୁ ପରଷ୍ଟାରଙ୍କୁ ଶକ୍ତିମାନଙ୍କ ପ୍ରହାର। କହୁ କହୁ ମାଙ୍କଡ ବୋଲି ସମ୍ୱୋଧନ କଲେ ଶକ୍ତିମାନ ଫ୍ରେମ ମୁକେଶ ଖାନ୍ନା। ପୁଣିଥରେ ଶକ୍ତିମାନ୍ ଓରଫ ମୁକେଶ ଖାନ୍ନା ବଲିଉଡର ବଡ ବଡ ସୁପରଷ୍ଟାରମାନଙ୍କୁ ଘେରିଛନ୍ତି । କଟାକ୍ଷ କରିବାରେ ଏହା ତାଙ୍କର ପ୍ରଥମ ଥର ନୁହେଁ, ବରଂ ଅନେକ ମାମଲାକୁ ନେଇ ସେ ଷ୍ଚାରମାନଙ୍କୁ ଆକ୍ଷେପ କରିଛନ୍ତି । କିନ୍ତୁ ଏବେ ସେ ଏକ ଲମ୍ବା ପୋଷ୍ଟ କରି ସମସ୍ତଙ୍କୁ ଅପମାନିତ କରିଛନ୍ତି । ପଇସା ରୋଜଗାର କରିବା କେବଳ ଷ୍ଟାରମାନଙ୍କର ଲକ୍ଷ୍ୟ- ମୁକେଶ ଖାନ୍ନା କ୍ୟାପ୍ସନରେ ଲେଖିଛନ୍ତି, କଣ ବିଜ୍ଞାପନ ଗ୍ଲାମରର ଦୁନିଆ କଣ ପଇସାର ଦୁନିଆ ସାଜିଛି । ପେସା ଫେକ୍ ତମାସା ଦେଖ । କଣ ଏହା ଆଧାର ହୋଇଛି ? ଟଙ୍କା ଦିଅ ଏବଂ କିଛିବି ଅର୍ଡର କର । କଣ ମଡେଲ ଏବଂ ଅଭିନେତାମାନଙ୍କର ଲକ୍ଷ୍ୟ କେବଳ ଟଙ୍କା କମାଇବା ବୋଲି କହିଛନ୍ତି ମୁକେଶ ଖାନ୍ନା। ତମାଖୁ, ଗୁଟଖା, ରୁମି ଭଳି ନିଶାଜାତ ଦ୍ରବ୍ୟକୁ ପ୍ରମୋଟ କରିଥାନ୍ତି ଏହି ଷ୍ଟାର । ଏହି ବିଷୟକୁ ନେଇ ସେ ଇନଷ୍ଟାଗ୍ରାମରେ ଏକ ଲମ୍ବାଚଉଡା ପୋଷ୍ଟ କରିଛନ୍ତି ।(read entire article)(posted on: 2024-09-28)
View : 62 Times

ଚର୍ମକୁ ସୁସ୍ଥ ରଖିବ ହଳଦୀ ପାଣି    By: Argus News
ହଳଦୀରେ ମିଳୁଥିବା ସମସ୍ତ ଉପାଦାନ ଆପଣଙ୍କ ସ୍ୱାସ୍ଥ୍ୟକୁ ବହୁ ପରିମାଣରେ ଉନ୍ନତ କରିଥାଏ । ଯଦି ତୁମେ ତୁମର ସ୍ୱାସ୍ଥ୍ୟକୁ ମଜବୁତ କରିବାକୁ ଚାହୁଁଛ ତେବେ ତୁମ ଖାଦ୍ୟରେ ହଳଦୀକୁ କୌଣସି ପ୍ରକାରରେ ଅନ୍ତର୍ଭୁକ୍ତ କରିବା ଜରୁରୀ । ଆପଣ କେବେ ହଳଦୀ ପାଣି ପିଇଛନ୍ତି କି? ଯଦି ନୁହେଁ ତେବେ ହଳଦୀ ପାଣି ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ଜାଣିବା ପରେ ଆପଣ ଏହି ପ୍ରାକୃତିକ ପାଣିକୁ ମଧ୍ୟ ଆପଣଙ୍କ ଖାଦ୍ୟର ଏକ ଅଂଶ କରିବେ । ହଳଦୀ ପାଣି ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଇବ ଆସନ୍ତୁ ଜାଣିବା ।(read entire article)(posted on: 2024-09-28)
View : 49 Times

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆୟୁର୍ବେଦିକ ଔଷଧ ଗଛ ଏବଂ ସେମାନଙ୍କର ବ୍ୟବହାର    By: Argus News
ଆୟୁର୍ବେଦିକ ଔଷଧରେ ଅନେକ ପ୍ରକାରର ଜଡିବୁଟି ବ୍ୟବହାର କରାଯାଏ । ଏମିତି ଅନେକ ଉଦ୍ଭିଦ ଅଛି ଯାହା ରୋଗ ପାଇଁ ଔଷଧ ଭାବରେ କାମ କରେ । ଏହି ଗଛଗୁଡ଼ିକୁ ଆପଣଙ୍କ ଘରେ ଲଗାଇବାକୁ ନିଶ୍ଚିତ ଦରକାର । ଏହି ଗଛଗୁଡିକ ମଧୁମେହ, ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟ୍ରଲ ଠାରୁ ଆରମ୍ଭ କରି ମୁଣ୍ଡବିନ୍ଧା, ଚର୍ମ ଏବଂ କେଶ ପର୍ଯ୍ୟନ୍ତ ସମସ୍ୟା ଦୂର କରିଥାଏ । ଏହିପରି ୧୦ ଟି ଗଛ ବିଷୟରେ ଜାଣନ୍ତୁ ଯାହା ଆୟୁର୍ବେଦ ଔଷଧରେ ବ୍ୟବହାର ହୋଇଥାଏ । ବିଶେଷ କଥା ହେଉଛି ଏହି ଗଛଗୁଡ଼ିକ ମଧ୍ୟରୁ ଅନେକ ଆପଣଙ୍କ ଘରର ବାଲକୋନୀରେ ସହଜରେ ମିଳିପାରିବ । ଯାହାକୁ ଆପଣ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ବ୍ୟବହାର କରିପାରିବେ ।(read entire article)(posted on: 2024-09-28)
View : 54 Times

How Physiotherapy Supports Your Post-surgery Recovery Journey    By: Fountain Wellness
Find out how physiotherapy helps patients recover from surgery by improving mobility, lowering discomfort, and hastening the healing process so they can resume their regular activities sooner.(read entire article)(posted on: 2024-09-28)
View : 65 Times

ଫିଲ୍ମ ଭଳି ଦେଖିହେବ ସ୍ୱପ୍ନ ଭିଡିଓ    By: Argus News
ଯାହା ଶୁଣିଲେ ତାହା ସମ୍ପୂର୍ଣ୍ଣ ସତ। ଏଣିକି ସ୍ୱପ୍ନକୁ ରେକର୍ଡ କରାଯିବ। ବର୍ତ୍ତମାନ ଏହା ଖୁବଶୀଘ୍ର ସତ ହେବାକୁ ଯାଉଛି । ଜାପାନୀ ରିସର୍ଚର ନିକଟରେ ଏହାକୁ ସତ କରି ଦେଖାଇଛନ୍ତି । ଗବେଷକମାନେ ମସ୍ତିଷ୍କର କାର୍ଯ୍ୟକଳାପକୁ ବୁଝିବା ପାଇଁ ଉନ୍ନତ ନ୍ୟୁରାଲ୍ ଇମେଜିଙ୍ଗ୍ ଟେକ୍ନୋଲୋଜି ବ୍ୟବହାର କରିଛନ୍ତି । ସ୍ବପ୍ନକୁ ରେକର୍ଡ କରିବା ପାଇଁ ବ୍ରେନର ସମସ୍ତ କାର୍ଯ୍ୟକଳାପକୁ ରେକର୍ଡ କରାଯାଇଥାଏ । ରାପିଡ ଆଇ ମୁଭମେଣ୍ଟ ଦ୍ବାରା ସ୍ବପ୍ନ ସ୍ପଷ୍ଟ ହୋଇଥାଏ । ଏହି ସମୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରି ମସ୍ତିଷ୍କ ତରଙ୍ଗର ଢାଞ୍ଚାକୁ ସ୍ବପ୍ନରେ ପରିଣତ କରାଯାଇଥାଏ । ଏହା ଦ୍ବାରା ସ୍ବପ୍ନକୁ ପୁଣିଥରେ ପ୍ଲେ କରାଯାଇ ପାରିବ ।(read entire article)(posted on: 2024-09-28)
View : 58 Times

Qualified And Trustworthy Vashikaran Astrology    By: Mr. Rahul Swami
Experience the power of vashikaran astrology with our qualified and trustworthy services. Our expert astrologers provide personalized solutions to improve your life, resolve conflicts and attract positive energy.(read entire article)(posted on: 2024-09-28)
View : 101 Times

ଇସ୍ରାଏଲ-ହିଜବୁଲ୍ଲା ସଂଘର୍ଷ, 10 ଦିନର ସଂଘର୍ଷ ମଧ୍ୟରେ ଇସ୍ରାଏଲ କରିଛି ସବୁଠାରୁ ବଡ଼ ଆକ୍ରମଣ    By: Argus News
ଭୟଙ୍କର ହେଉଛି ଇସ୍ରାଏଲ-ହିଜବୁଲ୍ଲା ସଂଘର୍ଷ । 10 ଦିନର ସଂଘର୍ଷ ମଧ୍ୟରେ ଇସ୍ରାଏଲ କରିଛି ସବୁଠାରୁ ବଡ଼ ଆକ୍ରମଣ । ଏୟାର ଷ୍ଟ୍ରାଇକରେ ଉଡିଛି ହିଜବୁଲ୍ଲାର 6 ମହଲା ମୁଖ୍ୟାଳୟ । ଆକ୍ରମଣରେ ହିଜବୁଲ୍ଲା ଟପ୍ କମାଣ୍ଡର ହାସିମ୍‌ ସେଫିଦ୍ଦିନ୍ ସଫା ହୋଇଥିବାବେଳେ ମରଣ ମୁହଁରୁ ବର୍ତ୍ତି ଯାଇଛି ହିଜବୁଲ୍ଲା ମୁଖ୍ୟ ହସନ୍‌ ନସରଲ୍ଲା । ଖୋଜିଖୋଜି ହିଜବୁଲ୍ଲା ଆତଙ୍କୀଙ୍କୁ ନିପାତ କରୁଛି ଇସ୍ରାଏଲ । ଶୁକ୍ରବାର ରାତିରେ ବେରୁତରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 76 ଜଣ ଆହତ ହୋଇଛନ୍ତି । ଲେବାନନ ଉପରେ ଇସ୍ରାଏଲ ସେନାର ସବୁଠାରୁ ବଡ଼ ଆକ୍ରମଣ ପରେ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ତୁରନ୍ତ ଇସ୍ରାଏଲ ଫେରିଆସିଛନ୍ତି ।(read entire article)(posted on: 2024-09-28)
View : 64 Times

10 Tips For Working With Melbourne Painters    By: Jass Painting Services
By keeping your building well-maintained with regular painting, you not only improve its appearance but also save on long-term repair costs. Whether you own a residential property, regular painting is a simple yet effective way. Call us at - 0401890000.(read entire article)(posted on: 2024-09-28)
View : 79 Times

Top 10 Must-have Sneakers For Every Man's Wardrobe    By: Ashish
Whether you're dressing up for a night out or keeping it casual on a weekend, the right pair of sneakers can elevate your look. In this blog post, we'll explore the top 10 must-have sneakers that every man should consider adding to his collection.(read entire article)(posted on: 2024-09-28)
View : 148 Times

Top 10 Must-have Loafers For Every Man's Wardrobe    By: Ashish
Loafers are the epitome of versatility and style, making them a crucial addition to every man's wardrobe.(read entire article)(posted on: 2024-09-28)
View : 126 Times


Page: << <    606 [607]  608  609  610  611    > >>

See As RSS




Login To Account
Login Email:
Password:
Forgot Password?
New User?

Sign Up Newsletter
Email Address: