ଛୁଆଙ୍କୁ ବୁଦ୍ଧିମାନ କରିବାକୁ ଆପଣାନ୍ତୁ ଏହି ସବୁ ଟିପ୍ସ୍ By: Argus News
: ପ୍ରତ୍ୟେକଟି ବାପା ମା ଚାହାଁନ୍ତି ତାଙ୍କ ପିଲାମାନେ ବୁଦ୍ଧିମାନ ହୁଅନ୍ତୁ । ଭଲ ପାଠ ପଢି ସମାଜରେ ନାଁ କରନ୍ତୁ । କୁହାଯାଏ ମାଟିକୁ ଆମେ ଯେମିତି ଆକୃତି ଦେବା ସେ ସେମିତି ଆକୃତି ନେବ । ଠିକ୍ ସେହିପରି ଛୋଟ ଛୁଆଙ୍କୁ ଆମେ ଯେମିତି ଲାଳନ ପାଳନ କରି ଗଢିବା ସେମାନେ ମଧ୍ୟ ସେହିଭଳି ବଡ ହେବେ । ନିଜ ଛୁଆଙ୍କୁ ତ ସବୁ ବାପା ମା' ଭଲ ପାଆନ୍ତି ତାଙ୍କ ପାଇଁ ସବୁକିଛି କରନ୍ତି । ହେଲେ କିଛି ଛୁଆ ଭାରି ବୁଦ୍ଧିମାନ ହୋଇଥାନ୍ତି ।
କ'ଣ ଆପଣମାନେ ବି ଚାହୁଁଛନ୍ତି ନିଜ ପିଲାଙ୍କୁ ବୁଦ୍ଧିମାନ କରିବା ପାଇଁ ? ତେବେ ଆପଣାନ୍ତୁ ଏହି ଟିପ୍ସ୍ ....(read entire article)(posted on: 2024-05-09)
View : 176 Times
ସନଗ୍ଲାସ କିଣିବା ପୂର୍ବରୁ ଜାଣିରଖନ୍ତୁ ଏହି କଥା ନହେଲେ ଖରାପ ହୋଇପାରେ ଆପଣଙ୍କ ଆଖି By: Argus News
ଖରାଦିନେ ସୂର୍ଯ୍ୟଙ୍କ କିରଣ ଆହୁରି ଶକ୍ତିଶାଳୀ ଥାଏ। ଖାଲି ଆଖିରେ ଘରୁ ବାହାରିବା କଷ୍ଟକର ହୋଇଯାଏ। ସେଥିପାଇଁ କିଛି ଲୋକେ ସନଗ୍ଲାସ ବ୍ୟବହାର କରିଥାନ୍ତି।ଯାହାଦ୍ବାରା ସୂର୍ଯ୍ୟଙ୍କର ଶକ୍ତିଶାଳୀ କିରଣ ଆଖି ଉପରେ ପଡ଼ିନଥାଏ ଏବଂ ଖରାରେ ଯିବା ଆସିବା କରିବା ସହଜ ହୋଇଯାଏ। ଏହା ଆଖିକୁ ସୂର୍ଯ୍ୟଙ୍କ ଅତିବାଇଗଣି ରଙ୍ଗ (UV) କିରଣ ଏବଂ ଉଜ୍ଜ୍ୱଳ ଆଲୋକରୁ ଆଖିକୁ ରକ୍ଷା କରିଥାଏ। ମାର୍କେଟରେ ଆଜିକାଲି ବହୁତ୍ ଧରଣର ସନଗ୍ଲାସ ମିଳୁଛି। କିନ୍ତୁ ଆପଣ କେମିତି ଜାଣିବେ କେଉଁ ସନଗ୍ଲାସ ଆଖି ପାଇଁ ଭଲ ?(read entire article)(posted on: 2024-05-09)
View : 158 Times
ଆସନ୍ତାକାଲି ଅକ୍ଷୟ ତୃତୀୟା, ସୁନା କିଣିବା ପୂର୍ବରୁ ଜାଣିନିଅନ୍ତୁ କେତେ ଅଛି ଦାମ By: Argus News
ଆସନ୍ତା କାଲି ହେଉଛି ଅକ୍ଷୟତୃତୀୟା। ଓଡ଼ିଆ ମାନଙ୍କର ଏକ ବଡ଼ ପର୍ବ। ଏହି ଦିନ ରଥ କାଠ ଅନୁକୂଳ ହୁଏ। ସୁନା କିଣିବାକୁ ଭାରତୀୟମାନେ ଭାବପ୍ରବଣ ହୋଇଥାନ୍ତି। ଆମର ଏକ ପରମ୍ପରା ରହିଛି ଅକ୍ଷୟ ତୃତୀୟାରେ ସୁନା କିଣିଲେ ଘରକୁ ସମୃଦ୍ଧତା ଆସିବା ସହ ଶୁଭଫଳ ମିଳିବ ବୋଲି ବିଶ୍ୱାସ କରାଯାଏ। ସେଥିଲାଗି ଏହି ଦିନ ଜୁଏଲର୍ସ ଶପରେ ଲୋକଙ୍କ ଭିଡ ହୋଇଥାଏ। ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ସୁନା ଦୋକାନରେ ମନଲାଖି ଅଫର ରଖାଯାଇଥାଏ।(read entire article)(posted on: 2024-05-09)
View : 172 Times
ଅକ୍ଷୟ ତୃତୀୟାରେ ତୁଳସୀ ପତ୍ର ତୋଳୁଛନ୍ତି କି ? ହୋଇପାରେ.. By: Argus News
ଆସନ୍ତାକାଲି ଓଡିଶାର ମହାନ୍ ପର୍ବ ଅକ୍ଷୟ ତୃତୀୟା । ଏହି ପର୍ବର ରହିଛି ଅନେକ ମହତ୍ତ୍ଵ। ଏହି ଦିନ ଅକ୍ଷି ମୁଠି ଅନୁକୂଳ କରାଯାଇଥାଏ । ଏହି ଅକ୍ଷୟ ତୃତୀୟାରେ କିପରି କରିବେ ମା ମହାଲକ୍ଷ୍ମୀଙ୍କୁ ଶାନ୍ତି ? ଏଥିପାଇଁ ମଧ୍ୟ ବିଭିନ୍ନ ଉପାୟ କରିବାକୁ ହେବ । କିନ୍ତୁ ତୁଳସୀ ଗଛ ସହ ଜଡିତ ଏହି ଭୁଲ କରନ୍ତୁ ନାହିଁ କରିଲେ ମା ମହାଲକ୍ଷ୍ମୀଙ୍କ କୋପ ପଡିବ । ତେବେ ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟା କଣ କଲେ ମା' ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ ।(read entire article)(posted on: 2024-05-09)
View : 174 Times
ରହସ୍ୟମୟ ସମୁଦ୍ର! ପହଁରିବା ନଜାଣିଥିଲେ ବି ବୁଡିବେନି By: Argus News
ପହଁରିବା ନଶିଖିଥିଲେ ପାଣିରେ କିଏ ବି ବୁଡ଼ିଯିବ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ପୃଥିବୀ ପୃଷ୍ଠରେ ଏମିତି ଏକ ସମୁଦ୍ର ଅଛି ଯେଉଁଠି ଆପଣ ପହଁରିବା ନଜାଣିଥିଲେ ବି ବୁଡ଼ିବେନି। ହଁ ଆଜ୍ଞା ଇସ୍ରାଏଲ୍ ଏବଂ ଜୋର୍ଡାନ ମଧ୍ୟରେ ଏକ ସମୁଦ୍ର ଅଛି ଯାହାର ନାଁ ହେଉଛି ମୃତ ସମୁଦ୍ର ବା ଡେଡ୍ ସି। ଏହି ସମୁଦ୍ରର ସବୁଠାରୁ ବଡ଼ ବିଶେଷତ୍ବ ହେଉଛି ଏଠାରେ କିଏ ଚାହିଁଲେ ବି ବୁଡ଼ିପାରବେ ନାହିଁ ଏହାର କାରଣ ହେଉଛି ଏହି ସମୁଦ୍ରର ପାଣିରେ ସ୍ବାଭାବିକ ଠାରୁ ବହୁତ ଅଧିକ ଲୁଣ ଅଛି। ସାଧାରଣ ସମୁଦ୍ର ଜଳଠାରୁ ମୃତ ସମୁଦ୍ରର ପାଣି ୧୦ ଗୁଣ ଅଧିକ ଲୁଣିଆ। ପୃଥିବୀ ପୁଷ୍ଠର ସବୁଠାରୁ ନିମ୍ନ ଭାଗରେ ଏହି ଜଳାଶୟ ଅବସ୍ଥିତ।(read entire article)(posted on: 2024-05-09)
View : 177 Times
ପ୍ରତିଦିନ ସାବୁନ ବ୍ୟବହାର କଲେ.. By: Argus News
ସାବୁନ ତେଲ ଏବଂ ଚର୍ବି ମିଶାଇ ସାବୁନ ତିଆରି ହୁଏ ଯାହା ଚର୍ମରେ ଲାଗିଥିବା ମଇଳା ଏବଂ ଦୁର୍ଗନ୍ଧକୁ ଦୂର କରିଥାଏ । ସେଥିପାଇଁ ଅଧିକାଂଶ ଲୋକ ସେମାନଙ୍କର ଦୌନନ୍ଦିନ ଅଭ୍ୟାସରେ ସାବୁନ ବବ୍ୟହାର କରନ୍ତି । ତାପରେ ଆପଣ ଭାବିବେ ଯେ ଯେତେବେଳେ ସାବୁନ ଏତେ ଭଲ ତେବେ ଏଥିରେ କ'ଣ କ୍ଷତି ହେବ ।(read entire article)(posted on: 2024-05-09)
View : 192 Times
Canvas Worldwide, Brxnd Partner For Media & Marketing Ai By: Ben Gross
Canvas Worldwide partners with BrXnd to innovate media and advertising, leveraging AI solutions and strategic collaboration.(read entire article)(posted on: 2024-05-09)
View : 286 Times
How To Spot A Legit Online Dispensary: Finding Reputable Online Dispensaries That Ship To All States By: lina
With the increasing popularity of online dispensaries and the convenience of purchasing cannabis products from the comfort of your own home, it is essential to know how to spot a legit online dispensary.(read entire article)(posted on: 2024-05-09)
View : 130 Times
Les Invités De Mariage Ne Feront Pas Grand-chose à Faire D'esprit à Vos Nappes By: robe
Les draps spécialisés peuvent être coûteux, alors économisez le mâle et choisissez quelque chose de simple et fonctionnel qui se marie de manière transparente avec votre décor(read entire article)(posted on: 2024-05-08)
View : 249 Times
Guide To Study In Uk For Indian Students After 12th By: amit
"Transglobal Overseas Education Consultants helps students achieve their dream of studying abroad with a decade of experience since 2010.(read entire article)(posted on: 2024-05-08)
View : 358 Times
© 2006 123ArticleOnline.com. All Rights Reserved. Use of our service is protected by our Privacy Policy and Terms of Service