123ArticleOnline Logo
Welcome to 123ArticleOnline.com!

www.sunraysaunas.com
ALL >> General

Articles on General Topics

Page: << <    1776 [1777]  1778  1779  1780  1781    > >>

Professional Vedic Astrology Certified Course - Astroschool    By: astrology Course
The goal of the Vedic Astrology Course is to give new students a solid understanding of Vedic Astrology.(read entire article)(posted on: 2024-09-29)
View : 108 Times

How Us Actions Might Push The World To The Brink    By: ac.news
AC News | Your Trusted Source for Latest News & Insights(read entire article)(posted on: 2024-09-29)
View : 123 Times

Data Build Tool (dbt) Training Institutes In Hyderabad | Dbt Online Training    By: Susheelvisualpath
Visualpath is your gateway to mastering Data Build Tool (dbt) through our global online training, accessible in Hyderabad, USA, UK, Canada, Dubai, and Australia. The course includes in-demand tools such as Matillion, Snowflake, ETL, Informatica, SQL, Power BI, Cloudera, Databricks, Oracle, SAP, and Amazon Redshift. Gain practical knowledge and take your career in data analytics and cloud computing to the next level. Reserve your Free Demo call at +91-9989971070 Visit us: https://visualpath.in/dbt-online-training-course-in-hyderabad.html(read entire article)(posted on: 2024-09-28)
View : 189 Times

ଟେଷ୍ଟରେ ଅଶ୍ବିନ ରାଜ୍,ଭାଙ୍ଗିଲେ କୁମ୍ବଲେଙ୍କ ରେକର୍ଡ,ଏସିଆରେ ଦ୍ବିତୀୟ    By: Argus News
ବିଶ୍ବ କ୍ରିକେଟରେ ଟେଷ୍ଟରେ ରାଜ୍ କରୁଛନ୍ତି ଆର.ଅଶ୍ବିନ,ବ୍ୟାଟିଂ ହେଉ ଅବା ବୋଲିଂ ସବୁଥିରେ କରୁଛନ୍ତି କମାଲ୍ । କାନପୁର ଟେଷ୍ଟରେ ବାଂଲାଦେଶର ଅଧିନାୟକ ନଜମୁଲ ହୁସେନ ସାଣ୍ଟୋଙ୍କୁ ଆଉଟ୍ କରି ଏସିଆ ମହାଦେଶରେ ୪୨୦ଟି ୱିକେଟ ନେବାର ରେକର୍ଡ କରିଛନ୍ତି ଅଶ୍ବିନ। ଏସିଆ ମହାଦେଶରେ ସର୍ବାଧିକ ୱିକେଟ୍ ଦଖଲ କରିଥିବା ଭାରତୀୟ ବୋଲର ହୋଇପାରିଛନ୍ତି। କିମ୍ବଦନ୍ତୀ କ୍ରିକେଟର ଅନୀଲ କୁମ୍ବଲେଙ୍କ ୪୧୯ ୱିକେଟ ରେକର୍ଡ ଭାଙ୍ଗିଛନ୍ତି ଅଶ୍ବିନ ।ଏସିଆରେ ସର୍ବାଧିକ ୱିକେଟ ନେଇଥିବା ତାଲିକାରେ ଶ୍ରୀଲଙ୍କାର ମୁରଲୀଧରନ ୧ନଂ ରହିଛନ୍ତି,ସେ ଟେଷ୍ଟ କ୍ରିକେଟରେ ମୋଟ ୮୦୦ ୱିକେଟ ନେଇଥିବା ବେଳେ କେବଳ ଏସିଆରେ ଏହି ସଂଖ୍ୟା ୬୧୨ ରହିଛି। ପ୍ରଥମରେ ମୁରଲୀଧରନ ରହିଥିବାବେଳେ ଦ୍ୱିତୀୟରେ ଅଶ୍ୱିନ ଓ ତୃତୀୟରେ ରହିଛନ୍ତି କୁମ୍ବଲେ(read entire article)(posted on: 2024-09-28)
View : 132 Times

ଡେଟିଙ୍ଗ ଆପରେ ହ୍ରିତିକ-ଉର୍ବଶୀଙ୍କ ଚାର୍ଟ    By: Argus News
ଡେଟିଙ୍ଗ ଆପ। ଏହା ଶୁଣିବା ମାତ୍ରକେ ଆପଣ ଜାଣିସାରିବେଣି ଯେ ଏଥିରେ କଣ ହୁଏ। ଡେଟିଙ୍ଗ ଆପ ହେଉଛି ଏମିତି ଏକ ଆପ ଯେଉଁଥିରେ ଆପଣ ଜଣେ ଜଣଙ୍କ ସହ କଥା ବାର୍ତ୍ତା ହୋଇଥାନ୍ତି। ଠିକ ଏମିତି ଯୋଡି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି। ଡେଟିଙ୍ଗ ଆପରେ ହ୍ରିତିକ ରୋଷନଙ୍କ ସହ କଥା ହୁଅନ୍ତି ଉର୍ବଶୀ ରୈତେଲା। କରିଲେ ପର୍ସନାଲ ମେସେଜ। ମା ଦେଲେ ବିବାହର ପ୍ରସ୍ତାବ। ଉର୍ବଶୀ ନିଜର ପର୍ସନାଲ ଲାଇଫକୁ ନେଇ ଚର୍ଚ୍ଚାରେ ରହନ୍ତି। ସେ କହିଲେ ଯେ , ସେ ଡେଟିଙ୍ଗ ଆପ ବ୍ୟବହାର କରନ୍ତି। Hauterrfly ରେ କଥାବାର୍ତ୍ତା ବେଳେ ଅଭିନେତ୍ରୀ ଖୁଲାସା କରିଛନ୍ତି ଯେ, ଏହା ଡେଟିଙ୍ଗଙ୍କ କରିବା ପାଇଁ ନୁହେଁ ବରଂ ବନ୍ଧୁତା ପାଇଁ ଏଥିରେ ଯୋଡି ହୋଇଛନ୍ତି। ଅଭିନେତ୍ରୀ କହିଛନ୍ତି ଯେ, ହ୍ରିତିକ ରୋଷନ ଏବଂ ଆଦିତ୍ୟ ରୟ କପୁରଙ୍କ ବ୍ୟତୀତ ଆହୁରି ଅନେକ ସେଲିବ୍ରେଟିଙ୍କୁ ମଧ୍ୟ ସେ ଏହି ଆପ ମାଧ୍ୟମରେ ଜାଣିଛନ୍ତି।(read entire article)(posted on: 2024-09-28)
View : 159 Times

ପଇସା ରୋଜଗାର କରିବା ମାଙ୍କଡମାନଙ୍କ କାର୍ଯ୍ୟ: ମୁକେଶ    By: Argus News
ବଲିଉଡ ସୁ ପରଷ୍ଟାରଙ୍କୁ ଶକ୍ତିମାନଙ୍କ ପ୍ରହାର। କହୁ କହୁ ମାଙ୍କଡ ବୋଲି ସମ୍ୱୋଧନ କଲେ ଶକ୍ତିମାନ ଫ୍ରେମ ମୁକେଶ ଖାନ୍ନା। ପୁଣିଥରେ ଶକ୍ତିମାନ୍ ଓରଫ ମୁକେଶ ଖାନ୍ନା ବଲିଉଡର ବଡ ବଡ ସୁପରଷ୍ଟାରମାନଙ୍କୁ ଘେରିଛନ୍ତି । କଟାକ୍ଷ କରିବାରେ ଏହା ତାଙ୍କର ପ୍ରଥମ ଥର ନୁହେଁ, ବରଂ ଅନେକ ମାମଲାକୁ ନେଇ ସେ ଷ୍ଚାରମାନଙ୍କୁ ଆକ୍ଷେପ କରିଛନ୍ତି । କିନ୍ତୁ ଏବେ ସେ ଏକ ଲମ୍ବା ପୋଷ୍ଟ କରି ସମସ୍ତଙ୍କୁ ଅପମାନିତ କରିଛନ୍ତି । ପଇସା ରୋଜଗାର କରିବା କେବଳ ଷ୍ଟାରମାନଙ୍କର ଲକ୍ଷ୍ୟ- ମୁକେଶ ଖାନ୍ନା କ୍ୟାପ୍ସନରେ ଲେଖିଛନ୍ତି, କଣ ବିଜ୍ଞାପନ ଗ୍ଲାମରର ଦୁନିଆ କଣ ପଇସାର ଦୁନିଆ ସାଜିଛି । ପେସା ଫେକ୍ ତମାସା ଦେଖ । କଣ ଏହା ଆଧାର ହୋଇଛି ? ଟଙ୍କା ଦିଅ ଏବଂ କିଛିବି ଅର୍ଡର କର । କଣ ମଡେଲ ଏବଂ ଅଭିନେତାମାନଙ୍କର ଲକ୍ଷ୍ୟ କେବଳ ଟଙ୍କା କମାଇବା ବୋଲି କହିଛନ୍ତି ମୁକେଶ ଖାନ୍ନା। ତମାଖୁ, ଗୁଟଖା, ରୁମି ଭଳି ନିଶାଜାତ ଦ୍ରବ୍ୟକୁ ପ୍ରମୋଟ କରିଥାନ୍ତି ଏହି ଷ୍ଟାର । ଏହି ବିଷୟକୁ ନେଇ ସେ ଇନଷ୍ଟାଗ୍ରାମରେ ଏକ ଲମ୍ବାଚଉଡା ପୋଷ୍ଟ କରିଛନ୍ତି ।(read entire article)(posted on: 2024-09-28)
View : 141 Times

ଚର୍ମକୁ ସୁସ୍ଥ ରଖିବ ହଳଦୀ ପାଣି    By: Argus News
ହଳଦୀରେ ମିଳୁଥିବା ସମସ୍ତ ଉପାଦାନ ଆପଣଙ୍କ ସ୍ୱାସ୍ଥ୍ୟକୁ ବହୁ ପରିମାଣରେ ଉନ୍ନତ କରିଥାଏ । ଯଦି ତୁମେ ତୁମର ସ୍ୱାସ୍ଥ୍ୟକୁ ମଜବୁତ କରିବାକୁ ଚାହୁଁଛ ତେବେ ତୁମ ଖାଦ୍ୟରେ ହଳଦୀକୁ କୌଣସି ପ୍ରକାରରେ ଅନ୍ତର୍ଭୁକ୍ତ କରିବା ଜରୁରୀ । ଆପଣ କେବେ ହଳଦୀ ପାଣି ପିଇଛନ୍ତି କି? ଯଦି ନୁହେଁ ତେବେ ହଳଦୀ ପାଣି ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ଜାଣିବା ପରେ ଆପଣ ଏହି ପ୍ରାକୃତିକ ପାଣିକୁ ମଧ୍ୟ ଆପଣଙ୍କ ଖାଦ୍ୟର ଏକ ଅଂଶ କରିବେ । ହଳଦୀ ପାଣି ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଇବ ଆସନ୍ତୁ ଜାଣିବା ।(read entire article)(posted on: 2024-09-28)
View : 146 Times

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆୟୁର୍ବେଦିକ ଔଷଧ ଗଛ ଏବଂ ସେମାନଙ୍କର ବ୍ୟବହାର    By: Argus News
ଆୟୁର୍ବେଦିକ ଔଷଧରେ ଅନେକ ପ୍ରକାରର ଜଡିବୁଟି ବ୍ୟବହାର କରାଯାଏ । ଏମିତି ଅନେକ ଉଦ୍ଭିଦ ଅଛି ଯାହା ରୋଗ ପାଇଁ ଔଷଧ ଭାବରେ କାମ କରେ । ଏହି ଗଛଗୁଡ଼ିକୁ ଆପଣଙ୍କ ଘରେ ଲଗାଇବାକୁ ନିଶ୍ଚିତ ଦରକାର । ଏହି ଗଛଗୁଡିକ ମଧୁମେହ, ଉଚ୍ଚ ରକ୍ତଚାପ, ଉଚ୍ଚ କୋଲେଷ୍ଟ୍ରଲ ଠାରୁ ଆରମ୍ଭ କରି ମୁଣ୍ଡବିନ୍ଧା, ଚର୍ମ ଏବଂ କେଶ ପର୍ଯ୍ୟନ୍ତ ସମସ୍ୟା ଦୂର କରିଥାଏ । ଏହିପରି ୧୦ ଟି ଗଛ ବିଷୟରେ ଜାଣନ୍ତୁ ଯାହା ଆୟୁର୍ବେଦ ଔଷଧରେ ବ୍ୟବହାର ହୋଇଥାଏ । ବିଶେଷ କଥା ହେଉଛି ଏହି ଗଛଗୁଡ଼ିକ ମଧ୍ୟରୁ ଅନେକ ଆପଣଙ୍କ ଘରର ବାଲକୋନୀରେ ସହଜରେ ମିଳିପାରିବ । ଯାହାକୁ ଆପଣ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ବ୍ୟବହାର କରିପାରିବେ ।(read entire article)(posted on: 2024-09-28)
View : 122 Times

How Physiotherapy Supports Your Post-surgery Recovery Journey    By: Fountain Wellness
Find out how physiotherapy helps patients recover from surgery by improving mobility, lowering discomfort, and hastening the healing process so they can resume their regular activities sooner.(read entire article)(posted on: 2024-09-28)
View : 163 Times

ଫିଲ୍ମ ଭଳି ଦେଖିହେବ ସ୍ୱପ୍ନ ଭିଡିଓ    By: Argus News
ଯାହା ଶୁଣିଲେ ତାହା ସମ୍ପୂର୍ଣ୍ଣ ସତ। ଏଣିକି ସ୍ୱପ୍ନକୁ ରେକର୍ଡ କରାଯିବ। ବର୍ତ୍ତମାନ ଏହା ଖୁବଶୀଘ୍ର ସତ ହେବାକୁ ଯାଉଛି । ଜାପାନୀ ରିସର୍ଚର ନିକଟରେ ଏହାକୁ ସତ କରି ଦେଖାଇଛନ୍ତି । ଗବେଷକମାନେ ମସ୍ତିଷ୍କର କାର୍ଯ୍ୟକଳାପକୁ ବୁଝିବା ପାଇଁ ଉନ୍ନତ ନ୍ୟୁରାଲ୍ ଇମେଜିଙ୍ଗ୍ ଟେକ୍ନୋଲୋଜି ବ୍ୟବହାର କରିଛନ୍ତି । ସ୍ବପ୍ନକୁ ରେକର୍ଡ କରିବା ପାଇଁ ବ୍ରେନର ସମସ୍ତ କାର୍ଯ୍ୟକଳାପକୁ ରେକର୍ଡ କରାଯାଇଥାଏ । ରାପିଡ ଆଇ ମୁଭମେଣ୍ଟ ଦ୍ବାରା ସ୍ବପ୍ନ ସ୍ପଷ୍ଟ ହୋଇଥାଏ । ଏହି ସମୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରି ମସ୍ତିଷ୍କ ତରଙ୍ଗର ଢାଞ୍ଚାକୁ ସ୍ବପ୍ନରେ ପରିଣତ କରାଯାଇଥାଏ । ଏହା ଦ୍ବାରା ସ୍ବପ୍ନକୁ ପୁଣିଥରେ ପ୍ଲେ କରାଯାଇ ପାରିବ ।(read entire article)(posted on: 2024-09-28)
View : 150 Times


Page: << <    1776 [1777]  1778  1779  1780  1781    > >>

See As RSS




Login To Account
Login Email:
Password:
Forgot Password?
New User?

Sign Up Newsletter
Email Address: