123ArticleOnline Logo
Welcome to 123ArticleOnline.com!

www.sunraysaunas.com
ALL >> General

Articles on General Topics

Page: << <    1771 [1772]  1773  1774  1775  1776    > >>

୨୦୨୮ ଆମେରିକାର ଲସ୍ ଏଞ୍ଜେଲ୍ସରେ ଅଲମ୍ପିକ୍ସ କ୍ରୀଡ଼ା ମହାକୁମ୍ଭ    By: Argus News
୧୮ ଦିନର ରୋମାଞ୍ଚ ସହ ଶେଷ ହୋଇଛି ବିଶ୍ୱ କ୍ରୀଡ଼ା ମହାକୁମ୍ଭ ପ୍ୟାରିସ୍ ଅଲମ୍ପିକ୍ସ। ୨୦୨୮ରେ ଆମେରିକାର ଲସ୍ ଏଞ୍ଜେଲ୍ସ ଆୟୋଜନ ହେବ ୩୪ତମ ସଂସ୍କରଣ। ଗୋଟିଏ ରୌପ୍ୟ ଏବଂ ୫ଟି ବ୍ରୋଞ୍ଜ ମୋଟ ୬ଟି ପଦକ ସହ ୭୨ତମ ସ୍ଥାନରେ ରହି ଅଭିଯାନ ଶେଷ କରିଛି ଭାରତ କିନ୍ତୁ ପ୍ୟାରିସ୍ ଅଲମ୍ପିକ୍ସରେ ଜିତିପାରିନି ସ୍ବର୍ଣ୍ଣ ପଦକ। ସୁଟର ମନୁ ଭାକର ଏବଂ ହକି ଷ୍ଟାର୍ ପିଆର୍ ଶ୍ରୀଜେଶ ଉଦଯାପନୀ ଉତ୍ସବରେ ଭାରତର ଜାତୀୟ ପତାକା ଧରିଥିଲେ। ଜାଭେଲିନ ଥ୍ରୋ'ରେ ନୀରଜ ଚୋପ୍ରା ଏକ ମାତ୍ର ରୌପ୍ୟ ପଦକ ହାସଲ କରିଥିବା ବେଳେ, ସୁଟିଂରୁ ସର୍ବାଧିକ ୩ଟି ଏବଂ ହକି ଓ କୁସ୍ତିରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ମିଳିଛି। ୧୨୪ ବର୍ଷ ଅଲମ୍ପିକ୍ସ ଇତିହାସରେ ଭାରତ ଜିତିଛି ୪୧ ପଦକ।(read entire article)(posted on: 2024-08-12)
View : 160 Times

ବିବାଦ ଘେରରେ ହଲିଉଡ ସୁପରଷ୍ଟାର ଟମ କ୍ରୁଜଙ୍କ ଫ୍ୟାନ୍    By: Argus News
ବିବାଦ ଘେରରେ ହଲିଉଡ ସୁପରଷ୍ଟାର ଟମ କ୍ରୁଜଙ୍କ ଫ୍ୟାନ୍। ଅଲମ୍ପିକ୍ସର କ୍ଲୋଜିଙ୍ଗ ସେରିମନିରେ ଚୁମ୍ବନ ଦେଇ ହେଲେ ଟ୍ରୋଲର ଶିକାର। ବାସ୍ତବରେ ପ୍ୟାରିସ ଅଲିମ୍ପିକ୍ସ ବନ୍ଦ ସମାରୋହରେ ଯେତେବେଳେ ଟମ୍ କ୍ରୁଜ୍ ନିଜ ଫ୍ୟାନ୍ସ ମାନଙ୍କ ସହିତ ହାତ ମିଳାଉଥିଲେ ସେତେବେଳେ ଜଣେ ମହିଳା ନିଜ ଫୋନରେ ଭିଡିଓ କରିବା ପାଇଁ ଟମ୍ ଙ୍କ ଗାଲକୁ ଚୁମ୍ବନ କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଯାହାକୁ ନିନ୍ଦା କରିଛନ୍ତି ଲକ୍ଷ ଲକ୍ଷ ୟୁର୍ଜସ। ଭିଡିଓ ଭାଇରାଲ ହେବାପରେ ଏବେ ଅନେକ ବିବାଦ ସୃଷ୍ଟି କରିଛି। ସୋସିଆଲ ମିଡିଆ ୟୁଜର୍ସ ଏହାକୁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ବୋଲି କହିଛନ୍ତି। ତାସହିତ ଲିଙ୍ଗଗତ ଭେଦଭାବକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି। ସେମାନଙ୍କ କହିବା ଅନୁଯାୟୀ ଯଦି ସମାନ ବ୍ୟବହାର ଜଣେ ସେଲିବ୍ରିଟି ନିଜ ଫ୍ୟାନ ସହିତ କରିଥାନ୍ତା ତାହେଲେ କ'ଣ ହୋଇଥାନ୍ତା ? ମହିଳା ଜଣକ ଟମଙ୍କ ସମ୍ମତି ମାଗିଥିଲେ କି? ଯଦି କୌଣସି ମହିଳା ସେଲିବ୍ରିଟିଙ୍କ ସହିତ ସମାନ ବ୍ୟବହାର ହୋଇଥାନ୍ତା ତାହେଲେ କଣ ସେଠାରେ ଥିବା ଅଡିଏନ୍ସ ଏପରି ଉପଭୋଗ କରିଥାନ୍ତେ? ବରଂ ସେହି ପୁରୁଷ ଜଣଙ୍କୁ ଜିଅନ୍ତା ଜାଳିଦେବାର ବ୍ୟବସ୍ଥା କରିଥାନ୍ତେ, ଏଭଳି ଅନେକ ପ୍ରଶ୍ନ କରି ନିନ୍ଦା କରିଛନ୍ତି ୟୁଜର୍ସ।(read entire article)(posted on: 2024-08-12)
View : 134 Times

ପାକିସ୍ତାନ ନୁହେଁ ବାଂଲା ଜଳିବା ପଛରେ ଆମେରିକା ?    By: Argus News
ବାଂଲାକୁ ନେଇ ଏବେ ପୁରା ବିଶ୍ଵରେ ଚର୍ଚ୍ଚା ଜୋର ଧରିଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଆମେରିକା ବିରୋଧରେ ଯେଉଁ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ତାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା । କାରଣ ଶେଖ ହସିନା ନିଜ ସରକାରର ପତନ ପଛରେ ଆମେରିକାର ହାତ ଥିବା ଦାବି କରିଛନ୍ତି । ଅଭିଯୋଗ କରିଛନ୍ତି, ଆମେରିକାକୁ ସେଣ୍ଟ ମାର୍ଟିନ୍ ଦ୍ୱୀପ ହସ୍ତାନ୍ତର ନକରିବା କାରଣରୁ ଆମେରିକା ଷଡଯନ୍ତ୍ର କରି ତାଙ୍କ ସରକାରକୁ ଭାଙ୍ଗିଦେଇଛି ଏବଂ ବାଂଲାରେ ଅଶାନ୍ତ ସୃଷ୍ଟି କରିଛି । ଏହାସହ ସେଣ୍ଟ ମାର୍ଟିନ ଦ୍ୱୀପ ପଶ୍ଚିମବଙ୍ଗ ନିକଟବର୍ତ୍ତୀ ଓ ଏହି ଦ୍ୱୀପକୁ ଆମେରିକା ଦଖଲ କରି ଭାରତରେ ତା'ର ପ୍ରଭୁତ୍ୱ ଜାହିର କରିବାକୁ ଚାହୁଁଥିବା କଥା ହସିନା କହିଛନ୍ତି । ଏହାସହ ଶେଖ ହସିନା ବାଂଲାଦେଶୀ ନାଗରିକମାନଙ୍କୁ କଠୋରପନ୍ଥୀଙ୍କ କଥାରେ ଭାସି ନଯାଇ ଦେଶରେ ଶାନ୍ତି ରକ୍ଷା କରିବାକୁ ଅନୁରୋଧ କରିଛନ୍ତି ।(read entire article)(posted on: 2024-08-12)
View : 172 Times

Tools And Practices For Uncovering Your Inner Wisdom – The Journey Of Self-discovery    By: Chaitanya Kumari
It is the most interesting one, as it helps one in realizing his/her true potential and also the purpose of being born on this planet. While it is not easy, there are tool practices to help you in this journey of self-discovery.(read entire article)(posted on: 2024-08-12)
View : 291 Times

Revolutionize Your Business Operations With Sap Business One Erp    By: Reet Yadav
The integration of technology into business processes not only enhances efficiency but also drives innovation and growth.(read entire article)(posted on: 2024-08-12)
View : 205 Times

Toddpipe And Supplier Data Extraction: Boost Efficiency And Insight    By: iwebdatascraping
Optimize Operations, Enhance Market Insights, and Improve Decision-Making Efficiency with Toddpipe and Supplier Data Extraction.(read entire article)(posted on: 2024-08-12)
View : 183 Times

କୋଲେଷ୍ଟ୍ରଲ ହ୍ରାସ କରିବ ଜିରା ଚା    By: Argus News
ଜିରା ଚା ମଧ୍ୟ ଶରୀରରେ ଖରାପ କୋଲେଷ୍ଟ୍ରଲ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏହା ଶରୀରରେ ସୁସ୍ଥ କୋଲେଷ୍ଟ୍ରଲ ବଜାୟ ରଖିବାରେ ସାହାଯ୍ୟ କରିଥାଏ । ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଜିରା ଚା ମଧ୍ୟ ସହାୟକ ହୋଇଥାଏ । ଏହା ହୃଦଘାତର ଆଶଙ୍କା ହ୍ରାସ କରିଥାଏ ।(read entire article)(posted on: 2024-08-12)
View : 139 Times

କୋଲକାତା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ତେଜୁଛି ଅସନ୍ତୋଷ    By: Argus News
କୋଲକାତା ଡାକ୍ତରୀ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ତେଜୁଛି ଅସନ୍ତୋଷ । ଆଜି ସର୍ବଭାରତୀୟ ରେସିଡେଣ୍ଟ ଡାକ୍ତର ସଂଘ ପକ୍ଷରୁ ସାରାଦେଶରେ ଆନ୍ଦୋଳନ କରାଯାଉଛି । RG କର ମେଡିକାଲ କଲେଜ ପ୍ରିନ୍ସିପାଲଙ୍କୁ ହଟାଇବା ଏବଂ କେନ୍ଦ୍ରୀୟ ସୁରକ୍ଷା ଆଇନ କମିଟି ଗଠନ ପାଇଁ ଦାବି ରଖିଛି FORDA । ସେପଟେ ଜୁନିୟର ଡାକ୍ତର ରାଜ୍ୟବ୍ୟାପୀ ବିରୋଧ ପ୍ରଦର୍ଶନ ସହ ଆଜିଠୁ ଜରୁରୀକାଳୀନ ସେବା ବନ୍ଦ ରଖିଛନ୍ତି । ମୃତ ଛାତ୍ରୀଙ୍କ ପରିବାରକୁ ଉପଯୁକ୍ତ ଅନୁକମ୍ପା ରାଶି ପ୍ରଦାନ ସହ ଘଟଣାର ତଦନ୍ତ କରି ଦୋଷୀକୁ କଠୋର ଦଣ୍ଡ ଦେବା ସହ ସମସ୍ତ ଡାକ୍ତରଙ୍କୁ ସୁରକ୍ଷା ଯୋଗାଇବାକୁ ଦାବି କରିଛି ଡାକ୍ତର ସଂଘ ।(read entire article)(posted on: 2024-08-12)
View : 165 Times

Dietary Guidelines For Covid-19 Patients In India    By: savinay
Having nutrition during covid is vital for recovery. Therefore, taking good care of health at such times is advised. Read to learn about covid diet plans.(read entire article)(posted on: 2024-08-12)
View : 217 Times

The Role Of Foreign Branches In Saudi Arabia's Economy    By: anzilanx
This article explores the process of establishing a foreign branch in Saudi Arabia, discussing full ownership regulations and common challenges. It highlights key obstacles such as regulatory compliance, cultural differences, and market entry strategies, emphasizing the importance of expert assistance from the Saudi Helpline Group.(read entire article)(posted on: 2024-08-12)
View : 280 Times


Page: << <    1771 [1772]  1773  1774  1775  1776    > >>

See As RSS




Login To Account
Login Email:
Password:
Forgot Password?
New User?

Sign Up Newsletter
Email Address: