123ArticleOnline Logo
Welcome to 123ArticleOnline.com!

www.sunraysaunas.com
ALL >> General

Articles on General Topics

Page: << <    1726  1727  1728 [1729]  1730  1731    > >>

ଶ୍ରୀଲଙ୍କାରେ ହେବାକୁ ଥିବା ମ୍ୟାଚ୍‌ରେ ଖେଳିବେନି ରୋହିତ ଶର୍ମା, ବିରାଟ କୋହଲି ଏବଂ ବୁମରା!    By: Argus News
ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଟି-୨୦ ବିଶ୍ୱକପ୍ ଜିତିସାରିଛି । ଆଉ ବିଶ୍ୱକପ୍ ଜିତିସାରିବା ପରେ ଏବେ ଦଳର ୧୨ ଜଣ ଖେଳାଳି ବିଶ୍ରାମ ନେଉଛନ୍ତି । ଅନ୍ୟପଟେ ଶୁଭମନ୍ ଗିଲଙ୍କ ନେତୃତ୍ୱରେ ଏକ ଯୁବ ଟିମ ଜିମ୍ବାୱେ ବିପକ୍ଷରେ ସିରିଜ୍ ଖେଳୁଛି । ଯେଉଁଠି ଦଳ ୫ଟି ଟି-୨୦ ମ୍ୟାଚ୍ ଖେଳିବ। ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜିମ୍ବାୱେ ବିପକ୍ଷ ସିରିଜ୍ ପରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ଗସ୍ତରେ ଯିବ । ଆଉ ସେଠାରେ ୩ଟି ଦିନିକିଆ ଏବଂ ୫ଟି ଟି-୨୦ ମ୍ୟାଚ୍ ଖେଳିବ । ଆଉ ଏହି ଗସ୍ତରେ ଦଳର ଦାୟିତ୍ବ କିଏ ସମ୍ଭାଳିବ ତାହାକୁ ନେଇ ଚର୍ଚ୍ଚା ବଢ଼ିଛି ।(read entire article)(posted on: 2024-07-09)
View : 175 Times

ରେକର୍ଡ ଭାଙ୍ଗୁଛି କଲ୍‌କୀ, ବିଶ୍ଵବ୍ୟାପୀ ୯୦୦ କୋଟି ରୋଜଗାର    By: Argus News
ଆମିର ଖାନଙ୍କ ଫିଲ୍ମକୁ ପଛରେ ପକାଇଲା ପ୍ରଭାସଙ୍କ ଏହି ଫିଲ୍ମ। ଯାହାକୁ ଦେଖିବା ପାଇଁ ଲୋକଭ୍କ ମଧ୍ୟରେ ପ୍ରବଳ ଉତ୍ସାହ। କଲ୍‌କୀ 2898 AD କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଦର୍ଶକଙ୍କ ମନକୁ ମୋହିଛି । ବର୍ତ୍ତମାନ ଫିଲ୍ମ ବିଶ୍ଵବ୍ୟାପୀ ୯୦୦ କୋଟି କ୍ଲବର ଅଂଶଗ୍ରହଣ କରିଛି । କଲ୍‌କୀ 2898 AD ଏପର୍ଯ୍ୟନ୍ତ ୱାର୍ଲଡୱାଇଡ କଲେକ୍ସନରେ ବାହୁବଲୀ, ସଲାର ଏବଂ ଗଦର ୨ ବଳି ଫିଲ୍ମର ରେକର୍ଡ ଭାଙ୍ଗିସାରିବା ପରେ ବର୍ତ୍ତମାନ ଆମିର ଖାନଙ୍କ ବ୍ଲକବଷ୍ଟର ଫିଲ୍ମର ରେକର୍ଡକୁ ଭାଙ୍ଗିଛନ୍ତି । ଦଶ ବର୍ଷ ପୂର୍ବରୁ ୨୦୧୪ରେ ଆସିଥିବା ଆମିର ଖାନଙ୍କ ଫିଲ୍ମ ପିକେ ଅଲ ଟାଇମ ବ୍ଲକବଷ୍ଟର ଫିଲ୍ମ ରହିଛି । ପିକେ ବକ୍ସ ଅଫିସରେ ୭୯୨ କୋଟି ଟଙ୍କାର ଦମଦାର କଲେକ୍ସନ କରିଥିଲା ।(read entire article)(posted on: 2024-07-09)
View : 144 Times

ସମ୍ବଲପୁରୀ ଉତ୍ତରୀୟ ପକାଇ ମସ୍କୋରେ ଭାଷଣ ଦେଲେ ମୋଦି    By: Argus News
ସବୁବେଳେ ଓଡିଆ ଓ ଓଡିଶା ସଂସ୍କୃତି, ଓଡିଆ ଲୋକଙ୍କୁ ପ୍ରଧାନ୍ୟ ଦିଅନ୍ତି ପ୍ରଧାନମନ୍ତ୍ରୀ । ଯାହାର ପୁଣି ଏକ ଝଲକ ଦେଖିବାକୁ ମିଳିଛି । ତୃତୀୟ ପାଳି ଜିତିବା ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ରୁଷିଆ ଗସ୍ତରେ ଯାଇଥିବାବେଳେ ମସ୍କୋରେ ଭାରତୀୟ ସମାଜକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଉ ଏହି ସମୟରେ ପ୍ରଧାନମନ୍ତ୍ରୀ ସମ୍ବଲପୁରୀ ଉତ୍ତରୀୟ ପକାଇ ଭାଷଣ ଦେଉଥିବା ଦେଖିବାକୁ ମିଳିଛି । ତାହା ସହ ମସ୍କୋରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା କଥା ଉଠାଇଛନ୍ତି ପ୍ରଧାନମନ୍ତ୍ରୀ । ଯାହା ଓଡିଆଙ୍କୁ ପ୍ରଧାନମନ୍ତ୍ରୀଙ୍କ ଭଲପାଇବାର ପ୍ରମାଣ ଦେଇଛି ।(read entire article)(posted on: 2024-07-09)
View : 162 Times

Using Coupons To Make Online Shopping Easy    By: mecouponcode
coupon codes and promo codes are invaluable tools for savvy online shoppers. Websites like mecouponcodes make it easy to find and use these discounts, ensuring that online shopping is convenient and budget-friendly. So, before you check out, remember to visit mecouponcodes.com for the latest deals and enjoy the savings!(read entire article)(posted on: 2024-07-09)
View : 174 Times

London Travel Tips: For An Amazing Holiday Experience Unlike Ever Before!    By: European Konnect
All the fans of Sherlock homes should have witnessed the amazing sight of the London city on screen. The city comprises of a ideal mix of various cultures and modern art.(read entire article)(posted on: 2024-07-09)
View : 160 Times

Search Engine Optimization Vs. Generative Engine Optimization: A New Era Of Digital Marketing    By: Vikas Thakur
In the dynamic world of digital marketing, staying ahead of the curve is essential. Traditionally, Search Engine Optimization (SEO) has been the cornerstone of online visibility.(read entire article)(posted on: 2024-07-09)
View : 147 Times

ବିଶ୍ବ ଚାମ୍ପିୟନ ରୋହିତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ନୀତା ଅମ୍ବାନୀ......ହେଲେ କାହିଁକି?    By: Argus News
ଆଇପିଏଲ ୨୦୨୪ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ହଠାତ ରୋହିତ ଶର୍ମାଙ୍କୁ ପଦରୁ ହଟାଇ ଦେଇଥିଲା। ଏହାପରେ ଏହି ମାମଲା ବେଶ ଚର୍ଚ୍ଚାରେ ରହିଥିଲା। ଏପରିକି ମୁମ୍ବାଇର ଫଲୋର୍ସ ସଂଖ୍ୟା ମଧ୍ୟ କମିଯାଇଥିଲା। ହେଲେ ଏସବୁ ମଧ୍ୟରେ ପୁଣିଥରେ ବିଶ୍ବକପ ବିଜେତା କ୍ୟାପଟେନ ଚର୍ଚ୍ଚାରେ ରହିଛନ୍ତି। କାରଣ କ୍ୟାପଟେନ ପଦରୁ ହଟାଇଥିଲେ ହେଁ ଅମ୍ବାନୀ ପରିବାର ସହ ତାଙ୍କ ସମ୍ପର୍କ ପୂର୍ବଭଳି ରହିଛି। ନିକଟରେ ଅନନ୍ତ ଅମ୍ବାନୀଙ୍କ ସଙ୍ଗୀତ୍‌ ଉତ୍ସବରେ ସେ ଯୋଗ ଦେଇଥିଲେ।(read entire article)(posted on: 2024-07-08)
View : 192 Times

କେବେବି ରୋହିତଙ୍କୁ ଏତେ ଭାବବିହ୍ବଳ ହେବା ମୁଁ ଦେଖି ନ ଥିଲି    By: Argus News
ଭାରତ ସାଉଥଆଫ୍ରିକାକୁ ହରାଇ ଟି-୨୦ ବିଶ୍ବକପ ଜିତିଲା। ଏବେବି ଇଣ୍ଟରନେଟରେ ଛାଇ ରହିଛି ଓ୍ବିନିଂ ମୋମେଣ୍ଟ। କାରଣ ବିଜୟ ସତରେ ଅବିଶ୍ବସନୀୟ ଥିଲା। ଖେଳାଳିମାନେ ସତରେ ବହୁ ଚେଷ୍ଟା କରିଥିଲେ। ଆଉ ଆଜି ସାରା ଭାରତବାସୀ ଖୁସି। ମ୍ୟାଚ ଦିନ ସମସ୍ତଙ୍କ ଆଖିରୁ ଖୁସିର ଲୁହ ଗଡ଼ି ଆସିଥିଲା। ଯେତେଥର ଦେଖିଲେ ବି ବିଶ୍ବକପ ମ୍ୟାଚ ଆଉ ଥରେ ଦେଖିବାକୁ ଇଚ୍ଛା ହେଉଛି।(read entire article)(posted on: 2024-07-08)
View : 157 Times

Montratec Joins The Innovation Elite Among German Smes For The Third Consecutive Time    By: montratec GmbH
Awarded as TOP 100 innovator 2024 for outstanding professional innovation performanceFor the third time in a row, the German high-tech company montratec has been awarded the TOP 100 seal 2024. ...(read entire article)(posted on: 2024-07-08)
View : 121 Times

Supplements To Improve Egg Quality And Quantity    By: Prime IVF
Discover the top supplements to improve egg quality and quantity for better fertility. Learn how CoQ10, DHEA, folic acid, and more can enhance reproductive health. For personalized fertility support, reach out to Prime IVF Centre today.(read entire article)(posted on: 2024-07-08)
View : 326 Times


Page: << <    1726  1727  1728 [1729]  1730  1731    > >>

See As RSS




Login To Account
Login Email:
Password:
Forgot Password?
New User?

Sign Up Newsletter
Email Address: