ଆଜି ବିଶ୍ୱ ସଙ୍ଗୀତ ଦିବସ By: Argus News
ସୁଖ ହେଉ କି ଦୁଃଖ ସଙ୍ଗୀତ ଶୁଣିଲେ ହୃଦୟକୁ ଶାନ୍ତି ମିଳିଥାଏ । କୁହାଯାଏ ସଂଗୀତର କୌଣସି ଭାଷା ନାହିଁ ଏହାର ସୀମା ମଧ୍ୟ ନାହିଁ ଏହା ହୃଦୟରୁ ଆସିଥାଏ ଏବଂ ହୃଦୟରେ ପହଞ୍ଚେ । ସଙ୍ଗୀତକୁ ପ୍ରେମର ଭାଷା ମଧ୍ୟ କୁହାଯାଏ ।(read entire article)(posted on: 2024-06-20)
View : 147 Times
Top Uses For Steel Beams In Sutton: Enhancing Structural Integrity By: Vinny Metalworks Limited
steel beams are fundamental to enhancing the structural integrity of buildings and infrastructure in Sutton. Their strength, versatility, and aesthetic appeal make them an ideal choice for a wide range of construction projects.(read entire article)(posted on: 2024-06-20)
View : 118 Times
ବିଜେଡିରେ ଏବେ ବି ପାଣ୍ଡିଆନଙ୍କ ରହିଛି କି ଦବଦବା ? By: Argus News
୨୪ ବର୍ଷର ଶାସନ, କେବଳ ଜଣଙ୍କ ପାଇଁ କ୍ଷମତାଚ୍ୟୁତ ହେଲା ବିଜେଡି । ଯାହାକୁ ନେଇ ଦଳରେ ଚାପା ଅସନ୍ତୋଷ ବି ହେଲା । ତୁରନ୍ତ ତାଙ୍କୁ ଦଳରୁ ବାହାର କରିବାକୁ ଚାପ ବଢିଲା । ହେଲେ ଏହାରି ଭିତରେ ଯେଉଁ ଖବର ସାମ୍ନାକୁ ଆସୁଛି ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । କାରଣ ବିଜେଡିରେ ଏବେ ବି ବଳବତ୍ତର ରହିଛି ପାଣ୍ଡିଆନଙ୍କ ପତିଆରା ? ନିର୍ବାଚନରେ ଦଳର ବିପର୍ଯ୍ୟୟ ହେଲା କିନ୍ତୁ ଏଯାଏଁ ତାହାର କାଳେ ସମୀକ୍ଷା ହୋଇନି । ଏବେ ବି ପାଣ୍ଡିଆନ କଥା ପଚାରିଲେ ମୁହଁ ଖୋଲୁ ନାହାନ୍ତି ନେତା । ପରାଜୟ ପରେ ବିଜେଡି ଶିବିରରେ ଅସମ୍ଭବ ନିରବତା ଖେଳିଯାଇଛି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।(read entire article)(posted on: 2024-06-20)
View : 150 Times
ଭାଇରାଲ ହେଉଛି 'ଶର୍ମା ଜୀ କି ବେଟି'ର ଟ୍ରେଲର By: Argus News
ରିଲିଜ ହୋଇଛି ସ୍ଲାଇସ୍ ଅଫ୍ ଲାଇଫ କମେଡି ଫିଲ୍ମ ‘ଶର୍ମା ଜୀ କି ବେଟି'ର ଜବରଦସ୍ତ ଟ୍ରେଲର । ଏହି ସିନେମାରେ ସାକ୍ଷୀ ତମ୍ବର, ଦିବ୍ୟା ଦତ୍ତା, ସୈୟମୀ ଖେର ମୁଖ୍ୟ ଭୂମିକାରେ ନଜର ଆସିବୋ ତାଙ୍କୁ ସାଥ ଦେବା ପାଇଁ ‘ଶର୍ମା ଜୀ କି ବେଟି' ସିନେମାରେ ବଂଶିକା ତପାରିଆ, ଅରିସ୍ତା ମେହତା, ଶରିବ ହାସମୀ ତଥା ପରୱିନ ଡବାସ ପ୍ରମୁଖ ଅଭିନୟ କରୁଛନ୍ତିା ଭାରତର ସବୁଠାରୁ ଲୋକପ୍ରିୟ ଓଟିଟି ପ୍ଲାଟ ଫର୍ମ ପ୍ରାଇମ୍ ଭିଡିଓରେ ଏହା ରିଲିଜ ହୋଇଛି।(read entire article)(posted on: 2024-06-20)
View : 127 Times
ସିଏମ୍ ଥିଲେ, ବିରୋଧୀ ଦଳ ନେତା ହେଲେ By: Argus News
ବାଜିଲା ମୋହର, ନବୀନ ହେଲେ ବିରୋଧୀ ଦଳର ନେତା । ୫ କି ୧୦ ନୁହେଁ ବରଂ ୨୪ ବର୍ଷ ପରେ ବିରୋଧୀ ଦଳର ନେତା ହେଲେ ନବୀନ । କାରଣ ଯେବେଠୁ ନବୀନ ବିଧାନସଭା ଆସିଛନ୍ତି ସେବେଠୁ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି । ତେଣୁ ଷଷ୍ଠଥର ବି ସେହି ଆସନରେ ନବୀନ ହିଁ ବର୍ଷିବେ ବୋଲି ଦଳୀୟକର୍ମୀ ଆଶା ରଖିଥିଲେ । ହେଲେ ସବୁ ଆଶା ଆଶାରେ ହିଁ ରହିଗଲା । ଅର୍ଥାତ୍ ଶାସକ ଦଳର ନେତା ଏବେ ବିରୋଧୀ ଆସନରେ ବସିଲେ । ଯାହା ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ସାଉଁଟିଛି ।(read entire article)(posted on: 2024-06-20)
View : 129 Times
ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ କଡ଼ା ଚେତାବନୀ By: Argus News
ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ କଡ଼ା ଚେତାବନୀ । ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରସଙ୍ଗରେ ଚେତାବନୀ ଶୁଣାଇଲେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯେଉଁ ଅସାଧୁ ବ୍ୟବସାୟୀ ମାନେ କୁତ୍ରିମ ଅଭାବ ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ସମସ୍ତ ଯୋଗାଣ ଅଧିକାରୀ ମାନଙ୍କୁ କ୍ବାଲିଟି ଓ ମାପଦଣ୍ଡ ଉପରେ ମଧ୍ୟ ଗ୍ରାଉଣ୍ଡ କୁ ଯାଇ ତଦାରଖ କରିବା ପାଇଁ ନିର୍ଦେଶ ଦେଇଛନ୍ତି ।(read entire article)(posted on: 2024-06-20)
View : 138 Times
Where To Host Your Events : Premier Venues Unveiled! By: greatEvent
Simplify your event planning with greatEvent.com. Discover and book the ideal venue for birthdays, weddings, anniversaries, accommodations, and conventions.(read entire article)(posted on: 2024-06-20)
View : 199 Times
Bethunter Lancia La Sua Guida Completa Sull'arbitraggio Sportivo By: soy doris
Su Bethunter.io, hanno creato una guida completa sull'arbitraggio sportivo, con informazioni aggiornate e dettagliate che ti permetteranno di comprendere a fondo questa strategia e iniziare a implementarla con successo.(read entire article)(posted on: 2024-06-20)
View : 189 Times
What Is The Process Of Excavation? By: Success Leads Digital Marketing
Comprehensive Guide to the Excavation Process: Techniques, Equipment, and Safety(read entire article)(posted on: 2024-06-20)
View : 415 Times
Experience The Best Party On Wheels With Long Island And Nyc Party Bus Services By: Party Line Limo
Get luxurious party bus services for celebrating special occasions in long Island at Party Line Limo Inc.(read entire article)(posted on: 2024-06-20)
View : 222 Times
© 2006 123ArticleOnline.com. All Rights Reserved. Use of our service is protected by our Privacy Policy and Terms of Service