ଆଇପିଏସ ବାପା ଦେଖିଥିଲେ ଶଶାଙ୍କଙ୍କୁ କ୍ରିକେଟର କରାଇବାର ସ୍ବପ୍ନ By: Argus News
ସବୁଠି ଏବେ ଆଇପିଏଲ ଚର୍ଚ୍ଚା। ଏବେ ରୋମାଞ୍ଚଭରା ଆଇପିଏଲ ଜାରି ରହିଛି। ଆଉ ଏହାରି ଭିତରେ ଏବେ ନୂଆ ନୂଆ ପ୍ଲେୟରମାନେ ରେକର୍ଡ ପରେ ରେକର୍ଡ କରି ପୁରୁଣା ରେକର୍ଡକୁ ଭାଙ୍ଗିଦେଉଛନ୍ତି। ଆଜି ଆମେ ଆପଣଙ୍କୁ ପଞ୍ଜାବ କିଙ୍ଗସର କ୍ରିକେଟର ଶଶାଙ୍କ ସିଂଙ୍କ ବିଷୟରେ କିଛି ଅଜଣା କଥା କହିବୁ। ଯାହା ଆପଣ ଜାଣି ନ ଥିବେ। ବାସ୍ତବରେ ଶଶାଙ୍କ ସିଂ ଆଇପିଏଲ ୨୦୨୪ର ଷ୍ଟାର ନୁହଁନ୍ତି ବରଂ ସୁପରଷ୍ଟାର ହୋଇଯାଇଛନ୍ତି।(read entire article)(posted on: 2024-04-29)
View : 145 Times
ଟି-୨୦ ବିଶ୍ୱକପ ପାଇଁ ଖୁବଶୀଘ୍ର ହୋଇପାରେ ଭାରତୀୟ ଦଳ ଘୋଷଣା By: Argus News
ଟି-୨୦ ବିଶ୍ୱକପ ପାଇଁ ଆଉ ମାସଟିଏ ସମୟ ବାକି ଅଛି । ଆସନ୍ତା ଜୁନ୍ ୨ରୁ ଜୁନ୍ ୨୯ ଯାଏଁ ୱେଷ୍ଟଇଣ୍ଡିଜ ଓ ଆମେରିକାରେ ଖେଳାଯିବ ଟି-୨୦ ବିଶ୍ୱକପ । ତେବେ ଏହାପୂର୍ବରୁ ଭାରତୀୟ ଟିମ୍ ଚୟନ ନେଇ ପ୍ରକ୍ରିୟା ଆରମ୍ଭ କରିଛି ବିସିସିଆଇ । ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଏହାମଧ୍ୟରେ ଦିଲ୍ଲୀରେ ପହଞ୍ଚିଛନ୍ତି ।(read entire article)(posted on: 2024-04-29)
View : 190 Times
୧୬୦ ଷ୍ଟ୍ରାଇକ୍ ରେଟରେ ବିରାଟ୍ ଙ୍କ ଦମଦାର ଇନିଂସ,ସମାଲୋଚଙ୍କ ମୁହଁ ବନ୍ଦ By: Argus News
:ଆଇପିଏଲର ୧୭ତମ ସଂସ୍କରଣରେ ଦେଖିବାକୁ ମିଳୁଛି ସୁପର ଫାଇଟ୍। କିଛି ଦିନ ପୂର୍ବରୁ ଲଗାତାର ମ୍ୟାଚ୍ ହାରୁଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଲଗାତର ଦୁଇଟି ମ୍ୟାଚ୍ ଜିତିଛି। ଏନେଇ ଆରସିବି ଫ୍ୟାନ୍ ଖୁସି ବ୍ୟକ୍ତ କରିଛନ୍ତି।(read entire article)(posted on: 2024-04-29)
View : 185 Times
ଟି-୨୦ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡର ୧୫ ଜଣିଆ ଦଳ ଘୋଷଣା By: Argus News
ଟି-୨୦ ବିଶ୍ୱକପ:ନ୍ୟୁଜିଲାଣ୍ଡର ୧୫ ଜଣିଆ ଦଳ ଘୋଷଣା
କେନ୍ ଓ୍ୱିଲିୟମସନ୍ଙ୍କୁ ଅଧିନାୟକ ଦାୟିତ୍ୱ,ଟି-୨୦ ବିଶ୍ୱକପ ପାଇଁ ନ୍ୟୁଜିଲାଣ୍ଡର ୧୫ ଜଣିଆ ଦଳ ଘୋଷଣା(read entire article)(posted on: 2024-04-29)
View : 203 Times
Code Forum: Where Coding Enthusiasts Unite To Elevate Skills And Connect By: rk riyad
In the dynamic landscape of technology, coding has become an indispensable skill, powering innovations across industries. Whether you're a seasoned developer or just starting your coding journey, having a supportive community to engage with can significantly enhance your skills and foster personal growth. Enter Code Forum, a vibrant platform where coding enthusiasts converge to connect, learn, and share their passion for programming.
Code Forum serves as a digital hub where developers of all levels can come together to exchange ideas, seek guidance, and collaborate on projects. With a diverse array of topics ranging from HTML and CSS to advanced languages like C++, Java, and Golang, there's something for everyone in this bustling online community.
One of the most compelling aspects of Code Forum is its inclusivity. Whether you're delving into web development with PHP and Ruby on Rails or exploring the intricacies of low-level programming with C#, Rust, or Javascript, you'll find a welcoming space to explore your interests and expand your skill set.
At the heart of Code Forum is the spirit of collaboration. Members are encouraged to ask questions, share insights, and offer assistance to fellow coders. Whether you're grappling with a tricky bug, seeking advice on optimizing your code, or simply looking for inspiration, you'll find a supportive network ready to lend a helping hand.
For those looking to enhance their coding prowess, Code Forum offers a wealth of resources and learning opportunities. From tutorials and code snippets to in-depth discussions on best practices and emerging technologies, there's no shortage of valuable content to fuel your learning journey.
Moreover, Code Forum isn't just about honing technical skills; it's also about fostering connections and building relationships with like-minded individuals. Whether you're a hobbyist coder, a seasoned professional, or somewhere in between, you'll find camaraderie and encouragement within this vibrant community.
Beyond the virtual realm, Code Forum also hosts meetups, workshops, and hackathons, providing members with opportunities to connect in person, collaborate on projects, and further their professional development.
In essence, Code Forum is more than just a platform—it's a thriving ecosystem where coding enthusiasts come together to learn, grow, and inspire one another. Whether you're seeking to sharpen your coding skills, explore new technologies, or simply connect with a community of passionate individuals, Code Forum offers a welcoming home for developers of all stripes.
So, if you're ready to take your coding journey to the next level, join the conversation at Code Forum and become part of a dynamic community that's shaping the future of technology, one line of code at a time.(read entire article)(posted on: 2024-04-29)
View : 180 Times
Experiencing Opulence: Luxury 4 & 5 Bhk Villas In Sarjapur Road By Mjr Builders By: MJR Builders
Premium 4 & 5 BHK luxurious residential villas at Sarjapur Road, just a drive away from schools, hospitals & great connectivity to airport, metro, railway. Priced 2.3 Cr onwards. 138 villas spread in 15 acres with world class amenities.(read entire article)(posted on: 2024-04-29)
View : 199 Times
ହୀରା ପର୍ସ, ଦାମ୍ ଶୁଣିଲେ ହୋସ୍ ଉଡିଯିବ By: Argus News
ହ୍ୟାଣ୍ଡ ବ୍ୟାଗ୍ ଧରିବାକୁ ପ୍ରାୟ ମହିଳାଙ୍କୁ ଭଲ ଲାଗେ । ଆଜିକାଲି ନୂଆ ନୂଆ ବ୍ରାଣ୍ଡ୍ ର ବିଭିନ୍ନ ଡିଜାଇନ୍ ର ପର୍ସ ବଜାରରେ ମିଳୁଛି । ଫ୍ୟାସନ ପାଇଁ ଦିନକୁ ଦିନ ପର୍ସ ଆଦିର ମୂଲ୍ୟ ବଢିବାରେ ଲାଗିଛି । ଗୋଟିଏ ଗୋଟିଏ ପର୍ସର ମୂଲ୍ୟ ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ଲକ୍ଷେ, ଦୁଇ ଲକ୍ଷ, 10 ଲକ୍ଷ କିମ୍ବା କୋଟିଏ ଟଙ୍କାର ପର୍ସ ଦାମ୍ ଆପଣ ଶୁଣିଥିବେ । ହେଲେ ହୀରାର ଏକ ପର୍ସର ଦାମ୍ 31 କୋଟି ।(read entire article)(posted on: 2024-04-29)
View : 174 Times
ପିଲାମାନଙ୍କ ପ୍ରତି ପିତାମାତା ମାନେ ଏମିତି ଭୁଲ କରୁଛନ୍ତି କି? By: Argus News
ପିଲାମାନଙ୍କର ଦକ୍ଷତା ଏବଂ ଆତ୍ମବିଶ୍ୱାସ ଵଢାଇ ଆଗକୁ ନେଵା ପିତାମାତାଙ୍କ ଦାୟିତ୍ଵ । ତଥାପି ବେଳେବେଳେ ଆମର ଭୁଲ କିମ୍ବା ଆଜାଣତରେ ଆମେ ପିଲାମାନଙ୍କର ଆତ୍ମବିଶ୍ୱାସକୁ ଦୁର୍ବଳ କରିଦେଇଥାନ୍ତି । ପିତାମାତାମାନେ ସେମାନଙ୍କ ପିଲାମାନଙ୍କ ସହିତ କେବେବି ଏପରି କରିବା ଉଚିତ୍ ନୁହେଁ । ପିତାମାତାମାନେ ସେମାନଙ୍କର ପିଲାମାନଙ୍କର ଜୀବନକୁ ସୁଖ ଶାନ୍ତିରେ ରଖିଵା ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି । ପିତାମାତାମାନେ ଜୀବନର ପ୍ରଥମ ଶିକ୍ଷକ ଅଟନ୍ତି। ପିତାମାତା ମାନେ ଯାହା ପିଲାଦିନରେ ଶିକ୍ଷା ଦିଆଯାଇଥିବେ ତାହା ଜୀଵନରେ ଆଗକୁ ଵଢିବାକୁ ପ୍ରରଣା ଦେଇଥାଏ ।(read entire article)(posted on: 2024-04-29)
View : 133 Times
Illuminating Hope: A Guide To Breast Cancer Treatment And Costs In India By: Ashish
In the landscape of breast cancer treatment, hope shines bright as individuals navigate through options and costs, especially in India,(read entire article)(posted on: 2024-04-29)
View : 250 Times
Festival And Seasonal Painting Service Providers In Hyderabad By: Jyothsnarajan Dasi
Elevate your home's charm with festive and seasonal painting services in Bachupally, Pragathi Nagar, Hyderabad. Trust our expert contractors for stunning results!(read entire article)(posted on: 2024-04-29)
View : 153 Times
© 2006 123ArticleOnline.com. All Rights Reserved. Use of our service is protected by our Privacy Policy and Terms of Service