123ArticleOnline Logo
Welcome to 123ArticleOnline.com!

www.sunraysaunas.com
ALL >> General

Articles on General Topics

Page: << <    1356 [1357]  1358  1359  1360  1361    > >>

ଅନୁଭୂତି ବାଣ୍ଟିଲେ କ୍ରୀଡ଼ାବିତ୍...pmଙ୍କୁ ଦେଲେ ପିସ୍ତଲରୁ ନେଇ ଜର୍ସି ଓ ରାକେଟ୍ ଉପହାର    By: Argus News
ସଫଳତା ପରେ ଅଟକି ଯାଅନି, ବିଫଳତା ପରେ ହତାଶ ବି ହୁଅନି । ଅଭ୍ୟାସ ଜାରି ରଖ, ପରିଶ୍ରମ କରି ଚାଲ । ସଫଳତା ଆପେ ଆପେ ଆସିବ । ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଖେଳାଳିଙ୍କୁ ଭେଟି ଏମିତି କିଛି ପରାମର୍ଶ ଦେଇଛନ୍ତି ପିଏମ୍ ମୋଦି । ସମସ୍ତଙ୍କ ସହ ଆଲୋଚନା କଲେ, ପିଠି ଥାପୁଡ଼େଇ ସାବାସୀ ଦେଲେ, ପ୍ରେରଣା ଯୋଗାଇଲେ । ଗୁରୁବାର ଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ଆବାସରେ ଅଲିମ୍ପିଆନମାନଙ୍କ ସହ ସାକ୍ଷାତର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଖେଳାଳିଙ୍କୁ ଭେଟିବା ସହ ସେମାନଙ୍କର ମନୋବଳ ବଢ଼ାଇଛନ୍ତି ମୋଦି । ସୁଟର ମନୁ ଭାକର ପିଏମ ମୋଦୀଙ୍କୁ ଏକ ପିସ୍ତଲ ଦେଇଥିଲେ ।(read entire article)(posted on: 2024-08-17)
View : 643 Times

ନିଜର କେଶ ପାଇ ଏଭଳି କହିଲେ ହିନା ଖାନ..    By: Argus News
ଖୁସିରେ ଅଛନ୍ତି ଅଭିନେତ୍ରୀ ହିନା ଖାନ। ତାଙ୍କ ଖୁସିର କାରଣ ଜାଣିଲେ ଆପଣ ବି ଖୁସି ହୋଇଯିବେ। ସ୍ତନ କର୍କଟର ତୃତୀୟ ପର୍ଯ୍ୟାୟ ଲାଗି ଚିକିତ୍ସିତ ହେଉଥିବା ଅଭିନେତ୍ରୀ ହିନା ଖାନ୍‌ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡଲରେ ଏହାର ଭିଡିଓ ସେୟାର କରିଛନ୍ତି। ନିଜର ହଜେଇଥିବା କେଶ ଫେରି ପାଇଛନ୍ତି ହିନା ଖାନ। କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଯେଉଁ କେଶ କାଟି ଲଣ୍ଡା ହୋଇଯାଇଥିଲେ ହିନା ଖାନ, ସେହି କେଶ ଫେରିପାଇଛନ୍ତି।'ୟେ ରିସ୍ତା କ୍ୟା କେହଲାତା ହୈ' ଟିଭି ଶୋ ଲାଗି ହିନା ଦର୍ଶକୀୟ ଆଦୃତି ପାଇଥିଲେ। ସେ ମଧ୍ୟ 'ଖତରୋଁ କେ ଖିଲାଡି ସିଜନ୍‌-୮' ଓ 'ବିଗବସ୍‌-୧୧' ଭଳି ଟିଭି ରିଆଲିଟି ଶୋରେ ଭାଗ ନେଇଥିଲେ। ଗତ ମାସରେ ହିନା ଏକ ଭିଡିଓ ଶେୟାର କରିଥିଲେ। ସେଥିରେ ତାଙ୍କୁ ନିଜ କେଶ କାଟୁଥିବା ଦେଖିବାକୁ ମିଳିଥିଲା। ସେତେବେଳେ ମଧ୍ୟ ସେ ଏକ ଦୀର୍ଘ ବାର୍ତ୍ତା ଲେଖି ସେଥିରେ କେଶରୁ ଏକ ଓ୍ୱିଗ୍‌ କରିବାକୁ ଯୋଜନା କରୁଥିବା ଦର୍ଶାଥିଲେ।(read entire article)(posted on: 2024-08-17)
View : 485 Times

ହିନ୍ଦୀ ଭାଷାରେ ରିଲିଜ୍ ହେଲା ଚଳଚ୍ଚିତ୍ର ସହିଦ୍ ରଘୁ ସର୍ଦ୍ଦାର    By: Argus News
୭୮ ତମ ସ୍ବାଧିନତା ଦିବସ ରେ ହିନ୍ଦୀ ଭାଷାରେ ରିଲିଜ୍ ହେଲା ଚଳଚ୍ଚିତ୍ର ସହିଦ୍ ରଘୁ ସର୍ଦ୍ଦାର।ପୂର୍ବରୁ ଏହି ଚଳଚ୍ଚିତ୍ର ଓଡ଼ିଆ ଭାଷାରେ ରିଲିଜ୍ ହୋଇଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରର ଲୋକ ଙ୍କୁ ପୁଣି ଥରେ ଏହି ଚଳଚ୍ଚିତ୍ର ଦେଖାଇବା ପାଇଁ ପ୍ରୟାସ କରିଚି ପ୍ରଯୋଜନା ସଂସ୍ଥା।ବ୍ରିଟିଶ ଶାସକ ଭାରତୀୟମାନଙ୍କୁ ଅତ୍ୟାଚାର କରିବା ଆରମ୍ଭ କଲେ, ସେତେବେଳେ ରଘୁ ଥିଲେ ଯୁବ ବୟସର। କୋଲକାତାରେ ବଙ୍ଗୀୟ ଲୋକମାନେ ଯେତେବେଳେ ନିରବ ଥିଲେ, ସେତେବେଳେ ପ୍ରଥମେ ଓଡ଼ିଆ ଯୁବକ ରଘୁ ପଟ୍ଟନାୟକ ହିଁ ଇଂରେଜ ବିରୋଧରେ ସ୍ବର ଉଠାଇଥିଲେ।(read entire article)(posted on: 2024-08-17)
View : 540 Times

Holi Skin And Hair Care Tips    By: fitness wives
**Holi Skin and Hair Care Tips** To protect your skin and hair during Holi, start by moisturizing well and applying oil to create a barrier against colors. During the festival, minimize direct contact with colors and use protective clothing. Afterward, gently cleanse your skin and hair with mild products and treat your hair to a deep conditioning mask. Stay hydrated to support overall skin health.(read entire article)(posted on: 2024-08-17)
View : 571 Times

Foxit Pdf Editor Pro Updated 2024    By: pccrax123
The flexibility of this software allows users to work on their documents from any device, at any time, making it an ideal choice for the modern, mobile workforce.(read entire article)(posted on: 2024-08-17)
View : 548 Times

Doing Business In India: Strategies For Entering And Succeeding In A Dynamic Economy    By: Ahlawat and Associates
Visit their website at Ahlawat and Associates or contact their helpline at +91-11-4102 3400. Embrace the potential of the Indian market with the right strategies and preparation, and unlock new avenues for growth and success.(read entire article)(posted on: 2024-08-17)
View : 862 Times

Mobile App Development Company In Lucknow: Unlocking Your Business Potential With Urbanfeat Technologies    By: UrbanfeatTechnologies
Urbanfeat the Best Digital Marketing Company in Lucknow At Urbanfeat Tech Group, we put our customers first and focus on delivering results. Our goal is to provide digital strategies that meet and exceed customer expectations.(read entire article)(posted on: 2024-08-17)
View : 959 Times

ଅଣ୍ଡାରେ ଭିଟାମିନ୍ ଏବଂ ମିନେରାଲ୍ସର ପ୍ରଚୁର ମାତ୍ରରେ ମିଳିଥାଏ    By: Argus News
ଅଧିକାଂଶ ଲୋକଙ୍କ ଶରୀରରେ ପ୍ରାୟତଃ ସବୁବେଳେ ଆରାମ ମିଳିଥାଏ । ଲୋକମାନେ ଥକ୍କା ଏବଂ ଦୁର୍ବଳତା ହେତୁ ବାହାରେ ସେମାନଙ୍କର ସାମର୍ଥ୍ୟ ଅନୁଯାୟୀ କାର୍ଯ୍ୟ କରିବାକୁ ଅସମର୍ଥ । ଏହା ପଛର କାରଣ କ'ଣ ଆସନ୍ତୁ ଜାଣିବା । ବାସ୍ତବରେ ଆମ ଦେଶର ଅଧିକାଂଶ ଲୋକ ପ୍ରୋଟିନ୍ ଅଭାବ ସହିତ ସଂଘର୍ଷ କରନ୍ତି । ଅଧିକାଂଶ ଲୋକ ଅତ୍ୟଧିକ କାର୍ବୋହାଇଡ୍ରେଟ୍ ଖାଆନ୍ତି କିନ୍ତୁ ପ୍ରୋଟିନ୍ ଖାଆନ୍ତି ନାହିଁ । ପ୍ରୋଟିନ୍ ଅଭାବର ପ୍ରଭାବ ହୃଦୟରୁ ମସ୍ତିଷ୍କ ପର୍ଯ୍ୟନ୍ତ ବ୍ୟାପିଥାଏ । ଏସବୁର ଗୋଟିଏ ଉତ୍ତର ହେଉଛି ଅଣ୍ଡା । ଏହି ଅଣ୍ଡାରେ ଏତେ ପରିମାଣର ପ୍ରୋଟିନ୍ ଥାଏ ଯେ ଏହା ନିଶ୍ଚିତ ଭାବରେ ଆପଣଙ୍କ ଦୈନନ୍ଦିନ ଖାଦ୍ୟର ୨୦ ପ୍ରତିଶତ ପୂରଣ କରେ ।(read entire article)(posted on: 2024-08-17)
View : 541 Times

D365 Supply Chain Management Functional(t&l) | Dynamics 365    By: Hari
VisualPath provides D365 Supply Chain Management Functional(T&L). Live Instructor-Led Online Classes delivered by experts from Our Industry. Get Real-time exposure to the technology. All the class recordings, presentations will be shared with you for reference. Call & WhatsApp +91-9989971070.(read entire article)(posted on: 2024-08-17)
View : 943 Times

App Development Services    By: App Development Services
App development services encompass the entire process of creating mobile or web applications, from conceptualization to deployment and maintenance. These services are vital for businesses and organizations looking to engage users, streamline operations, or offer new digital products and services.(read entire article)(posted on: 2024-08-17)
View : 786 Times


Page: << <    1356 [1357]  1358  1359  1360  1361    > >>

See As RSS




Login To Account
Login Email:
Password:
Forgot Password?
New User?

Sign Up Newsletter
Email Address: