123ArticleOnline Logo
Welcome to 123ArticleOnline.com!

www.sunraysaunas.com
ALL >> General

Articles on General Topics

Page: << <    1306 [1307]  1308  1309  1310  1311    > >>

ଆଉ ପାରଦ କେତେ ବଢ଼ିବ...କେବେ ଏସି, କୁଲର ଏବଂ ଫ୍ୟାନ ବନ୍ଦ ହେବ?    By: Argus News
ଦେଶର 20 ରୁ ଅଧିକ ରାଜ୍ୟରେ ପ୍ରବଳ ଉତ୍ତାପ ଜାରି ରହିଛି। ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀ, ୟୁପି, ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ, ଗୁଜୁରାଟ, ଛତିଶଗଡ ଏବଂ ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଆସନ୍ତା 29 ତାରିଖ ପର୍ଯ୍ୟନ୍ତ ଖରାର ପ୍ରକୋପ ଜାରି ରହିବ। ବର୍ତ୍ତମାନ ଦେଶର 40 ଟି ସହରରେ ତାପମାତ୍ରା 45 ଡିଗ୍ରୀ ପାର କରିଛି। ରାଜସ୍ଥାନର ଫଲୌଦୀରେ ତାପମାତ୍ରା 50 ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ଏଭଳି ପରିସ୍ଥିତିରେ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି। ପ୍ରଥମେ, ପ୍ରତିବର୍ଷ ତାପମାତ୍ରା ଏଭଳି ବୃଦ୍ଧି ପାଇବ କି? ଦ୍ୱିତୀୟରେ ହିଟ ଓ୍ବେଭ ବଢ଼ୁଥିବାରୁ କେଉଁ ସରକାରୀ ଏଜେନ୍ସି ଦାୟୀ? ତୃତୀୟ, ଆଗାମୀ 10 ବର୍ଷରେ ପୃଥିବୀରେ କଣ ନୂଆ ଘଟିବାକୁ ଯାଉଛି।(read entire article)(posted on: 2024-05-28)
View : 136 Times

Testicle Removal Surgery: Reasons, Types, And Recovery    By: rohan
Testicle removal surgery, also known as orchiectomy, is a procedure to remove one or both testicles. This surgery can be necessary for various medical reasons, including testicular cancer, hormone therapy, or severe trauma. Understanding the process, benefits, and recovery can help patients make informed decisions. Testicle removal surgery, also known as orchiectomy, is a procedure to remove one or both testicles. This surgery can be necessary for various medical reasons, including testicular cancer, hormone therapy, or severe trauma. Understanding the process, benefits, and recovery can help patients make informed decisions.(read entire article)(posted on: 2024-05-28)
View : 134 Times

ଆଜି ହେଉଛି ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ    By: Argus News
ମେ 28କୁ ବିଶ୍ବ ଋତୁସ୍ରାବ ସ୍ବଚ୍ଛତା ଦିବସ ଭାବେ ପାଳନ କରାଯାଉଛି। ଆଜି ସାରା ବିଶ୍ବ ଏହି ଦିବସକୁ ପାଳନ କରୁଛି। ନାରୀ ଜୀବନର ଏକ ବିଶେଷ ଅଂଶ ହେଉଛି ଋତୁସ୍ରାବ । ଯଦି ଜଣେ ମହିଳା ଋତୁସ୍ରାବ ହୋଇ ନ ଥାଏ ତାହାଲେ ସେ ମାଆ ହେବା ସମ୍ଭବ ହୋଇନଥାଏ ।(read entire article)(posted on: 2024-05-28)
View : 125 Times

How Beneficial The Reliable Post Surgical Therapy Rehabilitation Singapore Is?    By: Pooja Physiotherapy and Healthcare Centre
Post Surgical Therapy Rehabilitation Singapore is a crucial process that helps patients recover from surgery and regain their mobility and strength. It involves a combination of exercises and other interventions aimed at promoting healing and minimizing complications. Pain specialists and physical therapists play a significant role in post-surgical rehabilitation in Singapore.(read entire article)(posted on: 2024-05-28)
View : 173 Times

ଏଇଟି ପିଜା ସବୁଠୁ ଶସ୍ତା, ସନ୍ଧ୍ୟା ହେଲେ ଲାଗୁଛି ଭିଡ..    By: Argus News
ପିଜା । ନାଁ ଶୁଣିବା ମାତ୍ରେ ପାଟିରୁ ଲାଳ ବୋହିବା ଆରମ୍ଭ କରେ । ଯୁବପିଢୀଙ୍କର ବେଶ ପସନ୍ଦ ପିଜା । ହେଲେ ଏହି ଖାଇବା ଚିଜଟିର ନାଁ ଯେମିତି ଦାମ ବି ସେମିତି । ଟେଷ୍ଟ ଅନୁଯାୟୀ ବିଭିନ୍ନ ସ୍ଥାନରେ ଏହାର ଦାମ ସେତିକି ସେତିକି ଅଧିକ ହୋଇଥାଏ । ହେଲେ ଆପଣ କେବେ ଶୁଣିଛନ୍ତି କି ପିଜାର ଦାମ ମାତ୍ର ୩୯ ଟଙ୍କା ? ଶୁଣିବା ପରେ ବି ଆପଣ ବିଶ୍ବାସ କରିବେନି, କି ଏତେ କମ ଦାମରେ କଣ ସତରେ ପିଜା ବିକ୍ରି ହୁଏ ? ହେଲେ ଏହି କଥାଟା ସତ ଆଜ୍ଞା । ଏପରି ଏକ ଦୋକାନ ଅଛି ଯେଉଁଠି ପିଜା ଖୁବ କମ ମୂଲ୍ୟରେ ମିଳିଥାଏ । ଯେଉଁଠିକୁ ଅନେକ ଦୂର ଦୂରାନ୍ତରୁ ଲୋକେ ପିଜା ଖାଇବାକୁ ଆସିଥାନ୍ତି(read entire article)(posted on: 2024-05-28)
View : 138 Times

Discover The Convenience And Beauty Of Flower Bouquet Online Delivery Services    By: Nisha
Are you ready to elevate your gift-giving game and add a touch of beauty to any occasion effortlessly? Look no further than flower bouquet online delivery services! Say goodbye to the days of rushing to the florist last minute or worrying about finding the perfect arrangement.(read entire article)(posted on: 2024-05-28)
View : 170 Times

Remington 870 Picatinny Rail Forend: Go For The Most Versatile Choice    By: Slade Street Tactical
This Mossberg 590 picatinny rail forend is a lightweight way to mount your optics and add an extra tactical element to your hunting rifle. The forend is made of high-quality aluminum, which means it can stand up to all types of weather conditions when mounted on a 590 rifle.(read entire article)(posted on: 2024-05-28)
View : 174 Times

ଖରାଦିନେ ଛୁଆଙ୍କୁ ଦିଅନ୍ତୁ ଦହି କାକୁଡି ଭାତ..    By: Argus News
ଗ୍ରୀଷ୍ମ ଋତୁରେ ପିଲାମାନେ ଅସୁସ୍ଥ ହେବାର ଅଧିକ ଭୟ ଥାଏ । ଖାସ କରି ସ୍କୁଲ ଯାଉଥିବା ପିଲାମାନଙ୍କ କ୍ଷେତ୍ରରେ ଏହି ଭୟ ଅଧିକ ଦେଖାଯାଏ । ଏହି ପରିସ୍ଥିତିରେ ପିଲାମାନଙ୍କୁ ଏମିତି ଖାଇବା ଦେବା ଦରକାର ଯାହା ତାଙ୍କୁ ସୁସ୍ଥ ରଖିବା ସହ ଶରୀରର ତାପମାତ୍ରା ମଧ୍ୟ ନିୟନ୍ତ୍ରଣରେ ରଖିବ ।(read entire article)(posted on: 2024-05-28)
View : 145 Times

Epson Service Support    By: Anikethsol
Epson printers are widely used in business environments for their reliability and quality output. However, like any electronic device.(read entire article)(posted on: 2024-05-28)
View : 196 Times

A Day In The Life Of A Foshan Sourcing Agent Unveiling The Sourcing Process With Morefar Global    By: Morefar Global
Ever wondered what goes on behind the scenes of sourcing products from the bustling markets of Foshan, China? Join us as we take you on a journey through a typical day in the life of a Foshan sourcing agent with Morefar Global. From the crack of dawn to the final negotiation, discover the intricacies of the sourcing process and how Morefar ensures quality, affordability, and reliability for its clients.(read entire article)(posted on: 2024-05-28)
View : 168 Times


Page: << <    1306 [1307]  1308  1309  1310  1311    > >>

See As RSS




Login To Account
Login Email:
Password:
Forgot Password?
New User?

Sign Up Newsletter
Email Address: