123ArticleOnline Logo
Welcome to 123ArticleOnline.com!

www.sunraysaunas.com
ALL >> General

Articles on General Topics

Page: << <   [1231]  1232  1233  1234  1235  1236    > >>

Alia Bhatt Wakes Up Celeb Fitness Trainer Yasmin Karachiwala ‘early In The Morning'    By: Argus News
Actress and fitness enthusiast Alia Bhatt surprised her trainer Yasmin Karachiwala by reaching early for her morning workout session.(read entire article)(posted on: 2024-06-20)
View : 171 Times

ଅସହ୍ୟ ଗୁଳୁଗୁଳିରୁ କେମିତି ପାଇବେ ରକ୍ଷା ଜାଣନ୍ତୁ..    By: Argus News
ଅତ୍ୟଧିକ ଗରମ ବୃଦ୍ଧି ପାଉଥିବାରୁ ଲୋକମାନେ ଘରୁ ବାହାରିବା ପାଇଁ ଇଚ୍ଛା ପ୍ରକାଶ କରୁ ନାହାଁନ୍ତି । ଏହି ସମସ୍ୟାରୁ ବର୍ତ୍ତିବା ପାଇଁ ଆପଣ ପ୍ରଚୁର ମାତ୍ରାରେ ପାଣି, ସରବତ କିମ୍ବା ଘୋଳ ଦହି ସେବନ କରିବା ଉଚିତ ।(read entire article)(posted on: 2024-06-20)
View : 175 Times

ପ୍ରଧାନମନ୍ତ୍ରୀ ମୋଦୀ ଯୋଗ-ଆସନର Ai ଭିଡିଓ ସେୟାର କରି..    By: Argus News
ଯୋଗ କରିବା ଶରୀର ପାଇଁ ବହୁତ ଭଲ ହୋଇଥାଏ । ଯୋଗକୁ ଆପଣଙ୍କ ଜୀବନରେ ଅନ୍ତର୍ଭୁକ୍ତ କରିବାକୁ ଅନୁରୋଧ କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ-ଆସନର AI ଦ୍ଵାରା ଏକ ହୋଇଥିବ ଭିଡିଓ ସେୟାର କରିଛନ୍ତି ।(read entire article)(posted on: 2024-06-20)
View : 125 Times

Top 6 Programming Languages For Flutter App Development In 2024    By: Jennifer Lily
The top six programming languages for Flutter app development in 2024 are Dart, JavaScript, Kotlin, Swift, Python, and Java, each offering unique advantages for building robust applications. Flutter app development companies in Dubai utilize these languages to deliver high-performance, versatile mobile apps.(read entire article)(posted on: 2024-06-20)
View : 253 Times

ଆଜି ବିଶ୍ୱ ସଙ୍ଗୀତ ଦିବସ    By: Argus News
ସୁଖ ହେଉ କି ଦୁଃଖ ସଙ୍ଗୀତ ଶୁଣିଲେ ହୃଦୟକୁ ଶାନ୍ତି ମିଳିଥାଏ । କୁହାଯାଏ ସଂଗୀତର କୌଣସି ଭାଷା ନାହିଁ ଏହାର ସୀମା ମଧ୍ୟ ନାହିଁ ଏହା ହୃଦୟରୁ ଆସିଥାଏ ଏବଂ ହୃଦୟରେ ପହଞ୍ଚେ । ସଙ୍ଗୀତକୁ ପ୍ରେମର ଭାଷା ମଧ୍ୟ କୁହାଯାଏ ।(read entire article)(posted on: 2024-06-20)
View : 129 Times

Top Uses For Steel Beams In Sutton: Enhancing Structural Integrity    By: Vinny Metalworks Limited
steel beams are fundamental to enhancing the structural integrity of buildings and infrastructure in Sutton. Their strength, versatility, and aesthetic appeal make them an ideal choice for a wide range of construction projects.(read entire article)(posted on: 2024-06-20)
View : 107 Times

ବିଜେଡିରେ ଏବେ ବି ପାଣ୍ଡିଆନଙ୍କ ରହିଛି କି ଦବଦବା ?    By: Argus News
୨୪ ବର୍ଷର ଶାସନ, କେବଳ ଜଣଙ୍କ ପାଇଁ କ୍ଷମତାଚ୍ୟୁତ ହେଲା ବିଜେଡି । ଯାହାକୁ ନେଇ ଦଳରେ ଚାପା ଅସନ୍ତୋଷ ବି ହେଲା । ତୁରନ୍ତ ତାଙ୍କୁ ଦଳରୁ ବାହାର କରିବାକୁ ଚାପ ବଢିଲା । ହେଲେ ଏହାରି ଭିତରେ ଯେଉଁ ଖବର ସାମ୍ନାକୁ ଆସୁଛି ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । କାରଣ ବିଜେଡିରେ ଏବେ ବି ବଳବତ୍ତର ରହିଛି ପାଣ୍ଡିଆନଙ୍କ ପତିଆରା ? ନିର୍ବାଚନରେ ଦଳର ବିପର୍ଯ୍ୟୟ ହେଲା କିନ୍ତୁ ଏଯାଏଁ ତାହାର କାଳେ ସମୀକ୍ଷା ହୋଇନି । ଏବେ ବି ପାଣ୍ଡିଆନ କଥା ପଚାରିଲେ ମୁହଁ ଖୋଲୁ ନାହାନ୍ତି ନେତା । ପରାଜୟ ପରେ ବିଜେଡି ଶିବିରରେ ଅସମ୍ଭବ ନିରବତା ଖେଳିଯାଇଛି । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ।(read entire article)(posted on: 2024-06-20)
View : 130 Times

ଭାଇରାଲ ହେଉଛି 'ଶର୍ମା ଜୀ କି ବେଟି'ର ଟ୍ରେଲର    By: Argus News
ରିଲିଜ ହୋଇଛି ସ୍ଲାଇସ୍ ଅଫ୍ ଲାଇଫ କମେଡି ଫିଲ୍ମ ‘ଶର୍ମା ଜୀ କି ବେଟି'ର ଜବରଦସ୍ତ ଟ୍ରେଲର । ଏହି ସିନେମାରେ ସାକ୍ଷୀ ତମ୍ବର, ଦିବ୍ୟା ଦତ୍ତା, ସୈୟମୀ ଖେର ମୁଖ୍ୟ ଭୂମିକାରେ ନଜର ଆସିବୋ ତାଙ୍କୁ ସାଥ ଦେବା ପାଇଁ ‘ଶର୍ମା ଜୀ କି ବେଟି' ସିନେମାରେ ବଂଶିକା ତପାରିଆ, ଅରିସ୍ତା ମେହତା, ଶରିବ ହାସମୀ ତଥା ପରୱିନ ଡବାସ ପ୍ରମୁଖ ଅଭିନୟ କରୁଛନ୍ତିା ଭାରତର ସବୁଠାରୁ ଲୋକପ୍ରିୟ ଓଟିଟି ପ୍ଲାଟ ଫର୍ମ ପ୍ରାଇମ୍ ଭିଡିଓରେ ଏହା ରିଲିଜ ହୋଇଛି।(read entire article)(posted on: 2024-06-20)
View : 105 Times

ସିଏମ୍‌ ଥିଲେ, ବିରୋଧୀ ଦଳ ନେତା ହେଲେ    By: Argus News
ବାଜିଲା ମୋହର, ନବୀନ ହେଲେ ବିରୋଧୀ ଦଳର ନେତା । ୫ କି ୧୦ ନୁହେଁ ବରଂ ୨୪ ବର୍ଷ ପରେ ବିରୋଧୀ ଦଳର ନେତା ହେଲେ ନବୀନ । କାରଣ ଯେବେଠୁ ନବୀନ ବିଧାନସଭା ଆସିଛନ୍ତି ସେବେଠୁ ମୁଖ୍ୟମନ୍ତ୍ରୀ ଆସନରେ ବସିଛନ୍ତି । ତେଣୁ ଷଷ୍ଠଥର ବି ସେହି ଆସନରେ ନବୀନ ହିଁ ବର୍ଷିବେ ବୋଲି ଦଳୀୟକର୍ମୀ ଆଶା ରଖିଥିଲେ । ହେଲେ ସବୁ ଆଶା ଆଶାରେ ହିଁ ରହିଗଲା । ଅର୍ଥାତ୍‌ ଶାସକ ଦଳର ନେତା ଏବେ ବିରୋଧୀ ଆସନରେ ବସିଲେ । ଯାହା ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ସାଉଁଟିଛି ।(read entire article)(posted on: 2024-06-20)
View : 106 Times

ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ କଡ଼ା ଚେତାବନୀ    By: Argus News
ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ କଡ଼ା ଚେତାବନୀ । ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ପ୍ରସଙ୍ଗରେ ଚେତାବନୀ ଶୁଣାଇଲେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଯେଉଁ ଅସାଧୁ ବ୍ୟବସାୟୀ ମାନେ କୁତ୍ରିମ ଅଭାବ ସୃଷ୍ଟି କରୁଛନ୍ତି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥି ସହିତ ସମସ୍ତ ଯୋଗାଣ ଅଧିକାରୀ ମାନଙ୍କୁ କ୍ବାଲିଟି ଓ ମାପଦଣ୍ଡ ଉପରେ ମଧ୍ୟ ଗ୍ରାଉଣ୍ଡ କୁ ଯାଇ ତଦାରଖ କରିବା ପାଇଁ ନିର୍ଦେଶ ଦେଇଛନ୍ତି ।(read entire article)(posted on: 2024-06-20)
View : 114 Times


Page: << <   [1231]  1232  1233  1234  1235  1236    > >>

See As RSS




Login To Account
Login Email:
Password:
Forgot Password?
New User?

Sign Up Newsletter
Email Address: